Latest Odisha News

ଶିଶୁ ଉଦ୍ୟାନରେ ଜଳୁଛି ଜୁଇ

ଲକ୍ଷ୍ନୈା: ଲକ୍ଷ୍ନୈାର ଜାନକିପୁରମ ଆବାସିକ ଅଞ୍ଚଳରେ ଏକ ଶିଶୁ ଉଦ୍ୟାନକୁ ଶ୍ମଶାନ ଭାବରେ ବ୍ୟବହାର କରାଯାଉଛି ।  ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।  ଏହି ପାର୍କ ନିକଟରେ ରହୁଥିବା ଲୋକମାନେ ଦାବି କରିଛନ୍ତି ଯେ ନିକଟସ୍ଥ ପାହଡପୁର ଅଞ୍ଚଳର…

ଗୋଟିଏ ମଞ୍ଚରେ ନେତା-ଅଭିନେତା,ଶିଳ୍ପୀ-ପ୍ରଶାସକ: ଆରମ୍ଭ ହେଲା ଅନ୍ତର୍ଜାତୀୟ ହସ୍ତିଶିଳ୍ପ ସମ୍ମିଳନୀ

ଯାଜପୁର: ନେତା, ଅଭିନେତା, ଶିଳ୍ପୀ, ପ୍ରଶାସକ ସବୁ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ।  ୧୬ଟି ଦେଶର ପ୍ରତିନିଧି, ୨୦ ଜଣ ଅନ୍ତର୍ଜାତୀୟ କଳାକାର, ୫୦ରୁ ଉର୍ଦ୍ଧ୍ବ ବକ୍ତା ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧିଙ୍କ ଗହଣରେ  ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଆଜି ଅନୁଷ୍ଠିତ…

୨୨ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ହେବ ଆଲୋଚନା

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୨ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ହେବ । ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ…

କର୍ଣ୍ଣେଲ ରାଙ୍କକୁ ପଦୋନ୍ନିତ ହେବେ ୧୦୮ ମହିଳା ସେନା ଅଧିକାରୀ

ନୂଆଦିଲ୍ଲୀ: ପୁରୁଷ ସେନା ଅଧିକାରୀଙ୍କ ସହିତ ମହିଳା ସେନା ଅଧିକାରୀଙ୍କୁ ସମକକ୍ଷ କରିବାକୁ  ନୂଆ ପ୍ରକ୍ରିୟା ।  ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ରୁ କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍‌ ସିଲେକ୍‌ସନ୍‌ ବୋର୍ଡ’ ପ୍ରକ୍ରିୟା…

ଓଡ଼ିଶାରେ ନବୀନ ସବୁ ଦଳର ସଭାପତି: ଶିଶିର ଗମାଙ୍ଗ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ଦଳର ସଭାପତି । ଓଡ଼ିଶାରେ ନବୀନଙ୍କ ନିୟନ୍ତ୍ରଣରେ ସବୁ ଦଳ । ଏଭଳି ସାଂଘାତିକ ବୟାନ ଦେଇଛନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଗମାଙ୍ଗ । ଆଜି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ଯେତିକି…

୧ ହଜାର ବର୍ଷରୁ ଅଧିକ ହେଲାଣି ଢଳି ରହିଛି ପଥର

ତାମିଲନାଡ଼ୁ: ପାହାଡ଼ର ଚଟାଣ ଉପରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଢଳି ରହିଛି ଏକ ବୃହତାକାୟ ପଥର, ଯାହାକୁ ଦେଖି ଯେ କେହି ଭୟଭୀତ ହେବା ସ୍ୱଭାବିକ । କିନ୍ତୁ ଶହ ଶହ ବର୍ଷ ଧରି ଏମିତି ରହିଥିବା ପଥର ଗୋଟିଏ ଇଂଚ ବି ସ୍ଥାନ ପରିବର୍ତ୍ତନ କରିନାହିଁ ବୋଲି ଗବେଷକଙ୍କ ମତ । ପ୍ରାୟ ୨୫୦ ଟନ ଓଜନର…

କୁଆଖାଇରେ ବିରଳ ଆଲବିନୋ କଇଁଛ

ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରା ନିକଟସ୍ଥ କୁଆଖାଇ ନଦୀରୁ ଉଦ୍ଧାର ହୋଇଛି ଏକ ବିରଳ କଇଁଛ । ଗତ କାଲି ଜଣେ ବ୍ୟକ୍ତି ମାଛ ଧରିବା ନିମନ୍ତେ ‘ସୂତି’ ପକାଇଥିଲେ । ଆଜି ସକାଳୁ ଦେଖିବା ବେଳେ ସୂତିର କଣ୍ଟାରେ ଲାଗିଛି ଏକ ଅଜବ ରଙ୍ଗର କଇଁଛ । ଏହି କଇଁଛଟିକୁ ଦେଖିବାକୁ ପାଖଆଖ ଲୋକଙ୍କର ମଧ୍ୟ…

ଖଣି କାରବାର ମାମଲା, ଇଡିରେ ହାଜର ହେଲେ ତାଳଚେର ବିଧାୟକ

ଭୁବନେଶ୍ୱର: ଖଣି କାରବାର ମାମଲାରେ ଇଡିରେ ହାଜର ହେଲେ ବିଜେଡି ବିଧାୟକ । ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଦିନ ପ୍ରାୟ ୧ଟା ୩୦ରେ ଇଡିରେ ହାଜର ହୋଇଛନ୍ତି ବ୍ରଜ କିଶୋର । ସୂଚନା ଅନୁସାରେ, ବେଆଇନ୍ ଖଣି କରାବାର…

ପର ହୋଇଗଲେ ପରୀ ରାଇଜର ପରୀ, ଏବେ ଖାଲି କଳି ଆଉ କଳି…

ଭୁବନେଶ୍ୱର: ଓଲିଉଡର ଦାମ୍ପତ୍ୟ ଝଡ । ଉଜୁଡି ଯାଉଛି ସ୍ୱାମୀ-ସ୍ତ୍ରୀ ସମ୍ପର୍କ । ଗୋଟିଏ ପରେ ଗୋଟିଏ ପାରିବାରିକ ବିବାଦକୁ ନେଇ ଓଲିଉଡ ଏବେ ପଡୁଛି ଉଠୁଛି । ପ୍ରଥମେ ବର୍ଷା-ଅନୁଭବ ସମ୍ପର୍କ । ଏହା ପରେ ବାବୁଶାନ-ତୃପ୍ତି । ଆଉ ଏବେ ହ୍ୟୁମାନ ସାଗର ଏବଂ ଶ୍ରୀୟା । ଅବଶ୍ୟ ବାବୁଶାନ-ତୃପ୍ତି…

ଖଡ଼ିଆଳ ମହୋତ୍ସବ : ଉଦିତ୍‌ଙ୍କ ଗୀତରେ ଝୁମିଲେ ଦର୍ଶକ

ନୂଆପଡା : ଖଡ଼ିଆଳ ମହୋତ୍ସବରେ ଉଦିତ୍‌ ନାରାୟଣଙ୍କ ଗୀତରେ ଝୁମିଲେ ଲକ୍ଷ ଲକ୍ଷ ଦର୍ଶକ ।  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଳା, ସଂସ୍କୃତି,ଐତିହ୍ୟ, ସାହିତ୍ୟ ତଥା ଲୋକ କଳାର ବାର୍ତ୍ତାବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୨୦୨୩  ଗୁରୁବାର ଷ୍ଟାର…