Latest Odisha News

BREAKING NEWS

ଅସଜଡା ଶିକ୍ଷା ବିଭାଗ; ୯୭ ଶିକ୍ଷକଙ୍କ ପତ୍ତା ମିଳୁ ନ ଥିବା ମାନିଲେ ମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭାଗୀୟ ମନ୍ତ୍ରୀ, ରାଜନେତା ସେତେ ତତ୍ପର ହୋଇ ପଡ଼ଛନ୍ତି । ନିଜ ବିଭାଗ ସଜାଡି ବାହାବ ନେବାକୁ ସମସ୍ତେ ବାହାରି ପଡିଛନ୍ତ ଏବେ । ଗଣଶିକ୍ଷା ମନ୍ତ୍ରୀ ବି ଏବେ ନିଜ ବିଭାଗ ପାଇଁ ବେଶ ତତ୍ପର । ଦୀର୍ଘଦିନ ଧରି ଅନୁପସ୍ଥତ ଥିବା ଶିକ୍ଷକଙ୍କ କଥା…

ଆଉ ତିନି ଦିନ ଥରାଇବ ଜାଡ଼, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ତିନି ଦିିନ ଜାଡରେ ଥରିବ ରାଜ୍ୟ । ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି । ବାୟୁ ମଣ୍ଡଳର ତଳଭାଗରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହରେ…

ବାପା ହେଲେ ମିଳିବ ଛୁଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସରକାରୀ ଅଫିସ ହେଉ ବା ବେସରକାରୀ, ପ୍ରତ୍ୟେକ ମହିଳାଙ୍କୁ ମାତୃତ୍ଵକାଳୀନ ଅବକାଶ ଦିଆଯାଇଥାଏ । ସାଧାରଣତଃ ମାତୃତ୍ୱକାଳୀନ ଅବକାଶ ୬ ମାସ ମିଳିଥାଏ । ତେବେ ଏହି ଅବକାଶ କେବଳ ମା’ ମାନଙ୍କ ପାଇଁ । ଖୁସିର କଥା, ଏଣିକି ବାପାମାନଙ୍କୁ ବି ମିଳିବ ଏମିତି ସୁବିଧା । ଏହି…

ସଞ୍ଜିତା ଚାନୁ ଡୋପ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ: ୨ଥର ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ବିଜେତା ଭାରତର ୱେଟଲିଫ୍ଟର ଖୁମୁକଚମ ସଞ୍ଜିତା ଚାନୁ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ସେ ଏନାବୋଲିକ ଷ୍ଟେରୟଡ ଡ୍ରୋଷ୍ଟାନୋଲୋନ ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବା ପ୍ରମାଣିତ ହୋଇଛି । ସେ ଗତ ବର୍ଷ ଗାନ୍ଧୀନଗରରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ…

ଜୋଶୀମଠ ଭୂସ୍ଖଳନ ବିପଦ: ୬୦୦ ପରିବାରକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡ ଜୋଶୀମଠ ସହର ଏବେ ବିପଦରେ। ଧୀରେ ଧୀରେ ତଳକୁ ଖୁସୁଛି ସହରର ମାଟି। ଫାଟିଲାଣି ଲୋକଙ୍କ ଘର ଦ୍ୱାର। ଚିନ୍ତାରେ ଜନତା ଓ ସରକାର। ହିମାଳୟ କ୍ଷେତ୍ର ଅନ୍ତର୍ଗତ ଗାଢ଼ବାଲ ହିମାଳୟ ଉପରେ ୧୮୯୦ ମିଟର ଉଚ୍ଚାରେ ଏହି ଛୋଟିଆ ସହରର ଅବସ୍ଥିତ। ସହରର ଜନସଂଖ୍ୟା ୨୦ ହଜାରରୁ ଅଧିକ…

ଟେନସିରୁ ଅବସର ଘୋଷଣା କଲେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସର ମହାନ ମହିଳା ଖେଳାଳି ସାନିଆ ମିର୍ଜା ଆଜି ଅବସର ଘୋଷଣା କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଦୁବାଇ ଡବ୍ଲ୍ୟୁଟିଏ ୧୦୦୦ ଇଭେଂଟ ତାଙ୍କର ଶେଷ ଟୁର୍ଣ୍ଣାମେଂଟ ହେବ । ସେ ଏହାକୁ ନିଶ୍ଚିତ ଭାବେ ସ୍ମରଣୀୟ କରିବାକୁ ଚାହିଁବେ । ୩ ଥର ମହିଳା ଡବଲ୍ସ ଓ ୩ ଥର…

ଓଡ଼ିଶା ହକି ବିଶ୍ୱକପ୍‍ ପାଇଁ କେରଳ ପ୍ରଫେସର ବଶିଷ୍ଠଙ୍କ କ୍ୟାଲେଣ୍ଡର ରିଲିଜ୍‌ 

ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‍ ପାଇଁ କେରଳ ପ୍ରଫେସର ବଶିଷ୍ଠଙ୍କ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ରିଲିଜ୍‍ ହୋଇଯାଇଛି । କାଲିକଟ୍‍ ସହର ମାଲାବାର ଖ୍ରୀଷ୍ଟିଆନ୍‍ କଲେଜରେ ସେ ଇତିହାସର ଆସୋସିଏଟ୍‍ ପ୍ରଫେସର । ନାଁ ତାଙ୍କର ବଶିଷ୍ଠ । ଓଡ଼ିଶାର ଦୁଇଟି ସହରରେ ହକି ବିଶ୍ୱକପ୍‍ ଆୟୋଜିତ…

ରାଜଧାନୀରୁ ଷ୍ଟିଲସିଟିକୁ ଉଡ଼ିଲା ବିମାନ

ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ି‍ବ ବିମାନ। ଭିଡିଓ କନଫରେନ୍ସିଂରେ ଆଜିର ଶୁଭାରମ୍ଭ କକରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ସବୁଜ ପତାକା…

ଢୁଳେଇ ପଡ଼ିଲେ ଡ୍ରାଇଭର, କାନ୍ଥରେ ପିଟି ହେଲା ବସ୍

କୋଟାୟାମ: ସାବରୀମାଳା ମନ୍ଦିର ଶ୍ରାଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଦର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧.୩୦ ମିନିଟ ସମୟରେ କେରଳ କୋଟାୟାମର ପାଲା ସ୍ଥିତ ମନାଥୁରରେ ଏହି ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ବସ୍‌ଟି କାନ୍ଥରେ…

ଦାନ୍ତରେ ଟାଣି ଟାଣି ନେଲେ ୧୫ ହଜାର ୭୩୦ କିଲୋର ଟ୍ରକ୍… ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ : ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ନିଜର ଅନ୍ତର୍ନିହିତ ଶାରୀରିକ କ୍ଷମତା ପ୍ରଦର୍ଶନ କରି ଲୋକଙ୍କୁ ଆକର୍ଷିତ କରିଥାଆନ୍ତି । ତାଙ୍କର ଏପରି କୌଶଳ କୌଣସି ସୁପର ହିରୋଠାରୁ ବି କମ୍‌ ନ ଥାଏ । ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।…