Latest Odisha News

BREAKING NEWS

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ, ରଖିଲେ ଏମିତି ସର୍ତ୍ତ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ଦେଖା ଦେଇଥିବା ସମସ୍ୟା ଦୂର ହୋଇଛି । ଧାରଣାରେ ବସିଥିବା ୬୬୨ ବର୍ଗର ଅଧ୍ୟାପକ ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଛି । ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ସାମିଲ ହେବେ ବୋଲି…

ଜନ୍ମଦିନରେ କେକ୍‌ କାଟୁଛି ଶୁଆ, ଭୋଜି ଖାଉଛନ୍ତି ବନ୍ଧୁ ପରିଜନ

ସୁବର୍ଣ୍ଣପୁର : ଆଜିକାଲିର ଫ୍ୟାସନ ଜନ୍ମଦିନରେ କେକ୍‌ କାଟିବା  । ଆଉ ଜନ୍ମଦିନରେ କେକ୍‌ କଟା ନଗଲେ ଫିକା ପଡ଼ିଯାଏ ମନ  । ଆପଣମାନେ ନିଜ ନିଜ ଜନ୍ମଦିନରେ କେକ୍‌ କାଟିଥିବେ ଆଉ ଆପଣମାନଙ୍କ ବନ୍ଧୁ ଜନ୍ମଦିନରେ କେକ୍‌ କାଟିବାର ବି ଦେଖିଥିବେ  । ହେଲେ ଆମେ କହୁଛୁ ଜନ୍ମ ଦିନରେ କେକ୍‌ କାଟୁଛି…

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଦଳ ନେତାଙ୍କ ଟାର୍ଗେଟ: ଏମିତି ସଙ୍ଗୀନ ବେଳାରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ କାହିଁକି…

ଭୁବନେଶ୍ୱର:ରାଜ୍ୟର ଏବେ ସଙ୍କଟ ସମୟ । କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦିପହରରେ ହତ୍ୟା । ଅଥଚ  ମାସେ ପରେ ବି ପୋଲିସ ହାତ ଖାଲି । ଏବେ ପରୀକ୍ଷା ଋତୁ ଚାଲିଛି । ଆସନ୍ତାକାଲି ଯୁକ୍ତି ଦୁଇ ପରୀକ୍ଷା । କିନ୍ତୁ ଅଧ୍ୟାପକମାନେ ପରୀକ୍ଷା ବର୍ଜନ କରି ଧାରଣାରେ ବସିଛନ୍ତି । ପିଲା ପରୀକ୍ଷା …

କାହାକୁ ଗୁଲ୍ଲୁ ତ କାହା ନାମ ଆଲୁ: ବଲିଉଡ ଅଭିନେତ୍ରୀମାନଙ୍କ ଡାକନାମ ଜାଣିଲେ ଆପଣ ବି ହସିବେ

ମୁମ୍ବାଇ: ସମସ୍ତଙ୍କର କିଛି ଡାକ ନାମ ଥାଏ | ତେବେ ଆପଣ ଜାଣିଛନ୍ତି କି ବଲିଉଡ ଅଭିନେତ୍ରୀମାନଙ୍କର ମଧ୍ୟ କିଛି ଡାକନାମ ରହିଛି | ଆଜି ଆମେ ଏପରି କିଛି ଅଭିନେତ୍ରୀଙ୍କ ଡାକନାମ(ପରିବାର ସଦସ୍ୟ ଯେଉଁନାମରେ ଡାକନ୍ତି) ବାବଦରେ କହିବୁ | ବଲିଉଡର ଦେଶୀ ଗାର୍ଲ କୁହାଯାଉଥିବା ପ୍ରିୟଙ୍କା…

ସ୍ୱଳ୍ପ ଗଳ୍ପ : ଦୀପ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୭ ଦୀପ । ସାଧାରଣ ଆଉ ସବୁଦିନର ଗୋଟିଏ ମୂର୍ତ୍ତିକା-କଳ। । ବେଳେ ବେଳେ ଏହା ଉପରେ ବିଶେଷ ଭାବରେ ଅଳଙ୍କରଣ କରାଯାଇଥାଏ ମାତ୍ର ସାଧାରଣ ଭାବରେ ଏହା ଖୁବ୍ ଶସ୍ତା ଆଉ ଦେଖିବାକୁ ଅତି ସାଧାରଣ । କାମ ସରିଗଲା ମାନେ…

ଅଭିନୟ ଶିଖାଇବେ ରାକ୍ଷୀ ସାଓ୍ୱନ୍ତ, ଦୁବାଇରେ ଖୋଲିଲେ ଆକ୍ଟିଂ ଏକାଡେମୀ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ଡ୍ରାମା କ୍ୱିନ୍‌ ରାକ୍ଷୀ ସାୱନ୍ତ । ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ଅଣ୍ଟା ସଳଖିଛନ୍ତି ରାକ୍ଷୀ । ନିଜ ଦୁଃଖରୁ ମୁକ୍ତି ପାଇବା…

ସୈଫଙ୍କ ପୂର୍ବରୁ ସହିଦ କପୁରଙ୍କ ସହ ଥିଲା ନିବିଡ ପ୍ରେମ, ମା’ଙ୍କ ପାଇଁ ଅଲଗା ହୋଇଯାଇଥିଲେ କରୀନା!

ମୁମ୍ବାଇ: କରୀନା କପୁର ଏବଂ ସହିଦ କପୁରଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି | କରୀନା କପୁରଙ୍କ ମା ବବିତା କପୁର ସହିଦ କପୁରଙ୍କୁ ଆଦୌ ପସନ୍ଦ କରୁନଥିଲେ। ସେ ସେମାନଙ୍କ ସମ୍ପର୍କର ବିରୋଧୀ ଥିଲେ | କୁହାଯାଏ ସହିଦ କପୁର ୨୦୧୫ ପୂର୍ବରୁ ଅନେକ ଅଭିନେତ୍ରୀଙ୍କୁ ଡେଟ କରିଥିଲେ। କିନ୍ତୁ…

ଫଲୋଅନ ପରେ ୧ରନରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ

ୱେଲିଂଟନ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ଫଲୋଅନ ନେବା ପରେ ୪ର୍ଥ ଟିମ ଭାବେ ଏହି ବିଜୟ ହାସଲ କରିଛି । ପୂର୍ବରୁ ୧୮୮୪ରେ ଇଂଲଣ୍ଡ ୧୦ ରନରେ ଅଷ୍ଟ୍ରେଲିଆକୁ, ୧୯୮୧ରେ ଇଂଲଣ୍ଡ…

ସୁପ୍ରିମକୋର୍ଟ ଗଲେ ମନୀଷ, ମୁଖ୍ୟ ବିଚାରପତି କହିଲେ ହାଇକୋର୍ଟକୁ ଯାଅ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ୨୬ ଫେବୃଆରୀରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିଥିଲା। ତେବେ ଏହି ଗିରଫକୁ ବିରୋଧ କରି ବର୍ତ୍ତମାନ ସିସୋଡିଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି | ସିସୋଡିଆଙ୍କ ଓକିଲ ଅଭିଷେକ ମନୁ ସିଂହଭି ପ୍ରଧାନ ବିଚାରପତିଙ୍କୁ…

ପ୍ରେମ ମାନେନି ବୟସ: ୯୧ ବର୍ଷ ବୟସରେ ଇସ୍କରେ ପଡିଲେ ରିୟଲ୍ ଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ ସିଂ

ନୂଆଦିଲ୍ଲୀ: ପ୍ରେମ ମାନେନି ବୟସ | ପ୍ରେମ କେତେବେଳେ କାହା ସହ ହୁଏ ସେକଥା କହି ହୁଏ ନାହିଁ | କୋଟିପତି ରିୟଲ ଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ ସିଂ ଏବେ ପ୍ରେମରେ ପଡିଛନ୍ତି | ବାସ୍ତବରେ ୨୦୧୮ରେ ସେ ପତ୍ନୀଙ୍କୁ କର୍କଟ ରୋଗ ଯୋଗୁଁ ହରାଇଥିଲେ। ଆଉ ଏବେ ପୁଣି ଥରେ ସେ ତାଙ୍କ ଜୀବନରେ ଜଣେ ସାଥୀ…