Latest Odisha News

BREAKING NEWS

ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି

ଭୁବନେଶ୍ୱର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ୨ ଗୋଟି ଖଣି ନିଲାମ ହୋଇଛି । ଭୂତତ୍ତ୍ୱ ସର୍ଭେ ଅନୁଯାୟୀ ନିଲାମ ହୋଇଥିବା ଏହି ୨ ଗୋଟି ଖଣିରେ ୧୬୫୦ ମିଲିଅନ୍ ଟନ୍ କୋଇଲା ରହିଛି । ଖଣି କାର୍ଯ୍ୟକ୍ଷମ ହେଲେ ୨୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ରହିଥିବା ବେଳେ ଏହାଦ୍ୱାରା ୨୦…

ଆସନ୍ତୁ ଜାଣିବା ହୋଲିର ବୈଜ୍ଞାନିକ ଦିଗ

ରଙ୍ଗର ପର୍ବ ହୋଲି । ଏହାର ପାରମ୍ପାରିକ ଓ ଧାର୍ମିକ କାରଣ ସମ୍ପର୍କରେ ଉଣା ଅଧିକେ ସମସ୍ତେ ଜାଣିଥିବେ । ଆମର ପୂଜା ଶୈଳୀ ସମ୍ପୂର୍ଣ୍ଣ ଭାବେ ବିଜ୍ଞାନ ଭିତିକ । ସେ ପାଣିରେ ତମ୍ବା ପକାଇବା ହେଉ କିମ୍ବା ଘଂଟ ବାଡେଇ ପ୍ରଦୂଷଣ ଦୂର କରିବା । ଆସନ୍ତୁ ଏବେ ଆମେ ଜାଣିବା ହୋଲି ଖେଳିବା ପଛର…

ପଠାନ ପରେ ଧୂମ ୪ରେ ଶାହାରୁଖ-ସିଦ୍ଧାର୍ଥ ଯୋଡି

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ପରେ ପଠାନ ଫିଲ୍ମ ମାଧ୍ୟମରେ ଶାହାରୁଖ ଖାଁ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ତାଜା ରିପୋର୍ଟ ଅନୁସାରେ ଧୂମ ୪ରେ ୟଶରାଜ ପ୍ରଡକ୍ସନ ଶାହାରୁଖଙ୍କୁ ନେବା ଚୂଡାନ୍ତ ହୋଇଛି । ଏହାର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେବେ । ପଠାନ ପରେ ୟଶରାଜ ବ୍ୟାନରର…

ରାହୁଲଙ୍କ ବୟାନ କେତେ ସତ କେତେ ମିଛ?

ଭୁବନେଶ୍ୱର: ଦେଶରେ ଭାରତ ଯୋଡୋ ଯାତ୍ରା କରି ଚର୍ଚ୍ଚାରେ ରହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ବିଦେଶ ମାଟିରେ ବି ଚର୍ଚ୍ଚାରେ। ଏଥର ବିଦେଶ ମାଟିରେ ଭାରତର ଗଣତନ୍ତ୍ର ବିପଦରେ ଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରାହୁଲ। ବ୍ରିଟେନ ଗସ୍ତରେ ଥିବା ରାହୁଲ ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇ…

ବ୍ରହ୍ମଗିରିରେ ବେବିଙ୍କ ପରେ ଉପାସନା !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଧୀରେ ଧୀରେ ପାଖେଇ ଆସୁଥିବାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ବଢୁଛି। ଏଭଳି ସ୍ଥିତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦିବଙ୍ଗତ ବିଧାୟକ ତଥା ଟାଣୁଆ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର…

“ଓଡିଶା ବିଜେପି” ବଢିବ ନା ଛିଡିବ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି। ୨୦୧୯ ନିର୍ବାଚନରେ ବିଜେଡି ସହ କଡା ଟକ୍କର ଦେଇ ମୁଖ୍ୟ ବିରୋଧୀ ଆସନ ପାଇଥିବା ବିଜେପି ଆଗାମୀ ନିର୍ବାଚନରେ ଶାସନ କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି। ଏଥିପାଇଁ ଦଳ ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବା…

ଭର୍ତ୍ତୃହରିଙ୍କ ଲେଖାକୁ ନେଇ ବଢ଼ିଲା ବିବାଦ, ବିଜେଡି କହିଲା ‘ବରାଦିଆ ସମ୍ପାଦକୀୟ’

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନ୍ ଶୃଙ୍ଖଳା ଓ ପୋଲିସ ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ପୋଲିସ ଓ ବିଜେପି କର୍ମୀ ସଂଘର୍ଷକୁ ନେଇ ବିଜେପି ରାଜ୍ୟବ୍ୟାପି ପ୍ରତିବାଦ କରୁଛି । ଅନ୍ୟପଟେ ବିଜେଡି, ବିଜେପିକୁ କାଉଣ୍ଟର କରିବାକୁ ଯାଇ ଗ୍ୟାସ୍ ଦରବୃଦ୍ଧିକୁ…

ବସ ଭିତରେ ହୋଲି ଖେଳିଲେ ଟିମ ଇଣ୍ଡିଆ

ଅହମ୍ମଦାବାଦ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ୪ର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦରେ ମାର୍ଚ୍ଚ ୯ରୁ ଖେଳାଯିବ । ଭାରତୀୟ କ୍ରିକେଟ ଟିମ ଏଥିରେ ବିଜୟ ହାସଲ କରି ସିରିଜ ହାତେଇବା ସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବାକୁ ଚାହିଁବ । ଭାରତ ସିରିଜରେ ୨-୧ରେ ଅଗ୍ରଣୀ ରହିଛି ।…

ପ୍ରେମିକା ରକ୍ତରେ ହୋଲି ଖେଳିଲା ଶୈତାନ ପ୍ରେମିକ

ବଲାଙ୍ଗୀର : ପ୍ରେମିକ ଛୁରୀ ଚୋଟରେ ପ୍ରେମିକା ଗୁରୁତର  । ଏବେ ପୋଲିସ ହେପାଜତରେ ପ୍ରେମିକ । ଆଉ ସେପଟେ ହସପିଟାଲ ବେଡ଼ରେ ମୃତ୍ୟୁ ସହ ସଂଗ୍ରାମ କରୁଛି ପ୍ରେମିକା । ଏପରି ଘଟଣା ଵଲାଙ୍ଗିର ସହର କନପାଳି ପଡ଼ାରେ ଘଟିଛି । ଚଟିଆପାଲି ଗାଁ ର ଜଣେ ଯୁବତୀ ଵଲାଙ୍ଗିରରେ ଏକ ଭଡା ଘରେ ରହୁଥିଲେ…

ହୋଲିରେ ମୁକ୍ତିଲାଭ କରିବ ‘ତୁ ଝୁଠି ମୈ ମକ୍କାର’

ମୁମ୍ବାଇ: ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଠି ମୈ ମକ୍କାର' ହୋଲିରେ ମୁକ୍ତିଲାଭ କରିବ । ଏହି ଫିଲର ଆଡ଼ଭାନ୍ସ ବୁକିଂ ଜୋରସୋରରେ ଚାଲିଛି । ଫିଲ୍ମ ‘ପଠାନ' ପରି ଏହି ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି । ନିକଟରେ ମୁକ୍ତିଲାଭ କରିଥିବା…