Latest Odisha News

BREAKING NEWS

ଆଜିଠୁ ସିବିଏସଇ ଦଶମ ପରୀକ୍ଷା,୧୦ଟାରେ ଆରମ୍ଭ ହୋଇ୧ଟାରେ ହେବ ଶେଷ

ଭୁବନେଶ୍ବର : ଆଜିଠୁ ସିବିଏସଇ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୦ଟା ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ୧୦ଟାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାଖାତା ବଣ୍ଟନ କରାଯିବାକୁ ଥିବାବେଳେ ୧୦.୧୫ ମିନିଟରେ ପ୍ରଶ୍ନପତ୍ର ବଣ୍ଟନ ହେବ।…

କବିତା : ଅପେକ୍ଷା

ଅନନ୍ତାଂଶୁ ଜେନା  କୁହ ତ ! ଚୁପ ରହିବା ଭଲ, ନା ଅନର୍ଗଳ ଗପିବା କିଛି ତ ଫରକ ଥିବ ! ନ ହେଲେ ଅନର୍ଗଳ ଗପୁଥିବା ଲୋକ ବି ବେଳେବେଳେ ଚୁପ ହୁଏତ ସୀମାବଦ୍ଧ ପୁଣିଥରେ, ଆଉ କାହା ପାଇଁ କିମ୍ବା, ପ୍ରାୟଶ୍ଚିତ ଘଟିଥିବା ଘଟଣାର କିଛି କୋହ ସାଇତା ଅଙ୍ଗାର ସହି ହୁଏ ସବୁବେଳେ…

ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ହୃଦ୍‌ରୋଗ ଦୂର କରେ ଟମାଟୋ…

ସ୍ୱାସ୍ଥ୍ୟପାଇଁ ଖୁବ୍‌ ଲାଭଦାୟକ ଟମାଟୋ । ଟମାଟୋରେ ରହିଛି ଭରପୂର ଔଷଧିୟ ଗୁଣ । ରୋଷେଇଠୁ ଆରମ୍ଭ କରି ଆମେ ତ୍ୱଚା ପାଇଁ ବ୍ୟବହାର କରିଥାଉ ଟମାଟୋ  । କିଛି ଲୋକେ ଟମାଟୋକୁ ସାଲାଡ ଭାବରେ ଖାଉଥିବାବେଳେ ଆଉ କିଛି ଲୋକ ଏହାକୁ ସୁପ୍ କିମ୍ବା ଚଟନି ଆକାରରେ ଖାଇବାକୁ ପସନ୍ଦ କରନ୍ତି।…

ହାତୀ ଦାନ୍ତ ଚୋରାଚାଲାଣ ବେଳେ ୨ ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ମୈତ୍ରୀବିହାର ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହାତୀ ଦାନ୍ତ ଚୋରାଚାଲାଣ କରୁଥିବା ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଗିରିଶ କୁମାର ନାୟକ ଏବଂ ଦୀପକ ସାହୁ । ସେମାନଙ୍କ ନିକଟରୁ ହାତୀ ଦାନ୍ତ ସହିତ ବାଇକ୍ ଓ ୧୬୦ ଟଙ୍କା ଜବତ କରିଛି । ରବିବାର…

ଦେବଦୂତ ସାଜିଲେ ଆରପିଏଫ କନଷ୍ଟେବଳ : ମରଣ ମୁହଁରୁ ବଞ୍ଚାଇଲେ ରେଳଯାତ୍ରୀଙ୍କୁ

ବ୍ରହ୍ମପୁର: ଦେବଦୂତ ସାଜିଲେ ଆରପିଏଫ କନଷ୍ଟେବଳ । ନିଶ୍ଚିତ ମରଣ ମୁହଁରୁ ବଞ୍ଚାଇଲେ ଜଣେ ରେଳଯାତ୍ରୀଙ୍କୁ । ଯଦି ଆଉ କିଛି ମୁହୂର୍ତ୍ତ ବିଳମ୍ବ ହୋଇଥାନ୍ତା ତେବେ ସବୁକିଛି ବଦଳି ଯାଇଥାନ୍ତା । ରେଳ ଧାରଣା ଭିତରେ ଚାପି ହୋଇ ଯାଇଥାନ୍ତେ ଆସାମର ଜୟଶଙ୍କର ମୁଣ୍ଡା । ଏମିତି ଏକ ଘଟଣା ଘଟିଛି…

କାନ୍ତାରା ୨ରେ ଅଭିନୟ କରିବେକି ରଜନୀକାନ୍ତ?

ମାଡ୍ରାସ: କାନ୍ତାରା ଫିଲ୍ମର ଅପୂର୍ବ ସଫଳତା ପରେ କନ୍ନଡ ନିର୍ଦ୍ଦେଶକ ତଥା ଅଭିନେତା ରିଷଭ ଶେଟ୍ଟୀ ଏହାର ସିକ୍ୱେଲ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ କାନ୍ତାରା ୨ରେ ଦର୍ଶକମାନେ ଏପରି ଜଣେ ହୀରୋଙ୍କୁ ଦେଖିବେ ଯେ, ଖୁସିରେ ପାଗଳ ହୋଇ ଉଠିବେ । ରିପୋର୍ଟ…

ମାର୍ଚ୍ଚରେ ବାହା ହେବେ ଓୟୋ ସିଇଓ ରାୟଗଡ଼ାର ପୁଅ ରିତେଶ

ଭୁବନେଶ୍ୱର: ହାତକୁ ଦି ହାତ ହେବେ ଓୟୋ ସିଇଓ । ଓୟୋ ହୋଟେଲ୍ସର ଫାଉଣ୍ଡର ତଥା ସିଇଓ ରାୟଗଡ଼ାର ପୁଅ ରିତେଶ ଅଗ୍ରୱାଲ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ୨୯ ବର୍ଷର ରିତେଶ ବିବାହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦେଇଛନ୍ତି ନିମନ୍ତ୍ରଣ କାର୍ଡ । ରିତେଶ ମାର୍ଚ୍ଚ ମାସରେ…

ପ୍ରତିଶ୍ରୁତି ରାଜନୀତି, ଧର୍ମେନ୍ଦ୍ର-ସସ୍ମିତଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନଙ୍କ ପଦ୍ମପୁର ଗସ୍ତ ଓ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଟ୍ୱିଟ୍ ୱାର୍ । ନବୀନଙ୍କ ମନ୍ତବ୍ୟର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କାଉଣ୍ଟର କରିଥିଲେ । ପଚାରିଥିଲେ ୨୩ ବର୍ଷର ଶାସନରେ କେତେ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ…

ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ, ୪୦୦ରୁ ଅଧିକ କୁକୁଡ଼ା ମୃତ

ରାଞ୍ଚି: ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । ୪୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛି । ଝାଡ଼ଖଣ୍ଡରେ ଏକାଧିକ କୁକୁଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ବୋକାରୋରେ ଲୋକଙ୍କୁ ସତର୍କ କରାଇଛି । ପଶୁପାଳନ ବିଭାଗର ଏକ ଟିମ୍…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ସିସୋଡିଆଙ୍କ ଅନୁରୋଧ ଗ୍ରହଣ କଲା ସିବିଆଇ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରବିବାର ହାଜର ହେବା ପାଇଁ ସମନ ପଠାଇଥିଲା । ତେବେ ଦିଲ୍ଲୀର ବଜେଟ ପାଇଁ ସିସୋଡିଆ ଏଥିପାଇଁ ସପ୍ତାହେ ସମୟ ମାଗିଥିଲେ । ରବିବାର ସିବିଆଇ ସିସୋଡିଆଙ୍କ ଏହି ଅନୁରୋଧ ଗ୍ରହଣ କରିଛି । କେଉଁ ତାରିଖରେ…