ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢା ବୁଲା ଅବସରରେ ଆମେ ଦେବଯାନ ଦର୍ଶନ ଆରମ୍ଭ କରିଛେ। ପ୍ରଥମେ ପ୍ରଣାମ କରିବା ଶ୍ରୀ ଐଶାନେଶ୍ୱର ମହାଦେବଙ୍କୁ। କୂର୍ମ ବେଢାର ଉତ୍ତର ଦିଗ ଭିତର…