Latest Odisha News

BREAKING NEWS

ଏମିତି ଷ୍ଟେସନ ଯେଉଁଠାରେ ସବୁକାମ କେବଳ ମହିଳା ହିଁ କରନ୍ତି

ଜୟପୁର: ମହିଳା ସଶକ୍ତୀକରଣ କ୍ଷେତ୍ରରେ  ଭାରତୀୟ ରେଳବାଇ ଏକ ମାଇଲଷ୍ଟୋନ ତିଆାରି କରିଛି । ରେଳବାଇ ଅଧୀନରେ ଏମିତି ଏକ ଷ୍ଟେଶନ ଅଛି ଯେଉଁଠି ଖାଲି ମହିଳା  କର୍ମଚାରୀମାନେ ହିଁ କାମ କରିଥାନ୍ତି । ସଂଯୁକ୍ତ ରାଷ୍ଟ୍ର ମଧ୍ୟ ମହିଳା ସଶକ୍ତୀରକରଣ ପାଇଁ ଭାରତୀୟ ରେଳବାଇର ଏହି ଉଦ୍ୟମକୁ ପ୍ରଶଂସା…

ଜେଲରୁ ବାହାରିଲେ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ୱାମୀ

ନୂଆଦିଲ୍ଲୀ:  ଜେଲରୁ ବାହାରିଲେ ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତିରେ ଗିରଫ ହୋଇଥିବା ବ୍ୟାଙ୍କର ପୂ୍ର୍ବତନ ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ।  ଗତକାଲି ବମ୍ବେ ହାଇକୋର୍ଟ ଏକ ରାୟରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିବା ପରେ  ଗତକାଲି ଉଭୟଙ୍କୁ ଜାମିନ ମିଳିଥିଲା…

ହକି ବିଶ୍ୱକପ୍: କାଲି ଅଧାରୁ ଛୁଟି ହେବ କଟକର ସ୍କୁଲ୍ ଓ କଲେଜ

କଟକ: ଓଡ଼ିଶାକୁ ହକି ଜର । ଆଉ ୨ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍ । ତା’ପୂର୍ବରୁ ଆସନ୍ତାକାଲି ବୁଧବାର କଟକରେ ହକି ବିଶ୍ୱକପର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବଲିଉଡର ବଛାବଛା କଳାକାର ଯୋଗ ଦେବେ । ନାଚ, ଗୀତର ଆସବ ଖୁବ୍ ଜମିବ । ବିଶ୍ୱକପ୍ ଉଦଘାଟନୀକୁ…

ଟିମରେ ରହିବେ ତ ହିଟ୍ ମ୍ୟାନ ଏବଂ କିଙ୍ଗ କୋହଲି?

ନୂଆଦିଲ୍ଲୀ: ଦଳର ଭବିଷ୍ୟତକୁ ନେଇ ଚିନ୍ତିତ ବିସିସିଆଇ । ଟିମରେ ରହିବେ ତ ହିଟ୍ ମ୍ୟାନ ଆଣ୍ଡ କିଙ୍ଗ କୋହଲି?   ଟିମ୍ ଇଣ୍ଡିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉତ୍ତରାଧିକାରୀ କିଏ ? ହୁଏତ ଏବେ ଆପଣଙ୍କ ମନକୁ ଏହାର ଉତ୍ତର ଆସୁନଥିବ ବା କେବେ ଭାବିନଥିବେ। ହେଲେ ବିସିସିଆଇ କିନ୍ତୁ…

ଟେଲିଭିଜନ ଚ୍ୟାନେଲକୁ ଗାଇଡଲାଇନ ଜାରି

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଟେଲିଭିଜନ ଚ୍ୟାନେଲକୁ ଏକ ଗାଇଡଲାଇନ ଜାରି କରିଛନ୍ତି। ବ୍ୟତିବ୍ୟସ୍ତ କରୁଥିବା ଭିଡିଏ ଓ ଫଟୋଗ୍ରାଫିର ପ୍ରସାରଣକୁ ବନ୍ଦ କରିବାକୁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି। ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ସରକାର ଚେତାବନୀ ଦେଇ…

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତ୍‌ରେ ଅଫତାବ୍‌

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା । ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବଙ୍କ ନ୍ୟାୟିକ ହେପାଜତକୁ ପୁଣି ବଢାଇ ଦିଆଯାଇଛି। ଦିଲ୍ଲୀର ସାକେତ କୋର୍ଟ ଅଫତାବଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ୧୪ଦିନ ପାଇଁ ବୃଦ୍ଧି କରିଛନ୍ତି । ପ୍ରେମିକ ଅଫତାବ ପ୍ରେମିକା…

ସ୍ୱଳ୍ପ ଗଳ୍ପ : କାଫକାଙ୍କ ଶତ୍ରୁ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୧ ସେହି ଗୋଟିକ ହିଁ ବ୍ୟତିକ୍ରମ। କାଫକାଙ୍କ ଶତ୍ରୁ କହିଲେ ସେହି ଜଣକ । ସେ ବି ଥିଲେ କାଫକାଙ୍କ ଭଳି ଜଣେ ଲେଖକ ଆଉ ବୃତ୍ତିରେ ଥିଲେ ଜଣେ ଡାକ୍ତର । ସେ ତାଙ୍କର ପ୍ରଣୟିନୀ ତଥା ସେ ସମୟର ଜଣେ ଖ୍ୟାତନାମା ଅଭିନେତ୍ରୀ ରାହେଲ…

ଭିଜିଲାନ୍ସ ଟ୍ରାପରେ କିରାଣୀ; ୬ଟି ଘରେ ଚାଲିଛି ଚଢାଉ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ରଖିଥିବା ବ୍ୟକ୍ତିଙ୍କୁ ଛାଡୁନି କ୍ରାଇମବ୍ରାଞ୍ଚ । ଗତକାଲି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ  କିଶୋରଚନ୍ଦ୍ର ନାୟକଙ୍କୁ ଅଧାବାଟରୁ ମାଡି ବସିଥିଲା କ୍ରାଇମବ୍ରାଞ୍ଚ । ଆଜି ଧରିଛି ଜଣେ ଆରଡବ୍ଲୁ କିରାଣିଙ୍କୁ…

ଏକାଠି ବସି ହାଣ୍ଡିଆ ପିଇଲେ; ପତ୍ନୀଙ୍କୁ ମାରି ପୋତିଦେଲେ

ଢେଙ୍କାନାଳ: ସ୍ୱାମୀ-ସ୍ତ୍ରୀ ସାଙ୍ଗ ହୋଇ ମଦ ପିଇଲେ । ରାତିରେ ଖାଇପିଇ ଗଲେ ଶୋଇବାକୁ । ହେଲେ କ’ଣ ହେଲା କେଜାଣି, ପତ୍ନୀଙ୍କୁ  ଜୀବନରୁ ଦୂରେଇ ଦେବା ପାଇଁ ନିଷ୍ପତ୍ତି ନେଲେ ? ସକାଳୁ ସକାଳୁ ମିଳିଥିଲା ପତ୍ନୀଙ୍କ ମୃତଦେହ ।  ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କମ୍ପୁଲେଇ ଗାଁରୁ…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଝଟକା। ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି । ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨.୪୭ମିନିଟରେ ଥରି ଉଠିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର ।…