Latest Odisha News

BREAKING NEWS

ମତୁଆଲା ହେଲା ସହର, ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ପିଇ ଗଲେ ୯କୋଟି ଟଙ୍କାର ମଦ

ଲକ୍ଷ୍ନୌ: ନୂଆ ବର୍ଷରେ ମତୁଆଲା ହେଲା ସହର। ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ପିଇ ଗଲେ ୯ କୋଟି ଟଙ୍କାର ମଦ। ଉତ୍ତର ପ୍ରଦେଶର ନୋଏଡ଼ା ସହରରେ ନୂଆ ବର୍ଷ ପାଳନ ବେଳେ ୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଯାହା ଗତ ବର୍ଷ ତୁଳନାରେ ୨୩ ଗୁଣା ଅଧିକ। ସେହିପରି ପୂରା…

ଲଞ୍ଚ୍ ହେବାର ୪ ଦିନ ପରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାପଥର ମାଡ଼; ଭାଙ୍ଗିଲା ଡୋର୍ କାଚ, ଯାତ୍ରୀ…

କୋଲକାତା: ଲଞ୍ଚ୍ ହେବାର ୪ ଦିନ ପୂରିଛି କି ନାହିଁ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାପଥରମାଡ଼ କରାଯାଇଛି। ସୋମବାର ହାଉଡ଼ାରୁ ଫେରିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଝରକା କାଚ ଭାଙ୍ଗିବା ସହ ଟ୍ରେନ୍‌ ବଗିରେ ପଥରମାଡ଼ର ଦାଗ ରହିଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ମାଲଦା…

ବଜେଟ୍ ଅଧିବେଶନକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଇରଙ୍ଗପୁରପୁରରୁ ରାଇସିନା ହିଲ୍ ଯାଇ ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁ । ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ମହାମହିମ ମୁର୍ମୁ  । ପ୍ରଥମ ଥର ପାଇଁ ସେ ଆଗାମୀ ବଜେଟ୍ ଅଧିବେଶନକୁ ଉଦଘାଟନ କରିବାକୁ ଯାଉଛନ୍ତି । ଜାନୁଆରୀ…

ବଦଳିଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ନାଁ: ନୂଆ ନାଁ ଘୋଷଣା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ବଦଳିଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ନାଁ। ଗୁଜୁରାଟର ଅହମଦାବାଦରୁ ଦିଲ୍ଲୀ ଯାତାୟତ କରୁଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ନାଁ ପରିବର୍ତ୍ତନ କରାଯାଇ ‘ଅକ୍ଷରଧାମ ଏକ୍ସପ୍ରେସ’ ରଖାଯାଇଛି। ସୋମବାର ଏହି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।…

ଜିଲ୍ଲା ହସିପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଷଡଙ୍ଗୀ; ଏମ୍ସକୁ ସ୍ଥାନାନ୍ତର

ବାଲେଶ୍ୱର : ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବେ ଆଇସିୟୁରୁ ବାହାରିଛନ୍ତି । ତାଙ୍କୁ ଏଫ୍ ଏମ୍ ହସପିଟାଲରୁ ତାଙ୍କୁ ଭୁବନେଶ୍ୱର ଏମସକୁ ରେଫର କରାଯାଇଛି । ନିମୋନିଆରୁ ଅସୁସ୍ଥ ହୋଇ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେତେବେଳେ ମୋର ପରିଚୟ ହୋଇଥିଲା ଜଣେ କର୍ମଜୀବୀ ମହିଳାଙ୍କ ସହ । ଖାଲି ପରିଚୟ କହିଲେ ଉଚିତ ହେବ ନାହିଁ ; ସେତେବେଳର ଆଧାର ବିହୀନ ମୋର ଦୁଇ ଥରିଲା ପାଦ ପାଇଁ ମହିଳା ଜଣକ ଥିଲେ ଶକ୍ତ ଚଟାଣ ଭଳି । ତାଙ୍କ ଆଶ୍ରୟକୁ…

କବିତା : ସମୀକ୍ଷା

ସୁଜାତା ମିଶ୍ର କିଛି ଯିବା ପୂର୍ବରୁ ନେଇ ଆସିଥାଏ ପ୍ରାପ୍ତି ଆଉ ଅପ୍ରାପ୍ତିର ହିସାବ ନିକାଶ.., ଅନେକ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ସ୍ବପ୍ନ ..ସାଉଁଟି ଆଣି ଥିବା ଅନ୍ତରଙ୍ଗ କିଛି ସୁଖ.. ହଜିଲା ପାଦ ଚିହ୍ନର ଛାପ.. ଝରି ଝାଉଁଳି ଯାଇଥିବା ମୁହୂର୍ତ୍ତର ଅନୁଭୂତି... ଲୋଟି…

ଭାଷା ଭାଗବତ : ଜ୍ଞାନର ଆଲୋକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ଚଳେନି ଆପେ ଆପେ ଶବ୍ଦ, ଅକ୍ଷର କଲେ ବ୍ୟାପେ ଲୋକେ କରଂତି ବ୍ୟବହାର ଶୁଭେ ଓ ଦିଶେ ଅଂତଃସ୍ବର ଭାଷା ମୂଳତଃ ଲୋକାଶ୍ରୟୀ ଚଳଇ ତାଂକ ଅନୁଯାୟୀ କ୍ଷଣ କ୍ଷଣକେ ହୁଏ ଆନ ଚଳେନି ବିଧି କି ବିଧାନ ଭାଷାର ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ଭିତର ବେଢାରେ ମା' ଲଷ୍ମୀଙ୍କ, ଦର୍ଶନ କାଳରେ ଆମେ ମା'ଙ୍କ ବିଗ୍ରହ, ମନ୍ଦିର, ପୂଜା ନୀତି ଇତ୍ୟାଦି ବିଷୟରେ କିଛି କିଛି ଅବଗତ ହୋଇ ସାରିଲେଣି। ଏବେ…

ରାଜ୍ୟ ଫରେନସିକ ଲ୍ୟାବ ଉପରେ ନାହିଁ ଇଡିର ଭରସା, ନିଜ ଏକ୍ସପର୍ଟଙ୍କ ଜରିଆରେ ତଦନ୍ତ କରିବ!

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାର ସମସ୍ତ ରହସ୍ୟ ସେ ବ୍ୟବହାର କରୁଥିବା ମୋବାଇଲ, ଲାପଟପ ଆଦିରେ ଲୁଚି ରହିଛି। ଯଦିଓ କମିଶନରେଟ ପୋଲିସ ଏହି ସବୁ ଜବତ କରି ରାଜ୍ୟ ଫରେନସିକ ଲ୍ୟାବକୁ ପଠାଇଥିଲା। ହେଲେ ରିପୋର୍ଟରେ ଆଶା ଅନୁଯାୟୀ ସେଭଳି କିଛି ରିପୋର୍ଟ ନଆସିବାପରେ ଫରେନସିକ ଲ୍ୟାବକୁ…