ଶିଶୁ କବିତା : କେଁ କଟର
ଜ୍ୟୋତ୍ସ୍ନା ରାଣୀ ଦେବୀ
କେଁ କଟର କେଁ କଟର
ସାରୁ ବୁଦା ମୂଳେ ବେଙ୍ଗ ଅଠର
ହାତକୁ ଟାଣି
ନାଚୁଛନ୍ତି ପରା ତା ଧିନି ଧିନି ।
କକର୍ କଅ କକର୍ କଅ
କୁକୁଡ଼ା ଅଛନ୍ତି ସେଠାରେ ଛଅ
ଚୁଳ ହଲେଇ
ଗାଉଛନ୍ତି ନାଚି ଥେଇକି ଥେଇ ।
ମେଁ ମେଁ ସେଠି ପନ୍ଦର ଛେଳି
ଠେଲାପେଲା ହୋଇ କରନ୍ତି…