Latest Odisha News

BREAKING NEWS

ରଣଜୀ ଟ୍ରଫି: ଶୁଭ୍ରାଂଶୁ, ଅନୁରାଗଙ୍କ ଦୃଢ଼ ବ୍ୟାଟିଂ

ମୀରଟ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ କ୍ରିକେଟରେ ଉତରପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ଗୋଟିଏ ୱିକେଟ ହରାଇ ୧୫୨ ରନ କରିଛି । ଶୁଭ୍ରାଂଶୁ ସେନାପତି ୯୧ ଓ ଅନୁରାଗ ଷଡଙ୍ଗୀ ୫୨…

ଆମେରିକାରେ ହେବ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ !

ନୂଆଦିଲ୍ଲୀ: ଆଇସିସି ତାର ପ୍ରତ୍ୟେକ ବଡ ଟୁର୍ଣ୍ଣାମେଂଟରେ ଭାରତ-ପାକିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ କରିବା ନେଇ ସର୍ବଦା ବ୍ୟଗ୍ର ରହିଥାଏ । ୨୦୨୪ ଟି୨୦ ବିଶ୍ୱକପରେ ଭାରତ-ପାକ ମଧ୍ୟରେ ପୁନର୍ବାର ମୁକାବିଲା ହେବ । ଏହି ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ମିଳିତ ଭାବେ ଖେଳାଯିବ । ତେବେ…

ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକାକୁ ଭିଡିଓ କଲ୍ କରି ଜୀବନ ହାରିଲେ ଯୁବକ

ଭୁବନେଶ୍ୱର: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ଗୋଟିଏ ଦିନରେ ରାଜଧାନୀରେ ୨ ଜଣ ଯୁବକ ଦୁଇଟି ପୃଥକ ମାମଲାରେ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ଘଟଣା ଧଉଳି ଥାନା ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ଲିଙ୍ଗରାଜ ଥାନା ଅଞ୍ଚଳରେ । ଲିଙ୍ଗରାଜ ଥାନା ଅଞ୍ଚଳର ଏକ…

ଖେଳିବା ବୁଲିବା ବୟସରେ ସନ୍ନ୍ୟାସିନୀ ହେଲେ ୯ ବର୍ଷୀୟା ଦେବାଂଶୀ

ଗୁଜୁରାଟ: ସଂସାରରେ ରହି ସାଂସାରିକ ଜୀବନର ମୋହ, ମାୟା ତୁଟାଇ ବୈରାଗୀ ହେବାଟା କିଛି ସହଜ କଥା ନୁହେଁ । ବାପା ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ। ପାଖରେ ଟଙ୍କା ପଇସାର ଅଭାବ ନାହିଁ । ତଥାପି ଏସବୁ ପଛରେ ପକାଇ ସନ୍ନ୍ୟାସିନୀ ହୋଇଛନ୍ତି ଜଣେ ୯ ବର୍ଷର ଝିଅ। ଗୁଜୁରାଟର ଜଣେ ପ୍ରଖ୍ୟାତ ହୀରା…

ବିମାନ ବନ୍ଦରରେ ଡାକୋଟା ରହିଲେ ଦେଖିବ କିଏ ?

ପୁରୀ:  ପ୍ରବାଦ ପୁରୁଷ ବିଜୁବାବୁଙ୍କ ବୀରତ୍ୱର  ମୂକସାକ୍ଷୀ ଡାକୋଟା ବିମାନକୁ ନେଇ ପୁଣି ଉଠିିଛି ବିବାଦ । ପ୍ରବାଦ ପୁରୁଷ ବିଜୁବାବୁଙ୍କର ଅନେକ ସ୍ମୃତି ଲୁଚି ରହିଥିବା ଏହି  ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ କାହିଁକି ରଖାଯାଇଛି ? ଏହାକୁ ସମସ୍ତେ ଦେଖିବା ଉଚିତ । ଧନୀ, ଗରିବ…

ମେଡ଼ିସିନ ଷ୍ଟୋର, ଡ଼ିଜିଟାଲ ଏକ୍ସରେ ଚଢାଉ କରି ସିଲ କଲା ପ୍ରଶାସନ

କେନ୍ଦ୍ରାପଡ଼ା: ଗୁରୁବାର ପୂର୍ବାହ୍ନ ୧୦ଟାରେ କେନ୍ଦ୍ରାପଡ଼ାର ମେଡିକାଲ ରୋଡରେ ଥିବା ବିଭିନ୍ନ ମେଡ଼ିସିନ ଷ୍ଟୋର ଏବଂ ଡିଜିଟାଲ ଏକ୍ସରେ ଦୋକାନ ଉପରେ କେନ୍ଦ୍ରାପଡ଼ା ପ୍ରଶାସନ ତରଫରୁ ଚଢାଉ କରାଯାଇଛି । ଡ୍ରଗ ଇନିସପେକ୍ଟର, କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ସଦଳବଳେ ମେଡିକାଲ ରୋଡରେ ଥିବା ମହାବୀର…

ବାହାଘର ବରଯାତ୍ରୀରେ ନାଚୁ ନାଚୁ ଚାଲିଗଲା ଜୀବନ

କାନପୁର: ମୃତ୍ୟୁ କାହା ପାଇଁ  କେତେବେଳେ ଆସେ  ଜଣା ନଥାଏ । ଆାଜିକାଲି ଏମିତି ମୃତ୍ୟୁ ଆସୁଛି ଯାହାକୁ ଶୁଣିଲେ ଛାତି ଥରି ଯାଉଛି । ଏମିତିକି ନୃତ୍ୟ, ଅଭିନୟ, ଜିମ୍ କରିବା ସମୟରେ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି  । କାନପୁରର ହରଡାଉଲି…

ଇଣ୍ଟରନେଟ ମାୟାରେ ବାୟା ହେଲା ମାଙ୍କଡ, ଭିଡିଓ ଭାଇରାଲ

ଭୁବନେଶ୍ୱର: ଦେଶରେ ଇଣ୍ଟରନେଟର ବହୁଳ ପ୍ରସାର ହେଉଛି । ୪ଜି ପରେ ୫ଜି ଆସିଛି । ଗାଁ ଗାଁ ଘରେ ଘରେ ଇଣ୍ଟରନେଟର ପ୍ରସାର ପାଇଁ ସରକାର ଉଦ୍ୟମ କରୁଛନ୍ତି । ଗୋଟିଏ ବାକ୍ୟରେ କହିଲେ ଆଜିର ଯୁଗରେ ଇଣ୍ଟରନେଟ ଆଉ ସ୍ମାର୍ଟ ଫୋନ ବିନା ଜୀବନ ଯେମିତି ଅଧାବାଟରେ ଅଟକି ଯାଉଛି । ତେଣୁ ସମସ୍ତଙ୍କ…

ଘନ କୁହୁଡ଼ି ନେଇ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଶୀତ କମିଛି । ଅନ୍ୟପଟେ ଲାଗି ରହୁଛି କୁହୁ଼ଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ । ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।…

ବୁଲି ବୁଲି ବିଶ୍ୱ ରେକର୍ଡ କଲେ ଦୁଇ ଭାରତୀୟ

ବ୍ୟୁରୋ : ଆାପଣମାନେ ସାଧାରଣତ ସସସ୍ତେ ବିଭିନ୍ନ ଜାଗା ବୁଲିବାକୁ ପସନ୍ଦ କରନ୍ତି  । ଯେମିତିକି ଜୁଲ୍‌ସ ଭର୍ନଙ୍କ ଉପନ୍ୟାସ ‘ଅରାଉଣ୍ଡ୍‌ ଦି ଵାର୍ଲଡ୍‌ ଇନ୍‌ ଏଇଟି ଡେଜ୍‌’ରେ କିପରି ଅଶି ଦିନ ଭିତରେ ବିଶ୍ବ ପରିକ୍ରମା କରିହେବ ସେ ସମ୍ପର୍କରେ ଆମେ ବହିରେ ପଢ଼ିଛନ୍ତି। ହେଲେ ମାତ୍ର ତିନି…