Latest Odisha News

BREAKING NEWS

ସଙ୍ଗୀତ କନସର୍ଟ ବେଳେ କୈଳାଶ ଖେରଙ୍କ ଉପରେ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକର ସଙ୍ଗୀତ କନସର୍ ଗାୟକ କୈଳାଶ ଖେରଙ୍କ ଉପରେ ଆକ୍ରମଣ କରାଯାଇଛି। କର୍ଣ୍ଣାଟକରେ ଚାଲିଥିବା ହାମ୍ପି ମହୋତ୍ସବରେ ଏହି ଘଟଣା ଘଟିଥିଲା । ଏହି ହାମ୍ପି ମହୋତ୍ସବରେ ସିନେମା ଜଗତର ଅନେକ କଳାକାର ଯୋଗ ଦେଇଥିଲେ  । ହାମ୍ପି ମହୋତ୍ସବ ଜାନୁଆରୀ ୨୭ ରୁ ୨୯ ପର୍ଯ୍ୟନ୍ତ…

ତୁଟିଲା ଦାମ୍ପତ୍ୟ କଳହ; ଏକାଠି ହେବେ ହ୍ୟୁମାନ-ଶ୍ରେୟା

କଟକ: ତୁଟିଲା ଦାମ୍ପତ୍ୟ କଳହ । ଅନ୍ତହେଲା  ମନୋମାଳନ୍ୟ । ଏକାଠି ହେଲେ ହ୍ୟୁମାନ ସାଗର ଓ ଶ୍ରେୟା । ଏଣିକି ଏକାଠି ରହିବେ ଗାୟକ ଦମ୍ପତି । ଆଉ କିଛି ଦିନ ପରେ ଶାଶୂ ଘରକୁ ଫେରିବେ ଶ୍ରେୟା । ଏମିତି ସୂଚନା ଦେଇଛନ୍ତି ହ୍ୟୁମାନଙ୍କ ମା’ । ଆଜି ହ୍ୟୁମାନ ସାଗର ଓ ଶ୍ରେୟା ମହିଳା ଥାନାରେ…

ଲୁଣ କେଜି ୩୫ ହଜାର

ବ୍ୟୁରୋ : ଆପଣମାନେ ସସସ୍ତେ ଜାଣିଥିବେ ଦୁନିଆର ଏମିତି କିଛି ଖାଦ୍ୟ ନାହିଁ ଯାହା ବିନା ଲୁଣରେ ପ୍ରସ୍ତୁତ କରାଯାଏ । ସେଥିପାଇଁ କଥାରେ ଅଛି ରୋଷେଇ ଘରେ ଲୁଣର ସ୍ଥାନ କିଛି ସ୍ବତନ୍ତ୍ର ।  କାରଣ ଏହା ଉପରେ ଖାଦ୍ୟର ସ୍ବାଦ ନିର୍ଭର କରିଥାଏ ।  ଆଉ ଏକଥା ବି ଜାଣିଥିବେ ଯେ, ଏବେ ମାର୍କେଟରେ…

ମାଆକୁ ଡାହାଣୀ କହୁଥିଲେ, ଝିଅ ଭାରତକୁ କରାଇଲେ ବିଶ୍ୱ ଚାମ୍ପିୟନ

ମୋରାଦାବାଦ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଅର୍ଚ୍ଚନା ଦେବୀ । ଇଂଲଣ୍ଡର ଗ୍ରେସ ସ୍କ୍ରିଭେନ୍ସ ଓ ନିମାହ ହୋଲାଣ୍ଡଙ୍କ ୱିକେଟ ଅକ୍ତିଆର କରି ସେ ଭାରତ ପକ୍ଷକୁ ମ୍ୟାଚ…

୨୬ ହଜାର ଆଇସକ୍ରିମ୍ ଷ୍ଟିକରେ ରଙ୍ଗୋଲି ଆଙ୍କି ରେକର୍ଡ କଲେ ମା’-ଝିଅ

ହିନ୍ଦୁ ଧର୍ମରେ ଘର ଅଗଣାରେ ରଙ୍ଗୋଲି କରିବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ରଙ୍ଗୋଲି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର କଳାକୃତି ଯାହା ବିଭିନ୍ନ ରଙ୍ଗ ଏବଂ ଆକୃତିରେ ତିଆରି ହୋଇପାରିବ । ଆଜିକାଲି କୈାଣସି ବିଶେଷ ଉତ୍ସବରେ ସାଧାରଣତଃ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ…

ବକ୍ସ ଅଫିସରେ ଧମାଲ୍‌ କଲା ପଠାନ୍‌, ୫ ଦିନରେ ୫୦୦ କୋଟି ପାର୍‌

ନୂଆଦିଲ୍ଲୀ : ଶାହରୁଖାନଙ୍କ ଦମ୍‌ଦାର ରିଟର୍ଣ୍ଣ  । ବକ୍ସ ଅଫିସରେ କିଙ୍ଗଖାନ୍‌ଙ୍କ ଅଭିନୀତ ଫିଲ୍ମ ପଠାନ୍‌  ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ୪ ବର୍ଷ ପରେ କିଙ୍ଗଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶଂସକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖା ଦେଇଛି ।…

ଅଷ୍ଟ୍ରେଲିଆରେ ଭାରତୀୟଙ୍କୁ ଆକ୍ରମଣ

ଅଷ୍ଟ୍ରେଲିଆ : ସାମ୍ନାକୁ ଆସିଲା ଅଷ୍ଟ୍ରେଲିଆର ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠାରେ ଖଲିସ୍ତାନି ସମର୍ଥକ ମାନେ ଜାତୀୟ ପତାକା ଧରିଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଷ୍ଟ୍ରେଲିଆ ଟୁଡେ ଏକ ରିପୋର୍ଟ କରିଛି। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । କେବଳ ଏତିକି…

ଶପଥ ହିଁ ସମାଧାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ମାୟାଧର ନାୟକଯେଉଁଠି ଭୋକ ଆଉ ରୋଗ ନଥିବ, ସେଇଭଳି ପୃଥିବୀ ଆବଶ୍ୟକ । ଭୋକ, ରୋଗ ଏ ଧରଣୀବକ୍ଷରୁ ପୋଛିଦେବାକୁ ହେବ । ଆମ ପ୍ରିୟ ବିଶ୍ୱର ବିଜ୍ଞାନ ଏଯାବତ୍‍ ସେଭଳି ପରମାଣୁ ବୋମା ତିଆରି କରିପାରିନି, ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ…

ଅର୍ଥ ମନ୍ତ୍ରୀଙ୍କ ହାତରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କର ଦାୟିତ୍ୱ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଛି । ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ନିରଞ୍ଜନଙ୍କ ହାତରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି…

ଇରାନ ଭିତରେ ପ୍ରବେଶ କରି ଡ୍ରୋନ ଫ୍ୟାକ୍ଟ୍ରି ଉଡାଇଲା ଇସ୍ରାଏଲର କିଲର ଡ୍ରୋନ

ତେହେରାନ: ଇସ୍ରାଏଲର ବାୟୁସେନା ଇରାନ ସୀମା ଭିତରେ ପ୍ରବେଶ କରି ଏକ ବଡ ଡ୍ରୋନ ଫ୍ୟାକ୍ଟ୍ରି ଉଡେଇ ଦେଇଛନ୍ତି । ଏଥିପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ କିଲର ଡ୍ରୋନକୁ ମିଶନରେ ପଠା ଯାଇଥିଲା । ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସିଆଇଏ ମୂଖ୍ୟଙ୍କ ଗସ୍ତ…