Latest Odisha News

BREAKING NEWS

ଉପନିର୍ବାଚନ ପ୍ରତିଶ୍ରୁତି ରଖିଲେ; ଆଜି ପଦ୍ମପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଯାଉଛନ୍ତି । ପଦ୍ମପୁର ଉପନିର୍ବାଚନ ପରେ ଏହା ତାଙ୍କର ପ୍ରଥମ ପଦ୍ମପୁର ଗସ୍ତ । ଉପନିର୍ବାଚନରେ ବିପୁଳ ବିଜୟ ପରେ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ପୂରଣ…

ଭାଷା ଭାଗବତ : ଆମର ଭାଷାନୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସର୍ବମଂଗଳକାରୀ ନୀତି ନ ଥିଲେ ଭାଷାର ଉନ୍ନତି ଘଟିବା ହୁଏନି ସଂଭବ ଏ ସତ୍ୟ କରୁଁ ଅନୁଭବ ଶିଶୁ, ଯୁବକ, ପ୍ରୌଢ଼, ବୃଦ୍ଧ ସଭିଂକୁ କରିଲେ ସମୃଦ୍ଧ ଭାଷାର ପଥ ଅବରୁଦ୍ଧ ନ ହୋଇ, ହୁଏ ସର୍ବଶୁଦ୍ଧ 'ଏବେ ତ କେବଳ ଲେଖକ ରଖଂତି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ପ୍ରକାଶର ସ୍ୱରୂପ ଜାଣିବା ପାଇଁ ସମୟ ଉପସ୍ଥିତ ହୋଇଛି। କାରଣ ରାଜା ଇନ୍ଦ୍ରଦ୍ୟୁମ୍ନ ଆୟୋଜନ କରିଥିବା ଅଶ୍ୱମେଧ ଯଜ୍ଞ ପୂର୍ଣ୍ଣ ହେବାକୁ ଆଉ ଗୋଟିଏ ଦିନ…

ନିର୍ମଳାଙ୍କ ‘ନା’ ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଜାଗିଲା ବିଜେଡି

ଭୁବନେଶ୍ୱର: ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଚତୁର୍ଦ୍ଦଶ ଅର୍ଥ କମିଶନ ସାଧାରଣ ରାଜ୍ୟ ଓ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମଧ୍ୟରେ କୌଣସି ପ୍ରଭେଦ ରଖିନଥିବାରୁ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ ନାହିଁ।…

ମାଗଣା ଆଇଏଏସ ପରୀକ୍ଷା କୋଚିଂ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଆଇଏଏସ କୋଚିଂ ଦେବେ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏହି କୋଚିଂ ଦେବ। ଏହାପୂର୍ବରୁ ମାଗଣା କୋଚିଂ ନେବାକୁ ଏକ ପରୀକ୍ଷା କରିବେ ରାଜ୍ୟ ସରକାର। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି…

ତିନି ଘଣ୍ଟା ବିଳମ୍ବରେ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ପ୍ରାୟ ୩ ଘଣ୍ଟା ବିଳମ୍ବରେ ରାତି ୧ ଟା ୦୮ ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିଛି। ମହାଦୀପ ଦର୍ଶନ ପରେ ବ୍ରତାଧାରୀମାନେ ନିଜ ବ୍ରତ ସମାପନ କରିଛନ୍ତି। ଆଜି ମହାଦୀପ ଉଠିବା ବେଳେ ଭକ୍ତଙ୍କ ହୁଳହୁଳି ଏବଂ ହର ହର ମହାଦେବ ଧ୍ୱନରି ପ୍ରକମ୍ପିତ ହୋଇ ଉଠିଥିଲା ଗଗନ-ପବନ।…

ମଧ୍ୟାହ୍ନଭୋଜନ ଖାଇ କନ୍ୟାଶ୍ରମର ଜଣଙ୍କର ମୃତ୍ୟୁ, ୨୫ ଅନ୍ତେବାସୀ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ୱର: ଶନିବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଏକ କନ୍ୟାଶ୍ରମର  ୨୫ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ଜିଲାର ନୀଳଗିରିରେ ଥିବା ଏକ କନ୍ୟାଶ୍ରମର…

ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ଗିରଫ ଦାବି କଲା ବିଜେପି ଓ କଂଗ୍ରେସ

ଜଗତସିଂହପୁର: ଯେତେବେଳେ ମହିଳା ଥାନା ଅଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେଡି ସେତେବେଳେ ବିଜେପି ମଧ୍ୟ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛି। କଂଗ୍ରେସ ମଧ୍ୟ…

କିଲିମାଞ୍ଜରୋ ଆରୋହଣ ପରେ ବ୍ରହ୍ମପୁର ଫେରିଲେ ମଧୁସ୍ମିତା; ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବ୍ରହ୍ମପୁର: ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ (୫,୮୯୫ମି)କୁ ସଫଳତାର ସହ ଆରୋହଣ କରିବା ପରେ ବ୍ରହ୍ମପୁର ଘରକୁ ଫେରିଛନ୍ତି ମଧୁସ୍ମିତା ପାତ୍ର। ପରିବର ବର୍ଗଙ୍କ ତରଫରୁ ବ୍ରହ୍ମପୁର ଷ୍ଟେସନ ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟପଟେ…

୧୦ ଫୁଟ ଲମ୍ବା ଗୋଡ଼ ବାଲା କଙ୍କଡ଼ା କଲା ୱାର୍ଲ୍ଡ ରେକର୍ଡ଼

ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ ପାଇଁ କାହାର ବା ଇଛା ନାହିଁ । ଏଥିପାଇଁ ତ ଲୋକେ ନିଜ ଆଗ୍ରହ ମୁତାବକ ଉଦ୍ୟମ କରିଥାନ୍ତି । ଅନେକ ଏ କ୍ଷେତ୍ରରେ ସଫଳ ହୋଇଥିବା ବେଳେ ଆଉ ଅନେକ ଲକ୍ଷ୍ୟରେ ପହଞ୍ôଚପାରନ୍ତି ନାହିଁ । ଇଏତ ଗଲା ନିଜ ଉଦ୍ୟମରେ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ କଥା । କିନ୍ତୁ…