ଏନ୍କାଉଣ୍ଟରରେ ଦୁଇ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ; ଚେକିଂ ବେଳେ ଗୁଳିମାଡ଼
ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଦୁଇ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କଲା ସେନା। ଜାମ୍ମୁ-କାଶ୍ମୀରର ବୁଡଗାମ ଜିଲ୍ଲା କୋର୍ଟ ପରିସର ନିକଟରେ ଏହି ଏନ୍କାଉଣ୍ଟର ହୋଇଥିବା ସୂଚନା ମିଳିଛି। ଏଥିରେ ଲସ୍କର ତୋଇବାର ଦୁଇ ଆତଙ୍କବୀଦଙ୍କର ମୃତ୍ୟୁ ହୋଇଛି।
ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିଛି।…