ହାତ ଗୋଡ଼ ନ ଥାଇ ବି ମଡ଼େଲ
ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଭିତରେ ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜ ଭିତରେ ଥିବା ଛୋଟ ଛୋଟ ଅଭାବକୁ ନେଇ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଇଥାନ୍ତି । କଥା କଥାକେ ନିଜର ଅକ୍ଷମତା ବା ଅସର୍ମଥତାକୁ ନିନ୍ଦି ଥାନ୍ତି । ହେଲେ ଆଉ ଏମିତି ବି ଅନେକ ଅଛନ୍ତି ଯେଉଁମାନେ ନିଜର ଅକ୍ଷମତାକୁ…