Latest Odisha News

BREAKING NEWS

କୋଭିଡ୍ ନାଜାଲ୍ ଭ୍ୟାକ୍ସିନ ଇଙ୍କୋଭାକ୍ ପାଇଁ ସ୍ଲଟ : କୋଓ୍ୱିନ ପୋର୍ଟାଲରେ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଜାନୁଆରୀରୁ ଘରୋଇ ସ୍ତରରେ ମିଳିବ ନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍ । ଯାହାର ମୂଲ୍ୟ ରହିବ ୮୦୦ ଟଙ୍କା । ତା ସହିତ ଟ୍ୟାକ୍ସ ବି ଦେବାକୁ ପଡିବ । କୋଓ୍ୱିନ ପୋର୍ଟାଲରେ ଏବେ ସ୍ଲଟ ବୁକିଂ ଆରମ୍ଭ ହେଲାଣି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍…

ବିଜେପିର ୨୦୨୪ ବ୍ଲୁ-ପ୍ରିଣ୍ଟ, କି ମନ୍ତ୍ର ଦେବେ ନଡ୍ଡା ?

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାର ୨୧ଲୋକସଭା ଆସନରୁ ୮ଟି ହାତେଇ ଥିଲା । ୨୪ରେ ସେହି ସଂଖ୍ୟା ବଢ଼ାଇବାକୁ ଗୋଟି ଚାଳନା ଆରମ୍ଭ କରିଛି ବିଜେପି । ୩ ମାସ ବ୍ୟବଧ୍ୟାନରେ ଜେପି ନଡ୍ଡା ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ଜେପି ନଡ୍ଡା କନ୍ଧମାଳ ଓ…

ପ୍ରଥମ ପ୍ରେମକୁ କିଏ ବା ଭୂଲିପାରେ, ପୁଣି ଚର୍ଚ୍ଚାରେ ସଲମାନ-ସଙ୍ଗୀତା

ମୁମ୍ବାଇ: ପ୍ରଥମ ପ୍ରେମକୁ କିଏ ବା ଭୂଲିପାରେ । ସେ ଶିହୀରଣ ଓ ଉନ୍ମାଦନା ସବୁବେଳେ ମନରେ ଚଂଚଳତା ସୃଷ୍ଟି କରିଥାଏ । ଆଉ ଏଥିରୁ ଭାଇଜାନ ସଲମାନ ଖାଁ ବା କିପରି ବାଦ ପଡିଥାନ୍ତେ । ସଲମାନଙ୍କ ୫୭ତମ ଜନ୍ମ ଦିବସ ପାଳନ ଅବସରରେ ଏକ ଭବ୍ୟ ପାର୍ଟିର ଆୟୋଜନ କରାଯାଇଥିଲା । ବହୁତ ବଡ ବଡ ଷ୍ଟାର…

ରାୟଗଡା ଛାଡିଲେ ୨ ପର୍ଯ୍ୟଟକ, ଏମ୍ୱାସୀରୁ ଡକ୍ୟୁମେଣ୍ଟ ଆସିବାକୁ ଥିଲା ଅପେକ୍ଷା

ରାୟଗଡା: ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ତନାଘନା ଜାରି ରହିଛି । ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ୨୨ତାରିଖରେ ଜଣେ ଓ ୨୫ ତାରିଖରେ ଆଉ ଜଣେ ଋଷୀୟଙ୍କ ମୃତ୍ୟୁ । ପାଭେଲ ଆଣ୍ଟୋଭ ସାଙ୍ଗଙ୍କ ମୃତ୍ୟୁରେ ଭାଙ୍ଗିପଡିଥିଲେ । ସେ ଡିପ୍ରେସନରେ ଥିଲେ ବୋଲି କହିଛନ୍ତି ହୋଟେଲ ମ୍ୟାନେଜର ।…

ରୁଷରୁ ରାୟଗଡ଼ା…ସଂଯୋଗ ନା ସୁପରିକଳ୍ପିତ ଷଡଯନ୍ତ୍ର ?

ଭୁବନେଶ୍ୱର:ରୁଷରୁ.. ରାୟଗଡା । ଜନ୍ମଦିନ ପାଳନରୁ. ଜୀବନ ଯିବା ସଂଯୋଗ ନା ସୁପରିକଳ୍ପିତ ? ଜନ୍ମଦିନ ପାଳନ ପାଇଁ ରାୟଗଡାକୁ କାହିଁକି ବାଛିଥିଲେ ଏଇ ରୁଷୀୟ ନାଗରିକ ?  ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନା ଏହା ପଛରେ ରହିଛି ଷଡଯନ୍ତ୍ର ? ଯଦି ଆତ୍ମହତ୍ୟା, ତେବେ  ବୁଲିବାକୁ ଆସି ଏମିତି ଚରମ…

ବୟକଟ ଟ୍ରେଣ୍ଡ ଭିତରେ ଶାହାରୁଖଙ୍କ ଉପରେ ଲାଗିଛି ୭୦୦ କୋଟିର ବଜେଟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସତେ ଯେପରି ବଲିଉଡରେ ତାଙ୍କ ଅଭିଶାନ ଲାଗିଯାଇଛି । ଗୋଟିଏ ପରେ ଗୋଟିଏ ବିଗ ବଜେଟ ଫିଲ୍ମ ଧରାଶାୟୀ ହେବାରେ ଲାଗିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୟକଟ ଗ୍ରୁପ । ରିପୋର୍ଟ ମୁତାବକ ୨୦୨୩/୨୪ରେ ଶାହାରୁଖଙ୍କ ୩ଟି ବଡ…

ଝିଅର ଅଶ୍ଳିଳ ଭିଡିଓକୁ ବିରୋଧ କରିବାରୁ ବିଏସଏଫ ଯବାନଙ୍କୁ ମାରିଦେଲେ, ୭ଜଣ ଗିରଫ

ଗୁଜରାଟ : ଝିଅର ଅଶ୍ଳିଳ ଭିଡିଓ ଭାଇରାଲ ହେବାରୁ ଅଟକାଇବାରୁ ଜଣେ ବାପାଙ୍କୁ ଜୀବନ ହାରିବାକୁ ପଡିଛି । ଗୁଜରାଟରେ ଏପରି ଘଟଣା ଏବେ ଲୋକଙ୍କୁ ହତୋଚକିତ କରିଛି । ମୃତ ବ୍ୟକ୍ତି ଜଣକ ଜଣେ ବିଏସଏଫ ଯବାନ । ପୋଲିସ ଏହି ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ସପ୍ତାହ ନାଦିଆଦ୍ ଠାରେ…

ପୁସ୍ତକ ପରିଚୟ : ଛୋଟ ଛୋଟ କଥାରେ ଈଶ୍ବର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ଛୋଟ ଛୋଟ କଥାରେ ଇଶ୍ବର : ଏକ ଆଲ୍ହାଦିତ ଅନୁଭବ କବିତା ବହି : ଛୋଟ ଛୋଟ କଥାରେ ଈଶ୍ୱର କବୀ : ଶୈଳବାଳା ମହାପାତ୍ର ପ୍ରକାଶକ : ପକ୍ଷୀଘର ପ୍ରକାଶନୀ ପ୍ରଥମ ପ୍ରକାଶ :୨୦୨୧ ପୃଷ୍ଠା ସଂଖ୍ୟା : ୧୦୮ ମୂଲ୍ୟ : ୧୨୦ ଟଙ୍କା ସମକାଳୀନ ଓଡ଼ିଆ…

ସ୍ୱଳ୍ପ ଗଳ୍ପ : ସ୍ୱର୍ଗରାଜ୍ୟର ବୃକ୍ଷ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୯  ବର୍ଷ ଶେଷ । ବଡଦିନ । ଶୀତ ର ଜାଡରେ ଥୁରୁଥୁରୁ ସମୟ । ପବିତ୍ର ଉଲ୍ଲାସ ଆଉ ଉଦ୍ଦୀପନାରେ ପ୍ରଭୂ ଯୀଶୁଙ୍କର ଧରାବତରଣ । ଆଉ ଏହି ପବିତ୍ର ଉତ୍ସବ କୁ ଅତ୍ୟନ୍ତ ପରିପାଟି କରି ପାଳନ କରିବାର ଆୟୋଜନ ହୁଏ ପୃଥିବୀ…

ଜଗନମୋହନ ରେଡ୍ଡି ଦେଶର ଧନୀ ମୁଖ୍ୟମନ୍ତ୍ରୀ, ତୃତୀୟ ଧନୀ ନବୀନ

ନୂଆଦିଲ୍ଲୀ: କିଏ ଦେଶର ଧନୀ ମୁଖ୍ୟମନ୍ତ୍ରୀ ? କିଏ ଗରିବ ? କାହାର ଅଛି କେତେ ସମ୍ପତି ?  କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ?  ଏ ପ୍ରଶ୍ନ ହୁଏତ ସମସ୍ତଙ୍କ ମନରେ ଥିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ।  ଆନ୍ଧ୍ର…