ରଣଜୀ ଟ୍ରଫି: ଶାନ୍ତନୁଙ୍କ ଦ୍ୱିଶତକ, ଓଡିଶାକୁ ୩ ପଂଏଟ
କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଟାଙ୍ଗୀସ୍ଥିତ ଡ୍ରିମସ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା-ନାଗାଲାଣ୍ଡ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଶାନ୍ତନୁ ମିଶ୍ର ଚମତ୍କାର ଅପରାଜିତ ଦ୍ୱିଶତକ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବା…