Latest Odisha News

BREAKING NEWS

ଜମ୍ମୁରେ ମୁତୟନ ହେବେ ୧୮୦୦ CRPF ଯବାନ

ଶ୍ରୀନଗର: ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସିଆରପିଏଫ୍ ପକ୍ଷରୁ ଅତିରିକ୍ତ ୧୮ କମ୍ପାନୀ ଜମ୍ମୁକାଶ୍ମୀରରେ ମୁତୟନ ହେବେ । ନିକଟରେ ରାଜୌରିରେ ଆତଙ୍କବାଦୀ ଦୁଇଥର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଲଗାତାର ଦୁଇ ଦୁଇ ଥର ସାଧାରଣ…

ଆରପାରିରେ ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର

ଭଦ୍ରକ : ଆଉ ନାହାଁନ୍ତି ଭଦ୍ରକର ବରିଷ୍ଠ ଅଧିବକ୍ତା ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ସେ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନରେ…

କାଲି ଲଞ୍ଚ ହେବ 5G: କେତେ ରହିଛି ପ୍ରାଇସ ଏବଂ କେମିତି ପାଇବେ ସୁବିଧା

ଭୁବନେଶ୍ଠର: ଆସନ୍ତାକାଲିଠାରୁ ଓଡ଼ିଶାରେ ଲାଗି ହେବ ୫ଜି ସେବା । 5G ସେବା ପାଇବା ପାଇଁ ଚାହିଁ ରହିଥିବା ଉପଭୋକ୍ତାମାନଙ୍କ ସ୍ୱପ୍ନ ପୂରଣ ହେବ । ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭୁବନେଶ୍ୱର ସୋଆ କ୍ୟାମ୍ପସ-୨ରେ ଏହାର ଉଦ୍ଘାଟନ…

ବିଜେବି ଜୁନିଅର କଲେଜରେ ତୁମୁଳକାଣ୍ଡ; ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହାତାହାତି

ଭୁବନେଶ୍ୱର:  ବିଜେବି ଜୁନିଅର କଲେଜରେ ତୁମୁଳକାଣ୍ଡ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହାତାହାତି । ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କଲେ ସିନିୟର । ଆକ୍ରମଣର ଶିକାର ଛାତ୍ର ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି । ମାରପିଟ୍ ର ଭିଡିଓ ଏବେ ଭାଇରାଲ ହେବାରେ…

ସର୍କସରେ ଚାଲିଥିଲା ବାଘଖେଳ, ପଛପଟୁ ଟ୍ରେନରଙ୍କୁ ମାଡ଼ି ବସିଲା ଆଉ ଏକ ବାଘ

ଚାଲିଥିଲା ସର୍କସ  । ଦର୍ଶକ ମଜ୍ଜି ଯାଇଥିଲେ । ତାଳିମାଡରେ କମ୍ପୁଥିଲା ପରିବେଶ । ହଠାତ୍ ଘଟିଲା ଭୟଙ୍କର କାଣ୍ଡ । ବାଘକୁ ନେଇ ଖେଳ ଦେଖାଉଥିଲେ ଜଣେ ଟ୍ରେନର । ହଠାତ ବାଘଟି  ଆସିଲା ଆଉ ଟ୍ରେନରଙ୍କ ଗୋଡକୁ କାମୁଡି ଧରିଲା । ଆଉତା ପରେ ହସଖୁସିରେ ଉଛୁଳି ପଡୁଥିବା ପଡିଆ ଥରି ଉଠିଲା…

‘ରତ୍ନଭଣ୍ଡାର ଲୁଟ ହୋଇଛି ଜାଣି ସରକାର ମରାମତି କରୁନାହାନ୍ତି’

ପୁରୀ: ରତ୍ନ ଭଣ୍ଡାର ଲୁଟ ହୋଇଛି । ଏକଥା ସରକାର ଜାଣିଛନ୍ତି । ତେଣୁ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏମିତି କହି ସରକାରଙ୍କ ଉପରେ ବର୍ଷିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ପୁଣି ତେଜିଛି ରତ୍ନଭଣ୍ଡାର ପ୍ରସଙ୍ଗ। ଆସନ୍ତାକାଲି ହାଇକୋର୍ଟରେ…

ତୁନିଶାଙ୍କ ସହ ମିଷ୍ଟ୍ରିମ୍ୟାନ୍‌ ! ଭାଇରାଲ୍‌ ଭିଡିଓକୁ ନେଇ ଉଠିଲା ପ୍ରଶ୍ନ ?

ମୁମ୍ବାଇ : ତୁନିଶା ମୃତ୍ୟୁ ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଗତ ଡିସେମ୍ବର ୨୪ ତାରିଖରେ ତୁନିଶା ଶର୍ମା ଆତ୍ମହତ୍ୟା କରିଥିଲେ ।ତୁନିଶାଙ୍କ ମୃତ୍ୟୁ ପରଠାରୁ ତାଙ୍କ ପୂର୍ବତନ ପ୍ରେମିକ ତଥା ଅଭିନେତା ଶିଜାନ-ଖାନ୍‌ ଜେଲରେ ରହିଛନ୍ତି । କିନ୍ତୁ ତୁନିଶାଙ୍କ ମୃତ୍ୟୁ ମାମଲାରେ ଦିନକୁ…

ମୁଁ ତୋ ଭାଇ..ମୁଁ ଥିଲେ ତୋର ଚିନ୍ତା ନାହିଁ.. ଭାଇରାଲ ହେଲା ଭାଇଭଉଣୀ ସ୍ନେହର ଭାବବିହ୍ୱଳ ଭିଡିଓ

ମୁଁ ତୋ ଭାଇ…କେବେ ଖରା କେବେ ଛାଇ । ମୁଁ ଥିଲେ ତୋର ଭୟ ନାହିଁ । ଭାଇ ସବୁବେଳେ ଏମିତି । ରାଗିଗଲେ ଗାଳି ଦି ସିନା, କୁନି ଭଉଣୀର ଶୁଖିଲା ମୁହଁ ଦେଖିଲେ କୋଳେଇ ନିଏ । ଏ ବି ଭାଇଟିଏ । ବୟସ ବହୁତ ବେଶି ନ ହେଲେ ବି କୁନି ଭଉଣୀର ସେ ବଡ ଭାଇ ।ତେଣୁ  କୁନି ଭଉଣୀକୁ ଆଞ୍ଚ ଆଣିବାକୁ ସେ ଦେବ…

ଚିଙ୍ଗୁଡ଼ି ଘେରିରେ ଫସିଥିଲା ପାଣିକୁଆ, ପକ୍ଷୀଗଣନାକାରୀ ଉଦ୍ଧାର କରିବା ପରେ ଉଡିଗଲା ଦୂର ଆକାଶକୁ

ଖୋର୍ଦ୍ଧା: ବନ୍ଦୀ ଜୀବନରୁ ମୁକ୍ତ ହେଲା ପାଣି କୁଆ । ଖୋଲା ଆକାଶରେ ଉଡ଼ିଗଲା । ଉଡିଗଲା ଦୂରକୁ, ବହୁ ଦୂରକୁ । ବନ୍ଦୀ ଥିବାର ଦୁଃଖକୁ ଭୁଲିଗଲା । ଯଦି ପକ୍ଷୀଗଣନାକାରୀ ଆସିନଥାନ୍ତେ, ସତରେ ସେ କଣ ମୁକୁଳୁପାରିଥାନ୍ତା । ଆଉ ଖୋଲା ଆକାଶରେ ଉଡ଼ିବାର ମଜା ପୁଣି କଣ ପାଇଥାନ୍ତା । ମନେ ମନେ…