Latest Odisha News

BREAKING NEWS

ଆଗକୁ ଆସୁଛି ଫିଲ୍ମ ‘ମାମା ୱେଡ଼ସ୍ ପାପା’

ଭୁବନେଶ୍ୱର:ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ମାମା ୱେଡ଼ସ ପାପା’ । ଫିଲ୍ମରେ ଛୋଟ ଝିଅଟିଏ କିଭଳି ଓ କାହିଁକି ନିଜ ବାପା-ମାଆଙ୍କ ବିବାହ କରାଉଛି, ଏହା ଶୁଣିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ହେଲେ ଏଭଳି କାହିଁକି ଘଟୁଛି, କେଉଁ ପରିସ୍ଥିତିରେ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ମୋର୍ଗାନ

ଲଣ୍ଡନ: ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଇଆନ ମୋର୍ଗାନ ଅବସର ଘୋଷଣା କରିଛନ୍ତି । ମୋର୍ଗନଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିଥିଲା । ଗତ ବର୍ଷ ଜୁନରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ କ୍ଲବସ୍ତରୀୟ ମ୍ୟାଚ ଖେଳିବା ଜାରୀ…

ଗୋ ଆଲିଙ୍ଗନ ଦିବସ ନିଷ୍ପତ୍ତିକୁ ମମତାଙ୍କ ତାତ୍ସଲ୍ୟ; ଗାଈକୁ ଆଲିଙ୍ଗନ କଲେ ଯଦି ସିଙ୍ଗ ଭୁସି ଦେଲା…

କୋଲକାତା: ୨୦୨୪ ନିର୍ବାଚନକୁ ପାଖେଇ ଆସୁଥିବାରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମ୍‌ସି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଯାଇ ମମତା ସରକାଙ୍କୁ ଟାର୍ଗେଟ୍ କରିଥିଲେ। ମମତାଙ୍କ ସରକାର ଦୁର୍ନୀତିଗ୍ରସ୍ତ…

ଅଜବ ଗାଁ, ଅଜବ ନାଁ

ଅନେକ ସମୟରେ ନିଜ ନବଜାତକ ସନ୍ତାନର ନାମକରଣ ପାଇଁ ଚିନ୍ତାରେ ପଡ଼ିଥାନ୍ତି ପରିବାରବର୍ଗ । କାରଣ ସମୟ ବଦଳିବା ସହିତ ପିଲାଙ୍କ ନାମ ପାରମ୍ପରିକ ଧାରାରେ ନ ରଖି ଆଧୁନିକତା ସହ ଯୋଡ଼ି ରହିଥିବା ନାମ ରଖିବାକୁ ଚାହାଁନ୍ତି ଅନେକ ଦମ୍ପତ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଭାରତରେ…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଇନ୍ଦୋରରେ ଖେଳାଯିବ

ଇନ୍ଦୋର: ଅଷ୍ଟ୍ରେଲିଆ-ଭାରତ ତୃତୀୟ କ୍ରିକେଟ ଟେଷ୍ଟ ଧର୍ମଶାଳା ବଦଳରେ ଇନ୍ଦୋରରେ ଖେଳାଯିବ । ବିସିସିଆଇର କମିଟି ଧର୍ମଶାଳା ଆଉଟଫିଲ୍ଡ ନିରୀକ୍ଷଣ କରିବା ପରେ ଏହି ନିଷ୍ପତି ନେଇଛନ୍ତି । ଏହାର ଆଉଟଫିଲ୍ଡ ଖେଳିବା ଯୋଗ୍ୟ ନୁହେଁ ବୋଲି କମିଟି ରିପୋର୍ଟ ଦେଇଥିଲେ । କ୍ୟୁରେଟର ତପୋଶ ଚାଟାର୍ଜୀ…

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ; ଖୁଚୁରା ମୁଦ୍ରାସ୍ଫୀତି ୬.୫୨ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ। ପୁଣି ବଢ଼ିଲା ମୁଦ୍ରାସ୍ଫୀତି। ଜାନୁଆରୀ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି  ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଆକଳନ ଠାରୁ ବି ଅଧିକ। ଏହା ପୂର୍ବରୁ ୨୦୨୨ ଡିସେମ୍ବର ମାସରେ ମୁଦ୍ରାସ୍ଫୀତି ୫.୭୨ ପ୍ରତିଶତ ରହିଥିଲା। ସେହିପରି ୨୦୨୨…

ରଣଜୀ ଟ୍ରଫି: ସୌରାଷ୍ଟ୍ର-ବେଙ୍ଗଲ ମଧ୍ୟରେ ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ: ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ ଚଳିତ ରଣଜୀ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଫେବୃୟାରୀ ୧୬ରୁ ଏହି ମ୍ୟାଚ ଖେଳାଯିବ । ୨୦୨୦ରେ ଶେଷ ଥର ପାଇଁ ଏହି ୨ଟି ଟିମ ମାଧ୍ୟମରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ମ୍ୟାଚ ଡ୍ର ରହିଥିଲେ ମଧ୍ୟ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ…

ପୁରୀ ପ୍ରବେଶ ପଥରେ ଉଡିଲା ୩୬ ଫୁଟର ଜାତୀୟ ପତାକା

ପୁରୀ(ସନ୍ତୋଷ କୁମାର ଦାସ ): ପୁରୀ ପ୍ରବେଶ ପଥ ବୀର ହରେକୃଷ୍ଣ ପୁର ଛକରେ ଉଡିଲା ବିଶାଳ ଜାତୀୟ ପତାକା ।ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮  ଫୁଟ ଉଚ୍ଚରେ  ଉଡୁଥିବା ଏହି ଜାତୀୟ ପତାକାର ଆଜି ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର…

ଘର କାନ୍ଥରେ ଝୁଲି ମାଙ୍କଡ କଲେ ହରତାଳ; ଭିଡ଼ିଓ ଭାଇରାଲ

ଜଙ୍ଗଲ ଧ୍ୱଂସ ହେବା କାରଣରୁ ଖାଦ୍ୟ ଅନ୍ୱେଷଣରେ ଅନେକ ପଶୁପକ୍ଷୀ ଗାଁ ବା ସହରମୁହାଁ ହେଉଛନ୍ତି । ଫଳରେ ଲୋକଙ୍କର ଅନେକ କ୍ଷୟକ୍ଷତି ମଧ୍ୟ କରୁଛନ୍ତି । ସେଥିମଧ୍ୟରୁ ମାଙ୍କଡ଼ଙ୍କ ଉତ୍ପାତ ନ କହିବା ଭଲ । ଏହା ଏବେ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଏବେ ଦେଖାଦେଉଛି ଖାଦ୍ୟ ନ ପାଇବା କାରଣରୁ…

ବାଲ୍ୟ ବିବାହ ବିରୋଧରେ ଆସାମରେ ଚଢ଼ାଉ ଜାରି; ୩ ହଜାରରୁ ଅଧିକ ଗିରଫ

ଦିଶପୁର: ୧୦ ଦିନ ହେଲା ଆସାମରେ ବାଲ୍ୟ ବିବାହ ନେଇ ଗରିଫଦାରୀ ଜାରି ରହିଛି। ବର୍ତ୍ତମାନ ସୁଧା ରାଜ୍ୟରେ ୩,୦୧୫ ଜଣଙ୍କୁ ଗିରଫ କରାଗଲାଣି। ଫେବ୍ରୁଆରୀ ୩ ତାରିଖରେ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀOr ଚଢ଼ାଉ ଆଗକୁ ବି ଜାରି ରହିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।…