ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ; ଅବୁଧାବି ଏୟାରପୋର୍ଟରେ ଲ୍ୟାଣ୍ଡ କଲା ବିମାନ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ। ଅବୁଧାବିରୁ କେରଳର କୋଝିକୋଡେ(କଲିକଟ) ଆସୁଥିବା ବିମାନରେ ହଠାତ୍ ନିଆଁ ଲାଗିଯିବାରୁ ବିମାନକୁ ପୁଣିଥରେ ଫେରାଇ ନିଆଯାଇ ଅବୁଧାବିରେ ଲ୍ୟାଣ୍ଡିଂ କରାଯାଇଛି। ବିମାନର ଏକ ଇଞ୍ଜିନରୁ ଧୂଆଁ ବାହାରୁଥିବାର ଜଣାପଡ଼ିବା ପରେ ବିମାନକୁ ଅବୁଧାବି…