ମାଆ ଗାଳିଦେଲେ ବୋଲି ଘର ଛାଡି ପଳେଇଥିଲେ ଜାହୀଦ, ୫୨ ବର୍ଷ ପରେ ଫେରିଲେ
ମୁରାଦାବାଦ: କୋତବାଲୀର ତେବରଖାସ ଗ୍ରାମର ବାସିନ୍ଦା ଜାହୀଦ ଅଲୀ ୫୨ ବର୍ଷ ପରେ ଘରକୁ ଫେରିଛନ୍ତି । ପରିବାରବର୍ଗଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି । ଜାହୀଦଙ୍କୁ ୧୮ ବର୍ଷ ହୋଇଥିବା ବେଳେ କୌଣସି କାରଣ ନେଇ ତାଙ୍କ ମାଆ ବିରକ୍ତ ହୋଇଥିଲା । ଜାହୀିଦ ରାଗ ଓ ଅଭିମାନରେ ଘର ଛାଡି ଗଲେ ଯେ,…