Latest Odisha News

BREAKING NEWS

ଅମୃତ କାଳରେ ଚାଷୀ କେଉଁଠି ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଯଦି ୨୦୨୩ର ବଜେଟ୍ ଆସନ୍ତା ପଚିଶ୍ ବର୍ଷ ମଧ୍ୟରେ ଆସିବାକୁ ଥିବା ଅମୃତ କାଳକୁ ଏକ ରାସ୍ତା, ତେବେ ବୁଝିବାକୁ ହେବ ଯେ, ଏହି ଇପ୍‌ସିତ ଅମୃତ କାଳର ପରିକଳ୍ପନାରେ ଚାଷ ଓ ଚାଷୀ ନାହାନ୍ତି । ଆମ ଦେଶରେ ଥିବା ବିସମତାକୁ ନେଇ ଯେଉଁ…

ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ !

ଲାହୋର: ପାକିସ୍ତାନ ଏବେ ସବୁ ଦିଗରୁ କଲବଲ ହେବାରେ ଲାଗିଛି । ଆତଙ୍କବାଦ, ଚୀନ ସହ ବନ୍ଧୁତା, ତାଲିବାନ ସହ ଶତ୍ରୁତା ଏବଂ ଶେଷରେ କ୍ଷତିଗ୍ରସ୍ତ ଅର୍ଥନୀତି ଧିରେ ଧିରେ ଏହାକୁ ରସାତଳକୁ ନେବାରେ ଲାଗିଛି । ପାକିସ୍ତାନ ଉପରେ ବିଦେଶୀ ଋଣ ବଢ଼ିବାରେ ଲାଗିଛି । ଦରବୃଦ୍ଧି ୪୦ ପ୍ରତିଶତ ପାଖାପାଖି…

୨୨ ଦିନ ପରେ ପୁଣି ଥରିଲା ତୁର୍କୀ, ଗଳି ପଡିଲା ୨୯ କୋଠା

ଆଙ୍କରରା: ତୁର୍କୀକୁ ଛାଡୁନି ବିପଦ । ଭୟଙ୍କର ଭୂକମ୍ପର ୨୨ ଦିନ ପରେ ପୁଣି ଥରି ଉଠିଛି ତୁ୍ର୍କୀ । ଫେବୃୟାରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ହୋଇଥିଲା ଭୟଙ୍କର ଭୂକମ୍ପ । ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏତେ ବଡ ବିପଦରୁ ଉଠି ଅଣ୍ଟା ସଳଖୁଥିବେବେଳେ ପୁଣି ପ୍ରକୃତିର ମାଡ ।…

ଉତ୍ତରପ୍ରଦେଶରେ ଜନ୍ମ, ଦିଲ୍ଲୀରେ ମନ୍ତ୍ରୀ: ମନୀଷ ସିସୋଦିଆଙ୍କ ବାବଦରେ ଜାଣିଛନ୍ତି କି ଏସବୁ କଥା!

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା । ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆମ୍ ଆଦମୀ ପାର୍ଟିର ସବୁଠାରୁ ଶକ୍ତିଶାଳୀ ନେତା ଭାବେ ବେଶ ଜଣାଶୁଣା। ତାଙ୍କୁ ଗିରଫ କରାଯିବା ପରେ…

କୁକୁରପ୍ରେମୀଙ୍କ ଛୁଆଙ୍କୁ କୁକୁର କାମୁଡ଼ିଲେ ହିଁ ସେମାନେ ବୁଝିପାରିବେ: ବିଜେପି ସାଂସଦ

ବାଙ୍ଗାଲୋର: ତେଲେଙ୍ଗାନାରେ କୁକୁର ପଲଙ୍କ ଦ୍ୱାରା ଏକ ୫ ବର୍ଷର ଶିଶୁକୁ ଆକ୍ରମଣ ଓ ମାରିଦେବା ଘଟଣାକୁ ନେଇ କର୍ଣ୍ଣାଟକର ବିଜେପି ସାଂସଦ ପ୍ରତାପ ସିଂହା ଏକ ବଡ଼ ବୟାନ ଦେଇଛନ୍ତି | ଗଣମାଧ୍ୟମ ଶାନ୍ତ ରହିଲେ ବୁଲା କୁକୁରଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। କର୍ଣ୍ଣାଟକର…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଲିପ୍ସା

ଭୁବନେଶ୍ବର : ବାଜିଲା ସାହାନାଇ । ପଡ଼ିଲା ହାତଗଣ୍ଠି  । ବିବାହ ବନ୍ଧନ ରେ ବାନ୍ଧି ହେଲେ ଅଭିନେତ୍ରୀ ଲିପ୍ସା । ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପସା ମିଶ୍ରଙ୍କ ଆକାଶ ଆଚାର୍ଯ୍ୟଙ୍କ ବିବାହ ସମ୍ପନ୍ନ ହୋଇଛି  । ସାତ ଜନ୍ମର ସାଥି ଭାବେ ଆକାଶ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଜୋର୍ କରି ମୀନାକ୍ଷିର ହାତଧରି ଉଠାଇବାକୁ ଚେଷ୍ଟା କଲା ପଦ୍ମିନୀ । ମୀନାକ୍ଷି କିନ୍ତୁ ଶିରିସ ଫୁଲ ଭଳି କୋମଳ ଓ ପଥର ଭଳି କଠିନ ଉପାଦାନରେ ଗଢ଼ା ସାଙ୍ଗକୁ ନିର୍ବୋଧ ଦୃଷ୍ଟିରେ ଚାହିଁ ରହିଥିଲା । ଯା’ର ହିମାଦ୍ରୀ…

କବିତା : ମଳୟ ପରଶେ

ବିଳାସିନୀ ପୃଷ୍ଟି ଫୁଲେଇ ଫଗୁଣ ସାଥିରେ ଆଣିଛି ମଳୟ ପରଶ ଛିଟା ଆମ୍ବ ବଉଳର ବାସ ଭାସି ଆସେ କୋଇଲି କରୁଛି ଥଟ୍ଟା । ରହି ରହି ଗାଏ ମଧୁର ସଙ୍ଗୀତ ମତୁଆଲା ଭରା ହୋଇ ପ୍ରେମ ସମ୍ପର୍କକୁ ସୁଦୃଢ କରଇ ଜଗତେ ବାରତ୍ତା ଦେଇ । ରଙ୍ଗ ବେରଙ୍ଗର ଫୁଲ ଫୁଟିଅଛି ପ୍ରକୃତି ରାଣୀ ବିଭୋର…

ପୁଣି ୨୦୦ କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ୱାଶିଂଟନ: ପୁଣି ଟୁଇଟରରେ କର୍ମଚାରୀ ଛଟେଇ । ଶନିବାର ପ୍ରାୟ ୨୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟୁଇଟର । ଟୁଇଟରରେ କାମ କରୁଥିବା ପ୍ରାୟ ୨୦୦୦ କର୍ମଚାରୀଙ୍କର ଏହା ୧୦ ପ୍ରତିଶତ ଅଟେ । ଏଲନ ମସ୍କ ଗତବର୍ଷ ଅକ୍ଟୋବରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଅଧିଗ୍ରହଣ କରିଥିଲେ । ବର୍ତ୍ତମାନ…

ଭାଷା ଭାଗବତ : ଶିଶୁ ମନଲାଖି ଲେଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ଶୁଣି ନ ଥାଏ କାନ ଅଥବା ଦେଖେନି ନୟନ ସେପରି ଶବ୍ଦର ଲିଖନ ଶିଶୁ ନିମଂତେ ଅକାରଣ ପାଇଲେ ବିଧା ଓ ଚାପୁଡ଼ା ଧିକ୍‌କାର୍‌ ଆଉ କାନମୋଡ଼ା ଅଳ୍ପବୟସ୍କ ଏକ ଶିଶୁ ବିଦ୍ୟାଳୟକୁ ପଶୁ, ପଶୁ ପ୍ରାୟତଃ ଯାଇଥାଏ ଡରି ବସେ ସେ କିଛି ବି…