Latest Odisha News

BREAKING NEWS

ପୂର୍ବତନ ଏଏସ୍‌ଆଇ ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା କ୍ରାଇମ୍‌ ବ୍ରାଞ୍ଚ

ବ୍ରହ୍ମପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ପୂର୍ବତନ ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ପରିବାର ବର୍ଗଙ୍କୁ ପଚରାଉଚରା କରିଛି କ୍ରାଇମ୍‌ ବ୍ରାଞ୍ଚ। ମଙ୍ଗଳବାର ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଦଳ ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ବରଖଣ୍ଡିସ୍ଥିତ…

ରହସ୍ୟମୟ ଗାଁ : ଏଠି ସବୁ ଦୃଷ୍ଟିହୀନ

ବହୁତ ସହର ଓ ଗାଁ ବିଷୟରେ ଆପଣ ହୁଏତ ଶୁଣିଥିବେ ଅନେକ ଚମତ୍କାର କାହାଣୀ । ଦୁନିଆରେ ବହୁତ ଗାଁ ଅଛି; ଯାହାର ଏଭଳି କିଛି କାରଣରୁ ସ୍ୱତନ୍ତ୍ର ପରିଚୟ ରହିଛି । କେଉଁଠି ଖାଦ୍ୟପେୟ, ଚଳଣୀ, ପରମ୍ପରା ଓ ସଂସ୍କୃତି ନିଆରା ହୋଇଥାଏ ତ ଆଉ କେଉଁଠି ଥାଏ ଅଜବ ଘଟଣା । ହେଲେ ଆମେ ଆପଣଙ୍କୁ ଏମିତି ଏକ…

ଅଷ୍ଟ୍ରେଲିଆରେ ରେଡିଓ ଆକ୍ଟିଭ କ୍ୟାପସୁଲ ହଜିବା ସରକାର ପାଇଁ ସାଜିଛି ମୁଣ୍ଡ ବ୍ୟାଥାର କାରଣ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଏକ ଛୋଟ ରେଡିଓ ଆକ୍ଟିଭ କ୍ୟାପସୁଲ ହଜିବା ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏହାକୁ ଖୋଜିବା ପାଇଁ ଦେଶର ସବୁଠାରୁ ବଡ ନ୍ୟୁକ୍ଲିୟର ଏଜେନ୍ସିକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ୧୨ ଜାନୁୟାରୀରେ ଏକ ଟ୍ରକରେ କ୍ୟାପସୁଲଗୁଡିକୁ ମାଇନିଂ ସାଇଟକୁ ନିଆ…

ବଳାତ୍କାର ଅଭିଯୋଗରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ

ଅହମ୍ମଦାବାଦ:ଗୁଜରାଟର ଏକ କୋର୍ଟ ବଳାତ୍କାର ମାମଲାର ଶଣାଣି କରି ବିବାଦୀୟ ଗଡମ୍ୟାନ ଆଶାରାମ ବାପୁଙ୍କୁ ଆଜୀବନ କରାଦଣ୍ଡାଦେଶ ଦେଇଛନ୍ତି । ସେସନ କୋର୍ଟର ଜଜ ଡିକେ ସୋନୀ ଏହି ମାମଲାରେ ସୋମବାର ଦିନ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଇଥିଲେ । ତେବେ ଦଣ୍ଡାଦେଶ ମଙ୍ଗଳବାରକୁ ସଂରକ୍ଷିତ…

ବିଶାଖାପଟନମ ହେବ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ

ବିଶାଖାପଟନମ: ଆନ୍ଧ୍ରପ୍ରଦେଶକୁ ମିଳିଲା ନୂଆ ରାଜଧାନୀ । ଏଣିକି ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ । ଏ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍  ଜଗନମୋହନ ରେଡ୍ଡୀ ସୂଚନା ଦେଇଛନ୍ତି । ମଙ୍ଗଳବାର ଏକ ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,  …

ଟେଡ଼ି ବିୟରକୁ ବିବାହ କଲେ ମହିଳା

ଛୋଟପିଲାମାନେ ସାଧାରଣତଃ ଟେଡ଼ି ବିୟରକୁ ଏତେ ଭଲ ପାଆନ୍ତି ଯେ, ତାକୁ କ୍ଷଣିକ ପାଇଁ ନିଜ ପାଖରୁ ଛାଡ଼ନ୍ତି ନାହିଁ । କିନ୍ତୁ ଜଣେ ମହିଳା ଯିଏ କି ଟେଡ଼ି ବିୟରକୁ ଏତେ ଭଲ ପାଉଥିଲେ ଯେ, ଶେଷରେ ତାକୁ ବିବାହ କରିବାକୁ ବି ପଛାଇ ନାହାନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ ।…

କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ, ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର:ନବ ଦାସଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସ୍ପଷ୍ଟ ଦିବାଲୋକରେ ଗୃହ ବିଭାଗ ଅଧିନରେ ଥିବା ଜଣେ  ପୋଲିସ ଅଧିକାରୀ  ଯେଭଳି ଭାବେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ହତ୍ୟା କଲେ  ଏବଂ …

ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା ବିବିସି ଡକ୍ୟୁମେଣ୍ଟାରୀ ଫିଲ୍ମ ମାମଲା

ନୂଆଦିଲ୍ଲୀ : ବର୍ତ୍ତମାନ ବିବାଦୀୟ ବିବିସିର ଡକ୍ୟୁମେଣ୍ଟ୍ରୀ ଫିଲ୍ମ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି  । ୨୦୦୨ ମସିହାରେ ଗୁଜୁରାଟରେ ହୋଇଥିବା ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରେ ଏହି ଡକ୍ୟୁମେଣ୍ଟାରୀଟି ଆଧାରିତ ହୋଇଛି । ଏହି ଫିଲ୍ମରେ ଅନେକ ବିବାଦୀୟ ପ୍ରସଙ୍ଗଥିବା…

ମାଇକେଲ ଜ୍ୟାକସନଙ୍କ ଜୀବନୀ: ମୂଖ୍ୟ ରୋଲରେ ପୁତୁରା ଜାଫର ଜ୍ୟାକସନ

ଲଣ୍ଡନ: ବିଶ୍ୱର ସବୁଠାରୁ ଲୋକପ୍ରିୟ ପପ ଗାୟକ ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଖୁବ ଶୀଘ୍ର ଫିଲ୍ମ ହେବାକୁ ଯାଉଛି । ଜିକେ ଷ୍ଟୁଡିଓ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସ୍ୱର୍ଗତଃ ଜ୍ୟାକସନଙ୍କ ଭୂମିକାରେ ତାଙ୍କ ପୁତୁରା ଜାଫର ଜ୍ୟାକସନ ଅଭିନୟ କରିବେ । ଜାଫର ଏଥିନେଇ ୬ମାସ…

ଗୋଟିଏ ଭୁଲ ଅଭିନେତ୍ରୀ ମନୀଷାଙ୍କ କ୍ୟାରିୟରକୁ କଲା ବରବାଦ

ମୁମ୍ବାଇ: ସମୟ ଥିଲା ଯେତେବେଳେ ଅଭିନେତ୍ରୀ ମନୀଷା କୋଇରାଲା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଗଣିତ ସିନେପ୍ରେମୀ ପାଗଳ ହୋଇଯାଉଥିଲେ । କିନ୍ତୁ ପରେ ସମୟ ଏପରି ମୋଡ ନେଲା ଯେ, ରାଜପରିବାରରୁ ଆସି କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ରରୁ ରାତାରାତି ତାରକା ପାଲଟିଥିବା ମନୀଷା ନିଜର ଛୋଟ ଭୁଲ ପାଇଁ…