Latest Odisha News

BREAKING NEWS

ସୁରକ୍ଷାରେ ରହିବ ତାଳଚେର, ଲାଗିବ ୧୨୩ଟି ସିସିଟିଭି କ୍ୟାମେରା

ତାଳଚେର : ସୁରକ୍ଷା ବଳୟ ଭିତରେ ରହିବ ତାଳଚେର । ଲାଗିବ ୧୨୩ଟି ସିସିଟିଭି କ୍ୟାମେରା । କୋଇଲା ଚୋରି ଓ ଡ଼କାୟତି ରୋକିବା ପାଇଁ ଠୋସ୍ ପଦକ୍ଷେପ । ଗାଡ଼ିମଟର ଚଳାଚଳ ଉପରେ ରହିବ କଡ଼ା ନଜର । ଖୁବ୍ ଶୀଘ୍ର ସିସିଟିଭି କାର୍ଯ୍ୟକ୍ଷମ ହେବ ବୋଲି ମତ ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

ହିନ୍ଦୀ ଶିକ୍ଷକଙ୍କ ଘରେ ମଦ ଫ୍ୟାକ୍ଟ୍ରି

ବ୍ରହ୍ମପୁର:ପେଶାରେ ହିନ୍ଦୀ ଶିକ୍ଷକ। ହେଲା ଘରେ କରିଥିଲେ ଦେଶୀ ମଦ ଫ୍ୟାକ୍ଟ୍ରି। ଦୀର୍ଘ 15 ବର୍ଷ ଧରି ଏହି ବ୍ୟବସାୟ କରି ପୋଲିସ ଓ ଅବକାରି ବିଭାଗର ଅଧିକାରୀମାନେ ସୁରାକ୍ ପାଉନଥିଲେ।ଶେଷରେ ଅବକାରୀ ଗୁଇନ୍ଦା ବିଭାଗ ଏଏସଆଇ ସୁରେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ଶନିବାର ମଦ ବିକ୍ରି କରୁଥିବା…

ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ ପାଇଁ ଝାରପଡା ଜେଲରେ କମିଶନରେଟ ପୋଲିସ

ଭୁବନେଶ୍ୱର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗର ହସ୍ତାକ୍ଷର ସଂଗ୍ରହ କଲା କମିଶନରେଟ ପୋଲିସ । ଏଥିପାଇଁ  ଝାରପଡା ଜେଲ ଯାଇଥିଲା କମିଶନରେଟ ପୋଲିସ ।  କମିଶନର ପୋଲିସର ଏକ ସ୍ୱତନ୍ତ୍ର ଟିମ ଝାରପଡା ଜେଲକୁ  ଯାଇ ହସ୍ତାକ୍ଷର ସଂଗ୍ରହ କରିଛି । ହସ୍ତାକ୍ଷର ସଂଗ୍ରହ ପରେ  ଅର୍ଚ୍ଚନାଙ୍କ ଘରୁ…

ବିଦାୟ ୨୦୨୨ : ପ୍ରେମରେ ମିଳିଲା ପ୍ରତାରଣା, ମୃତ୍ୟୁର ରାସ୍ତା ଥିଲା ଶେଷ ଠିକଣା

ଭୁବନେଶ୍ୱର : ସରି ସରି ଆସୁଛି ବର୍ଷ ୨୦୨୨ । ଅନେକ ଆଶା ସୁନେଲି ସ୍ୱପ୍ନର ସହିତ ଆସିବ ବର୍ଷ ୨୦୨୩ । ଆସନ୍ତା ବର୍ଷରେ ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ । ହେଲେ ଚଳିତ ବର୍ଷ କିଛି ଏପରି ଘଟିଯାଇଛି ଯାହକୁ ନାଁ କେବେ ଭୁଲି ହେବ ନାଁ ଚାହିଁଲେ ମନରୁ ପାଶୋରି ହେବ । ସମଗ୍ର ଦେଶବାସୀଙ୍କୁ ଥରାଇ…

ନ୍ୟୁୟର୍କରେ ବମ୍ବ ସାଇକ୍ଲୋନ: ମାଇନସ ୪୫ ଡିଗ୍ରୀକୁ ଖସିଲା ତାପମାତ୍ରା

ଶିକାଗୋ: ଆମେରିକାରେ ବଡ ସମସ୍ୟା ସୃଷ୍ଟି କରୁଛି ବମ୍ବ ସାଇକ୍ଲୋନ । ରାସ୍ତାଘାଟ ଏବେ ଶୂନଶାନ । ତୁଷାର ଝଡକୁ ହ୍ରାସ ତାପମାତ୍ରା ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଶନିବାର ଏ ନେଇ ନ୍ୟୁୟର୍କରେ ଏର୍ମଜେନ୍ସି ଘୋଷଣା କରାଯାଇଛି । ପଶ୍ଚିମ ମୋଂଟାନା ରାଜ୍ୟରେ ତାପମାତ୍ରା ମାଇନସ ୪୫…

ବଜାରରେ ମିଳିଲା ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍, ଟିକା ନେବାର ପ୍ରକ୍ରିୟା ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: କୋଭିଡ୍ ୧୯ ଭାରିଆଣ୍ଟ ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍  । ଏବେ ଘରୋଇ  ସଂସ୍ଥାରେ ମିଳିବ ଇଙ୍କୋଭାକ୍ । ୧୮ ବର୍ଷ କିମ୍ୱା ତଦୁର୍ଦ୍ଧ୍ୱ ବୟସ୍କ ଇଙ୍କୋଭାକ୍ ନାଜାଲ୍ ଡୋଜ୍ ନେଇପାରିବେ ।…

ଅକ୍ସିଜେନ ପ୍ରସ୍ତୁତ ରଖିବା ଓ ଚୀନ ଫେରନ୍ତାଙ୍କ କୋଭିଡ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟଗୁଡିକୁ ୬ ସୂତ୍ରୀ ଆଜଭାଇଜରୀ ଜାରି କରିଛି । କୋଭିଡ୍ ପାଇଁ ପ୍ରସ୍ତୁତ ରହିବାକୁ ଅକ୍ସିଜେନ ଷ୍ଟକ ରଖିବାକୁ ନିର୍ଦ୍ଦେଶ ରହିଛି । ଚୀନ ଓ ଜାପାନ ଫେରନ୍ତାଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଭାରତରେ BF.7 ଭାରିଆଣ୍ଟ…

ଆମ୍ବୁଲାନ୍ସ ପାଇଁ ଅଟକିଲା ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ:ମହାନତା ଦେଖାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି  । ଆମ୍ବୁଲାନ୍ସକୁ ଦେଖି ଭାରତ ଯୋଡୋ ଯାତ୍ରାକୁ ଅଟକାଇଲେ ।  ଆମ୍ବୁଲାନ୍ସକୁ ବାଟ ଛାଡିଦେଲେ । ଆମ୍ବୁଲାନ୍ସକୁ ଛାଡ଼ିବା ପାଇଁ କିଛି ସମୟ ପର୍ଯ୍ୟନ୍ତ ସେ ରାସ୍ତରେ ଅଟକି ରହିଲେ । ନିଜ ସାଥୀ ଯାତ୍ରୀଙ୍କୁ ମଧ୍ୟ ଆମ୍ବୁଲାନ୍ସକୁ …

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଗସ୍ତ ଓ ବିଭିନ୍ନ ପ୍ରକଳ୍ପ ଉନ୍ନତିକରଣର ସମୀକ୍ଷା

ପୁରୀ : ମା  ମଙ୍ଗଳା  ପୀଠର ଉନ୍ନତିକରଣ କାମ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି. କେ. ପାଣ୍ଡିଆନ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି । ପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ହେବ । ସେହିପରି ଶ୍ରୀ ଜଗନ୍ନାଥ  ମେଡିକାଲ  କଲେଜ ହସପିଟାଲ କାମ ବି ଜୁନ ୨୦୨୩ ସୁଦ୍ଧା ଶେଷ…

ମୋ ନମ୍ବର ଯାହା ଥିଲା ସେଇଆ ରହିଛି-ସୋନୁ ସୁଦ

ନୂଆଦିଲ୍ଲୀ: ଡରାଇଲାଣି କରୋନା । ପଡୋଶୀ ଚୀନରେ ଏହାର ଭୟଙ୍କର ରୂପ ଦେଖିବା ପରେ ମନେ ପଡ଼ି ଯାଉଛି ସେଦିନର ଭୟଙ୍କର ଅନୁଭୂତି । ସଟଡାଉନ..ଲକଡାଉନ.. । ଖାଦ୍ୟର ଅଭାବ..ଘର ଅଭାବ.. ଅର୍ଥ ଅଭାବ । ତା ଭିତରେ ଯାନବାହନ ଠପ୍ । ଏସବୁ ନାହିଁ ନାହିଁ ଭିତରେ ଜୀବନ ଅଟକି ଯାଇଥିବା କଥା ମନେ ପଡିଲେ…