‘ଭୋଳା’ର ଟ୍ରେଲର ରିଲିଜ୍, ନୂଆ ଲୁକ୍ରେ ଅଜୟ
ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୋଳା’କୁ ନେଇ ଅଭିନେତା ଅଜୟ ଦେବଗନ ଚର୍ଚ୍ଚାରେ ଅଛନ୍ତି । ଏହାର ଟ୍ରେଲର ରିଲିଜ୍ ହୋଇଯାଇଛି । ଏଥିରେ ଅଜୟ ନୂଆ ଲୁକ୍ରେ ନଜର ଆସିଛନ୍ତି,ଯାହାକୁ ଲୋକେ ଖୁବ୍୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ତବୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତବୁ…