Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶା ୧୯୧ରେ ଅଲଆଉଟ

ଭୁବନେଶ୍ୱର: ରଣଜୀ ଟ୍ରଫି କ୍ରିକେଟରେ ମଙ୍ଗଳବାର ହିମାଚଳପ୍ରଦେଶ ବିପକ୍ଷରେ ଓଡିଶା ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଛି । ଶାନ୍ତନୁ ମିଶ୍ର ୫୨ ଓ ପ୍ରୟାସ ସିଂ ୩୯ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ…

ହକି ବିଶ୍ୱକପ ଖେଳିଥିବା ଓଡିଆ ତାରକା

ଭୁବନେଶ୍ୱର: ହକି ବିଶ୍ୱକପ ବିଗୁଲର ସ୍ୱର ଶୁଭିଲାଣି । ଆଉ ହକିରେ ବିଭୋର ଓଡିଆ କ୍ରୀଡାପ୍ରେମୀ ନିଜକୁ ଏହି ମେଗା ଇଭେଂଟ ପାଇଁ ପ୍ରସ୍ତୁତ କରି ସାରିଲେଣି । ଦ୍ୱିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ୱକପ ଆୟୋଜିତ ହେଉଛି । ଆଉ ଭାରତୀୟ ହକିରେ ଓଡିଶା ଖେଳାଳିଙ୍କ ଯୋଗଦାନ କେବେ ହେଲେ ଉଣା ହୋଇ…

HSRP ନଥିଲେ ନିସ୍ତାର ନାହିଁ, ୧୫ରୁ ଗଣିବେ ଫାଇନ୍

ଭୁବନେଶ୍ୱର: ଆପଣଙ୍କ ଗାଡ଼ିରେ ଲଗାଇଛନ୍ତି ତ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ଯଦି ଲଗାଇ ନାହାନ୍ତି ତାହେଲେ ଫାଇନ୍ ଦେବେ । ଆସନ୍ତା ୧୫ ତାରିଖରୁ ଗାଡ଼ିରେ HSRP ଲାଗି ନଥିଲେ ଫାଇନ୍ ଗଣିବାକୁ ପଡ଼ିବ । ଗାଡ଼ି ପଞ୍ଜିକରଣ ନମ୍ବର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଲାଗି HSRP…

ଗାଁର ନାମ ସଉନାମରା..ଏହି ମାଟିରେ ରହିଛି ହକିର ବାସ୍ନା

ସଉନାମରା: ସୁନ୍ଦରଗଡର ଛୋଟ ଗାଁ ସଉନାମରା ଯେଉଁ ପ୍ରସିଦ୍ଧି ହାସଲ କରିଛି ତାହା ବୋଧହୁଏ ବିରଳ । ଏହି ଗାଁରେ ହକିର ବାସ୍ନା ବହୁଛି । ଏଠି ପାଣି ପବନ ସବୁଠାରେ ହକି...ଆଉ ହକି । ଆଉ ଏଥିପାଇଁ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ହକି ଷ୍ଟାର ଏହିଠାରୁ ବାହାରୁଛନ୍ତି । କେନ୍ଦୁଗଛର ବଙ୍କା କାଠରୁ…

ପୁଣି ବୋରୱେଲରେ ଖସିଲା ୬ବର୍ଷର ଶିଶୁ

ହାପୁର : ପୁଣି ବୋରୱେଲରେ ଫସିଲା ଶିଶୁ। ହାପୁରର କୋଟଲା ସଦତ ଅଂଚଳରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଜଣେ ୬ ବର୍ଷର ଶିଶୁ ଖସିପଡ଼ିଛି। ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି ।  ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ସ୍ଥାନୀୟ ଅଂଚଳରେ ଜଳ…

ହକି ବିଶ୍ୱକପ୍ ବେଳେ ଓଡ଼ିଶାରେ କେମିତି ରହିବ ପାଗ ?

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ କମିଥିବା ବେଳେ ଆଗକୁ ଶୁଖିଲା ପାଗ ରହିବ । ହକି ବିଶ୍ୱକପ୍ ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ପାଣିପାଗ ଆକଳନ କହୁଛି ତାପମାତ୍ରା ବଢ଼ିବ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।…

କମାଲ କଲେ ୨ ବର୍ଷୀୟା ଝିଅ, ସ୍ମରଣଶକ୍ତିରେ ହାସଲ କଲେ ବିଶ୍ୱରେକର୍ଡ

ହୁଗୁଳି: ମାତ୍ର ୨ ବର୍ଷ ବୟସରେ ହୁଗୁଳିର ଅଧିଷ୍ଠାତ୍ରୀ ବିଶ୍ୱାସଙ୍କ କାରନାମା ବିଶ୍ୱାସ କରି ହେଉ ନାହିଁ । ସେ ପୁଣି ସ୍ମରଣଶକ୍ତିରେ ହାସଲ କରିଛନ୍ତି ବିଶ୍ୱରେକର୍ଡ । ଯେଉଁ ବୟସରେ ପିଲାମାନେ ତାଙ୍କ ନାମ ଠିକରେ ଉଚ୍ଚାରଣ କରିପାରିନ୍ତି ନାହିଁ ସେ ବିଷୟରେ ସେ ଅନର୍ଗଳ ଅନେକଗୁଡିଏ ଶବ୍ଦ ଓ…

ଦବୁଛି ଯୋଶୀମଠ, ଓଡ଼ିଶାର କେଉଁ ଜିଲ୍ଲାକୁ ରହିଛି ବିପଦ ?

ଭୁବନେଶ୍ୱର: ଉତ୍ତରାଖଣ୍ଡର ଯୋଶୀମଠରେ ଭୂମି ଦବିବାକୁ ନେଇ ଦେଶବାସୀଙ୍କ ଚିନ୍ତା ବଢ଼ିଛି । ତେବେ ଯୋଶୀମଠରେ କାହିଁକି ଦବୁଛି ମାଟି । ଭୂମିକମ୍ପ ସହ ରହିଛି କି ସମ୍ପର୍କ ? ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଗତ କିଛି ବର୍ଷ ଧରି ଭୂସ୍ଖଳନ ହେଉଥିଲା । ଆଉ ଭୂସ୍ଖଳନର କାରଣ ହେଉଛି ଭୂମିକମ୍ପ ।…

ହକି ବିଶ୍ୱକପ ଦେଖିବା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି

ପୁରୀ: ଓଡିଶାରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ହକି ବିଶ୍ୱକପ । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ପୁରୀ ପ୍ରଶାସନ ମଧ୍ୟ ବେଳାଭୂମିରେ ବନ୍ଦୋବସ୍ତ କରିଛନ୍ତି । ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଏଲଇଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ର କୂଳ…

ଓସ୍କାର ଦୌଡ଼ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ ହୋଇଛି ‘ଦ କଶ୍ମୀର ଫାଇଲ୍ସ’ । ଓସ୍କାର ୨୦୨୩ର ଲିଷ୍ଟରେ କାନ୍ତାରା, ଆରଆରଆର, ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ବି ସର୍ଟଲିଷ୍ଟ ହୋଇଛି । ଏଥିସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି…