ଅଟୋ ଏକ୍ସପୋ ୨୦୨୩: ହ୍ୟୁଣ୍ଡାଇ Ioniq 5 EV ଏସ୍ୟୁଭିକୁ ସିଗ୍ନେଚର ଷ୍ଟାଇଲ୍ରେ ଲଞ୍ଚ୍ କଲେ ଶାହରୁଖ
ନୂଆଦିଲ୍ଲୀ: ଲଞ୍ଚ୍ ହେଲା ଏସ୍ୟୁଭି ହ୍ୟୁଣ୍ଡାଇ ଆୟୋନିକ ୫ ଇଭି । ଅଟୋଏକ୍ସପୋ ୨୦୨୩ରେ ଏହାକୁ ଲଞ୍ଚ କରିଛନ୍ତି ବଲିଉଡ୍ ବାଦଶାହ ଶାହରୁଖ ଖାନ।ଶାହରୁଖ ତାଙ୍କ ସିଗ୍ନେଚର ଷ୍ଟାଇଲ୍ରେ ଦୁଇ ହାତ ଲମ୍ବାଇ ହ୍ୟୁଣ୍ଡାଇର ଏହି ଜବରଦସ୍ତ Ioniq 5 EV ଏସ୍ୟୁଭିକୁ ଲଞ୍ଚ୍ କରିଛନ୍ତି। କମ୍ପାନୀ ସହ…