ଘରୋଇ ସାମଗ୍ରୀ ମାଧ୍ୟମରେ ଗୋଇନ୍ଦାଗିରି କରୁଛି ଚୀନ !
ଲଣ୍ଡନ: ବ୍ରିଟେନରେ ଘରୋଇ ସାମଗ୍ରୀ ଏବଂ ଏଲଇଡି ମାଧ୍ୟମରେ ଚୀନ ଗୋଇନ୍ଦାଗିରି କରୁଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ବ୍ରିଟିଶ ସରକାର ବିଭିନ୍ନ ଚୀନ ସାମଗ୍ରୀ ଉପରେ ତଦନ୍ତ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । କାରରେ ବ୍ୟବହୃତ ହେଉଥିବା ପାର୍ଟସ, ଏଲଇଡି ଏବଂ ଅନ୍ୟ…