ନେପାଳରେ ରାଜନୈତିକ ସଙ୍କଟ: ସମର୍ଥନ ପ୍ରତ୍ୟାହାର କଲା ସିପିଏନ-ୟୁଏମଏଲ
କାଠମାଣ୍ଡୁ: ନେପାଳରେ ପୁନର୍ବାର ରାଜନୈତିକ ସଙ୍କଟ ଦେଖାଦେଇଛି । ଗଠବନ୍ଧନ ସରକାରରେ ସାମିଲ ନେପାଳ ୟୁନିଫାଇଡ ମାର୍କସିଷ୍ଟ ଲେନାନିଷ୍ଟ ସୋମବାର ସମର୍ଥନ ପ୍ରତ୍ୟାହାର କରିନେଇଛି । ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ମାର୍ଚ୍ଚ ୩ର କତାର ଗସ୍ତକୁ ବାତିଲ କରି ଦେଇଛନ୍ତି । ମାର୍ଚ୍ଚ ୯ରେ…