ଅଜବ ରେଷ୍ଟୁରାଣ୍ଟ: ସାପ, ଝିଟିପିଟି, ଏଣ୍ଡୁଅ ଏବଂ ବିଛା ମେଳରେ ଖାଇବେ ଖାଦ୍ୟ
ଦୁନିଆରେ ଅନେକ ଅଜବ ରେଷ୍ଟୁରାଣ୍ଟ ବିଷୟରେ ନିଶ୍ଚୟ ଶୁଣିଥିବେ । ଯେମିତି କି ଭିଏତନାମର ଫିସ୍ କାଫେ । ଯେଉଁଠି ଚଟାଣରେ ମାଛ ପହଁରୁଥିବେ ଓ ସେଠାରେ ଲୋକେ ବସି ଖାଦ୍ୟ ଖାଉଥିବେ । ସେମିତି ଜାପାନର ଏକ ରେଷ୍ଟୁରାଣ୍ଟରେ ଲୋକମାନେ ରକ୍ତରେ ଭିଜିଥିବା କାନ୍ଥ ପାଖରେ ଖାଦ୍ୟ ଖାଇବାର ମଜା ନେଇଥାନ୍ତି…