ରଣଜୀ ଟ୍ରଫି: ପୁନର୍ବାର ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ
ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ୧ ମୁକାବିଲାରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ସୁବିଧାଜନକ ସ୍ଥିତିରେ ରହିଛି । ପ୍ରଥମ ଇନିଂସରେ ୨୬୪ ରନ ପଛରେ ଥିବା ଓଡିଶା ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୪…