Latest Odisha News

BREAKING NEWS

ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଡେଭିଡ୍ ୱାର୍ଣ୍ଣର   

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଲଗାତର ଦୁଇଥରେ ପରାସ୍ତ ହେବା ପରେ ଏବେ ଟିମ୍‌କୁ ଆହତ ସମସ୍ୟା ଅଡ଼ୁଆରେ ପକାଇଛି। ଟିମ୍‌ରେ ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମେ ଜୋଶ ହେଜେଲ୍‌ଉଡ ଆହତ ହୋଇ ଭାରତ ବିପକ୍ଷ ସିରିଜ୍‌ରୁ ବାଦ…

ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ପୁରୀ: ୧୯୪୪ ମସିହାରେ ସ୍ଥାପିତ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । ଏବେ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି ଜୋରଦାର ଦାବି ହେଉଛି । ଆଜି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏସସିଏସ୍ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା…

ପାକିସ୍ତାନକୁ ଆଇନା ଦେଖାଇଲେ ଜାଭେଦ ଅଖତର ..ପ୍ରଶଂସାରେ ଶତମୁଖ ହେଲେ କଙ୍ଗନା

ନୂଆଦିଲ୍ଲୀ:କଙ୍ଗନା ରନୌତ ଏବଂ ଜାଭେଦ ଅଖତରଙ୍କ ମଧ୍ୟରେ  ତୁ ତୁ ମେ ମେ ଲାଗିବା କିଛି ନୂଆ କଥା ନୁହେଁ । ବରିଷ୍ଠ ଗୀତିକାର ଜାଭେଦ ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା ବି କରିଥିବା ନଜରକୁ ଆସିଛି । କଙ୍ଗନାଙ୍କ କଥାବାଣ ଜାଭେଦଙ୍କୁ ବି ଛାଡେନି । ଏବେ  ପୁଣି ଥରେ ଦୁଇ…

ଚୋର ଭାବି ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କୁ ନିର୍ଦ୍ଧୁମ ଛେଚିଲେ

ପାରାଦୀପ: ପିଆଇସିଟି ସାମ୍ନାରେ ଛିଡା ହୋଇଥିଲା ମୋଟର ସାଇକେଲ । ତିନିଜଣ ଅଚିହ୍ନା ଲୋକ ଆସିଲେ । ଗାଡି ଉଠାଇ ନେବାକୁ ବସିଥିଲେ। ସେଠାରେ ଥିବା ଶ୍ରମିକଙ୍କ ଆଖିରେ ପଡିଗଲା । ଚୋର ବୋଲି ଭାବି ନିର୍ଦ୍ଧୁମ ଛେଚିଲେ । ପରେ ବୁଝିଲା ବେଳକୁ ସେମାନେ କୁଆଡେ ଚୋର ନୁହେଁ ଫାଇନାନ୍ସ କମ୍ପାନୀର…

ଫୁଟବଲ ଫ୍ୟାନ ହେବ ତ ଏମିତି: ନିଜ ଦେହରେ ଟାଟୁ କରିଛନ୍ତି ୩୨ଟି ଦେଶର ଷ୍ଟାମ୍ପ

ଫୁଟବଲ ଫ୍ୟାନ ଇୟାନ ଓଜର୍ସ । ଏମିତି କିଛି ଇଂଲଣ୍ଡ ଫୁଟବଲ ଟିମ୍‌ର ମ୍ୟାଚ ନାହିଁ ଯେଉଁଥିରେ ଇଆନ ଅନୁପସ୍ଥିତ ଅଛନ୍ତି । ଖାସ୍ ଏହି କାରଣରୁ ଫୁଟବଲ କ୍ରେଜୀମ୍ୟାନ ଭାବେ ସେ ଖୁବ୍ ପରିଚିତ । ତେବେ ଏହି ଫୁଟବଲ ପ୍ରେମ ତାଙ୍କୁ ଆଉ ଏକ ପରିଚୟ ଦେଇଛି । ଇଂଲଣ୍ଡ ଟିମ୍‌ର ମ୍ୟାଚ ଦେଖିବାକୁ ଯୁଆଡ଼େ…

ଚାରି ବର୍ଷର ଶିଶୁକୁ ଝୁଣି ଖାଇଲେ କୁକୁର ପଲ

ହାଇଦ୍ରାବାଦ: କୁକୁରଙ୍କ ଆକ୍ରମଣରେ ନିଷ୍ପାପ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି ୪ ବର୍ଷୀୟ ପ୍ରଦୀପ । ରବିବାର ଦିନ ହାଇଦ୍ରାବାଦରେ ଏପରି ଅଭାବନୀୟ ଘଟିଥିବା ଜଣାପଡିଛି । ଆକ୍ରମଣ ସମୟର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସର ସୂଚନା ମୁତାବକ, ଜଣେ ୪ ବର୍ଷର…

ବିଗ୍ ବସ ବଦଳାଇ ଦେଲା ଟିଭି ତାରକାଙ୍କ ଭାଗ୍ୟ : ଅଫର ପରେ ଅଫର

ମୁମ୍ବାଇ: ରିଅଲିଟି ସୋ ବିଗ୍ ବସ୍ ସିଜିନ୍‌-୧୬ରେ ପ୍ରତିଯୋଗୀ ସାଜିଥିବା କିଛି ଛୋଟ ପରଦାର କଳାକାରଙ୍କ ପାଖରେ ଏବେ ଅଫର ପରେ ଅଫର । ବିଗ୍‌ବସ ସେମାନଙ୍କ ଭାଗ୍ୟ ବଦଳାଇ ଦେଇଛି । କେବଳ ସେତିକି ନୁହେଁ ସେମାନେ କାମ ପାଇଁ ଅଧିକ ପାରିଶ୍ରମିକ ଚାର୍ଜ କରୁଥିବା ମଧ୍ୟ ଜଣାଯାଇଛି । ବିଗ୍‌ବସ ଘରୁ…

ବାପାଙ୍କ ମୃତ୍ୟୁକୁ ନେଇ ନ ହେଉ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଅଛି, ନ୍ୟାୟ ମିଳିବ: ଦିପାଳୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକୁ ନେଇ କୌଣସି ରାଜନୀତି ନ ହେଉ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଓ ମୋ ପରିବାରର ଆଶା ଅଛି, ନ୍ୟାୟ ମିଳିବ ବୋଲ କହିଛନ୍ତି ନବଙ୍କ ଝିଅ ଦିପାଳୀ ଦାସ । ଦିପାଳୀ କହିଛନ୍ତି,…

GRKS ୱେବସାଇଟରେ ଚାକିରି ନାଁରେ ଠକେଇ ମାମଲା, ବିହାରରୁ ବନ୍ଧା ହେଲା ଦ୍ୱିତୀୟ ଅଭିଯୁକ୍ତ

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ୱେବସାଇଟ୍ ଖୋଲି ଚାକିରି ଯୋଗାଇ ଦେବା ନାଁରେ ଠକେଇ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ଜଣଙ୍କ ବିହାର ଗୋପାଳଗଞ୍ଜର ଜୟରାମ ତିୱାରୀ । ପୂର୍ବରୁ ଇଓଡବ୍ଲୁ ବିହାରରୁ ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ଧର୍ମପାଲ ସିଂଙ୍କୁ ଗିରଫ…

ନବ ଦାସ ହତ୍ୟା ମାମଲାରେ ଜୟ ନାରାୟଣଙ୍କ ବିସ୍ଫୋରକ ବୟାନ; କହିଲେ ପାଣ୍ଡିଆନ, ବବି ଦାସଙ୍କ କଲ ରେକର୍ଡ ଯାଞ୍ଚ ହେଉ

ଭୁବନେଶ୍ୱର: ପୁଣି ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ରଙ୍କ ବିସ୍ଫୋରକ ବୟନା । ନବ ଦାସଙ୍କ ହତ୍ୟା ମାମଲାରେ ସିଧା ଟାଣିଲେ 5T ସଚିବ ଭିକେ ପାଣ୍ଡିଆନ୍‌ ଓ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ । ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ବିଧାନସଭା ପରିସରରେ ଧାରଣା…