Latest Odisha News

BREAKING NEWS

ଶିଜାନ ଖାନଙ୍କ ନାଁରେ ୫୨୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ମୁମ୍ବାଇ : ପୁଣି ଅଡ଼ୁଆରେ ପଡ଼ିଲେ ଶିଜାନ ଖାନ୍‌ ।  ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା  । ତୁନିଶାଙ୍କ ପ୍ରେମିକ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଛି  । ପ୍ରସିଦ୍ଧ ଟିଭି ସିରିଏଲ 'ଆଲିବାବା ଦସ୍ତାନ-ଏ-କାବୁଲ'ର…

ରିଲ୍ସ କରିବା ନିଶାରେ ସ୍କୁଲ ଛାତରୁ ଡେଇଁଲେ ଛାତ୍ର, ଅଳ୍ପକେ ବର୍ତ୍ତିଗଲା ଜୀବନ

ନବରଙ୍ଗପୁର : ଘାରିଛି ରିଲ୍ସ ନିଶା । ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଛାତ୍ର । ରିଲ୍‌ ବନେଇବା ନିଶାରେ ଗୋଟାଏ ଛାତରୁ ଅନ୍ୟ ଏକ ଛାତକୁ ଡେଇଁବା ଭିଡିଓ ଏବେ ଭାଇରଲ୍ ହେବାରେ ଲାଗିଛି।ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ…

ନିର୍ମଳାଙ୍କ ପୋଷ୍ଟ ବଜେଟ ଆଲୋଚନା: ୫୦ ବର୍ଷ ବିନା ସୁଧରେ ଋଣ ପାଇବେ ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।   ଭୁବନେଶ୍ୱ ଗସ୍ତରେ ବଜେଟ ଉପରେ ଆଲୋଚନା କରିଛନ୍ତି । ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେଇ ନିର୍ମଳା କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ…

ଏଥର ଜିଏସଟି ଗଣିବେ କିରାନା ଷ୍ଟୋର

ନୂଆଦିଲ୍ଲୀ : ଟିକସ ପରିସରକୁ ବଢାଇବା ପାଇଁ ଏକ ନିର୍ଦ୍ଧିଷ୍ଟ ବର୍ଗର କିରାନା ଷ୍ଟୋରରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ କରିବାକୁ ସରକାର ବିଚାର କରୁଛନ୍ତି। ଏବେର ନିୟମ ଅନୁସାରେ ବାର୍ଷିକ ୪୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକୁ ଜିଏସ୍‌ଟି…

ବରକୁ ନେଇ ଛୁ ମାରିଲା ଘୋଡ଼ା; ଭିଡିଓ ହେଉଛି ଭାଇରାଲ୍‌…

ରାଜସ୍ଥାନ : ବିବାହକୁ ନେଇ ସମସ୍ତେ ବହୁତ ଉତ୍ସୁକ ରହିଥାଆନ୍ତି  । ବିବାହକୁ ଅପେକ୍ଷା କରି ରହିଥିବା ବେଳେ ନିଜ ବିବାହକୁ କିପରି ସ୍ପେଶିଆଲ କରିବେ ସେନେଇ ବହୁତ୍‌ ତତ୍ପର ରହିଥାଆନ୍ତି  । ଆଉ ନିଜ ବିବାହ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ  ସମସ୍ତ ପ୍ରସ୍ତୁତି କରିଥାଆନ୍ତି  । ଏହି…

ଓଡ଼ିଶାରେ ୬ କେନ୍ଦ୍ରମନ୍ତ୍ରୀ; ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ

ଭୁବନେଶ୍ୱର: ୬ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲିଠାରୁ ଆସି ସେମାନେ ଭୁବନେଶ୍ୱରରେ ରହିଛିନ୍ତି । ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି । ଆଇଆଇଟି  ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ଆଲୋଚନା ପାଇଁ ଆସିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା…

ମୋଦୀଙ୍କୁ ବଦନାମ କରିବାକୁ ହେଉଛି ବିଦେଶୀ ପାଣ୍ଠି ଯୋଗାଣ; କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିଦେଶରେ ହେଉଛି ଷଡ଼ଯନ୍ତ୍ର। ମୋଦୀଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ଆମେରିକା ଆରବପତି। ଆଜି ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇାରାନୀ। ଆମେରିକା ଆରବବତି ଜର୍ଜ ସୋରୋସ ମୋଦୀଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ଏଥିପାଇଁ…

ଗ୍ୟାସ୍ ଏଜେନ୍ସିରେ ଅଗ୍ନିକାଣ୍ଡ, ଜଳିଗଲା ଜରୁରୀ କାଗଜପତ୍ର

ଅନୁଗୁଳ: ଅନୁଗୁଳ କୁମଣ୍ଡ ଭଣ୍ଡୁବର ନିକଟରେ ଗ୍ୟାସ ଏଜେନ୍ସିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଏକ ମୋଟର ସାଇକେଲ ସମେତ ଜଳିଗଲା ଜରୁରୀ କାଗଜପତ୍ର ଏବଂ କିଛି ଗ୍ୟାସ ଟାଙ୍କି ପୋଡ଼ି ନଷ୍ଟ  ମଧ୍ୟ ହୋଇଯାଇଛି । ଭଣ୍ଡୁବର ନିକଟରେ ଥିବା ସୁପ୍ରିୟା ଗ୍ୟାସ ଏଜେନ୍ସିର କର୍ମଚାରୀ…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ହଟିଲା ବ୍ଲୁ ଟିକ୍; ବିଜେପିର ଆପ୍‌କୁ…

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍ ଆର୍ଥିକ ହେର୍‌ଫେର୍‌ ମାମଲାରେ ତିହାର ଜେଲ୍‌ରେ ଥିବା ବେଳେ ତାଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ସତୈନ୍ଦ୍ର ଜୈନ୍‌ ୨୦୨୨ ମେ ୨୯ ତାରିଖରେ ଶେଷ ଟ୍ୱିଟ୍ କରିଥିଲେ। ଗିରଫ ହେବାର ଗୋଟିଏ ଦିନ ପୂର୍ବରୁ ଏହି…

ରୁଷରେ ଆଉ ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ କମିବାରେ ନାମ ଧରୁନି । ଆଜି ରକ୍ଷା ଅଧିକାରୀ ମାରିନା ୟାଙ୍କିନାଙ୍କ ଜମଶୀନ ଷ୍ଟ୍ରିଟର ପ୍ରବେଶ ଦ୍ୱାର ନିକଟରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ୟାଙ୍କିନା ୧୬୦ ଫୁଟ ତଳକୁ ଖସି ପଡିବାରୁ…