Latest Odisha News

BREAKING NEWS

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କୁ ୧୬୪ କୋଟି ଟଙ୍କାର ରିକଭରି ନୋଟିସ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କୁ ରିକଭରି ନୋଟିସ । ୧୬୪ କୋଟି ୧୦ ଦିନ ଭିତରେ ଫେରାଇବାକୁ ଡିଆଇପି ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍ସେନା ମୁଖ୍ୟ ସଚିବଙ୍କୁ ସରକାରୀ ବିଜ୍ଞାପନ ନାମରେ ପ୍ରକାଶିତ ରାଜନୈତିକ ବିଜ୍ଞାପନ ନେଇ…

ଜାନୁଆରୀ ୧୨ରେ କାହିଁକି ପାଳନ ହୁଏ ଜାତୀୟ ଯୁବ ଦିବସ..

ଆଜି ହେଉଛି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ  । ୧୯୮୪ରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବରେ ଘୋଷଣା କରିଥିଲେ  ।ଏବଂ ୧୯୮୫ ପରଠାରୁ ପ୍ରତିବର୍ଷ ଭାରତରେ ଏହି ଦିବସ ପାଳନ କରାଯାଉଛି। ୧୮୬୩ ମସିହା…

ଉଜବେକିସ୍ତାନରେ ଭାରତ କଫ୍ ସିରପ ବ୍ୟବହାରକୁ ବାରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତୀୟ କଫ୍ ସିରପର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମନା କରାଯାଇଛି । ବିଶେଷକରି ପିଲାମାନଙ୍କ ପାଇଁ ବ୍ୟବହୃତ ୨ ପ୍ରକାର କଫ ସିରପକୁ ବାରଣ କରିଛି ଡବ୍ଲୁଏଚଓ । ୧୮ଜଣ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁ ହୋଟେଲରେ ପହଞ୍ଚିବା ଖବର କେତେଜଣ ସହକର୍ମୀ ଜଣାଇଲେ । ସେମାନେ ପଦ୍ମିନୀକୁ ଅନୁରୋଧ କଲେ, ସେମାନଙ୍କ ସାଙ୍ଗରେ ଗେଟ୍‌ ପାଖକୁ ଯାଇ ଚନ୍ଦ୍ରଭାନୁଙ୍ଗୁ ସ୍ୱାଗତ କରିବା ପାଇଁ । କାରଣ କମ୍ପାନୀର ସର୍ବେସର୍ବା…

ଅନୁବାଦ କବିତା : ଧଳା ମେଘର ଛାଇ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ଶିମୁଳି ଗଛର ଶାଖା ପ୍ରଶାଖା। ଆଜି ବି ଦିଶୁଛି ଏତେ ଲାଲ ଟକ ଟକ ଅନେକ ରକ୍ତାକ୍ତ ହୃଦୟ ପରି ଆଜିବି ଶୁଖିଲା ପବନରେ ଲୋହିତ ବାସ୍ନାର ମହକ । ପିଲାଦିନେ ସେଇ ଉଡ଼ନ୍ତ ତୁଳାର ମେଘ ପଛରେ ଧାଇଁ ଧାଇଁ ଦିନେ ଆସି ନଦୀ ତଟରେ ମନ୍ତ୍ରମୁଗ୍ଧ…

ସ୍ୱାମୀ ବିବେକାନନ୍ଦ

ପ୍ରିୟ କୁନି ପିଲାମାନେ ତୁମେମାନେ ସ୍ୱାମୀ ବିବେକାନନ୍ଦଙ୍କ ନାଁ ଶୁଣିଥିବ। ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମକୁ ସେ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ । ଆଜି ଆମେ ତାଙ୍କ ବିଷୟରେ ଜାଣିବା । ୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ କଲିକତାର…

ଭାଷା ଭାଗବତ : ସତ୍ୟୋତ୍ତର ମତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟେକ ସତ୍ୟ ଆପେକ୍ଷିକ ବୁଝଂତିନାହିଁ ବହୁ ଲୋକ ଯେ ଯାହା ସତ୍ୟକୁ ଆବୋରି ଭବସିଂଧୁ ହୁଅଂତି ପାରି ଭିନ୍ନ ସତ୍ୟ ଯେ ଥାଇପାରେ ଏହା ଯେ ବିଶ୍ବାସ ନ କରେ ନିଜ ସତ୍ୟ ସହିତ ଲାଖି ହୁଏ ସେ ସତରେ ଏକାକୀ…

ହେୟାର କଲର ଲଗାଉଛନ୍ତି କି ! ନଷ୍ଟ ହୋଇପାରେ କେଶ….

କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି  । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ପ୍ରୟୋଗ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଆମେ ଦର୍ଶନ କଲେ ଶ୍ରୀ ଦଧିବାମନ ଜୀଉଙ୍କୁ ।କିମ୍ବଦନ୍ତୀ ତଥା ଏହି ମନ୍ଦିରର ମାରଫତଦାରଙ୍କଠାରୁ ସଂଗୃହିତ ଇତିହାସ କହେ, ଥରେ ଉଦୟପୁର…

ପାକିସ୍ତାନରେ ଖାଦ୍ୟ ପାଇଁ ହାହା କାର, ଚିନ୍ତାରେ ଭାରତୀୟ କମ୍ପାନୀ

ଇସଲାମାବାଦ: ପାକିସ୍ତାନରେ, ଚିକେନ୍ ଠାରୁ କ୍ଷୀର ପର୍ଯ୍ୟନ୍ତ ଏବଂ ମଇଦା ଠାରୁ ପିଆଜ ପର୍ଯ୍ୟନ୍ତ ସବୁ ଜିନିଷର ମୂଲ୍ୟ ଆକାଶଛୁଆଁ ହୋଇଛି। ଅଟା କିଲୋ ପିଛା ୧୫୦ରୁ ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ଜିନିଷ ଦର ମଧ୍ୟ ଆକାଶଛୁଆଁ ହୋଇଛି।  ମୁଦ୍ରାସ୍ଫୀତି ଏହି ଦେଶକୁ ସବୁ ଦିଗରୁ…