Latest Odisha News

BREAKING NEWS

ଯେତେ ଖୋଳୁଛି, ସେତେ ପାଉଛି ଭିଜିଲାନ୍ସ: ଇଡକଲ୍ ଏମଡିଙ୍କ ଅମାପ ସମ୍ପତ୍ତି

ଭୁବନେଶ୍ୱର : ଯେତେ ଖୋଳୁଛି, ସେତେ ବାହାରୁଛି । ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ପୁଳା ପୁଳା ଗହଣା । ଗଣି ଗଣି ଭିଜିଲାନ୍ସ ବି ନୟାନ୍ତ । ଦେଢ କେଜିରୁ ଅଧିକ ସୁନା ଓ ସାଢେ ୬ କେଜିରୁ ଅଧିକ ରୁପା…

ଆଇପିଏଲ ଭାଲ୍ୟୁରେ ବୃଦ୍ଧି

ନୂଆଦିଲ୍ଲୀ: ଇଣ୍ଡ୍ରିଆନ ପ୍ରିମିୟର ଲିଗର ବ୍ରାଣ୍ଡ ଭାଲ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ତୁଳନାରେ ଏହାର ବ୍ରାଣ୍ଡ ଭାଲ୍ୟୁ ୭୫ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୧ରେ ଏହି ଲୋକପ୍ରିୟ ଟି୨୦ ଲିଗରେ ୨ଟି ଟିମ ଲକ୍ଷ୍ନୌ ସୁପରଜ୍ୟାଂଟସ ଓ…

ବିଲ୍ ପାସ୍ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଯନ୍ତ୍ରୀ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ । ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଠିକା କାମର ବିଲ୍ କରାଇ ଦେବା ଲାଗି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ…

ରାଜ୍ୟର ଏହି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ

ଭୁବନେଶ୍ୱର: ବୁଧବାର ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ୯ଟା ୪୬ ସମୟରେ ୫ରୁ ୬ ସେକେଣ୍ଡ ଧରି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ମୃଦୁ ଭୂମିକମ୍ପର ତୀବ୍ରତା ୩.୪ ମାଗ୍ନିଚ୍ୟୁଡ୍ ରହିଥିଲା । ଭୂମିକମ୍ପ ୫ କିଲୋମିଟର ଗଭୀରରେ ହୋଇଥିବା ଜଣାପଡ଼ିଛି ।…

ସ୍ମରଣୀୟ ହେବ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ

କଟକ : ସ୍ମରଣୀୟ ହେବ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ସେଥିପାଇଁ ବସିଥିଲା ପ୍ରସ୍ତୁତି ବୈଠକ ।  ଷ୍ଟାଡିଅମର ସୌନ୍ଦଯ୍ୟକରଣ, ଟ୍ରାଫିକ ବ୍ୟବସ୍ଥା , ପରିମଳ , ଜଳ ଯୋଗାଣ ଇତ୍ୟାଦି କିପରି କରାଯିବ ସେ ସବୁ ଦିଗକୁ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୖେଠକରେ ଆଲୋଚନା ହୋଇଯାଇଛି । ଵାରଵାଟୀରେ…

ନୂଆ ବର୍ଷରୁ ଆସିବ ୧୦୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ନୂଆ ବର୍ଷରେ ଆସିବ ନୂଆ ନୋଟ୍‌  । ସେ ପୁଣି ୧୦୦୦ ଟଙ୍କିଆ ନୋଟ୍‌  । ବଜାରକୁ ୧୦୦୦ ଟଙ୍କିଆ ନୋଟ୍ ଆସିବା ନେଇ ଚାଲିଛି ଚର୍ଚ୍ଚା। ସୂଚନା ଅନୁଯାୟୀ, ବଜାରକୁ ୧୦୦୦ ଟଙ୍କିଆ ନୋଟ୍‌ ଆଣିବା ପାଇଁ ଲୋକମାନେ ଦାବି କରି ଆସୁଥିଲେ  । ତେବେ କେନ୍ଦ୍ର ସରାକର ୨୦୦୦ ଟଙ୍କା ନୋଟ୍…

ଜଣେ ବୋକାକୁ ଦାୟିତ୍ୱ ଦେଇ ଖୁବ୍‌ ଶୀଘ୍ର ଛାଡ଼ିଦେବି ସିଇଓ ପଦ : ଏଲନମସ୍କ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ଏନେଇ ଏଲନ ମସ୍କ ସ୍ପଷ୍ଟ କରିଛନ୍ତି । ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍‌ରେ ଲେଖିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ସୋଶିଆଲ ମିଡିଆରେ ଏକ ସର୍ଭେ…

ଗୋବିନ୍ଦଙ୍କ ମୃତ୍ୟୁ ପରେ ମାଳମାଳ ପ୍ରଶ୍ନ, ଉତ୍ତର ଦେବ କିଏ ?

ଭୁବନେଶ୍ଠର: ଦିନେ ମମିତା ମେହେରଙ୍କୁ ହତ୍ୟା କରି ଚର୍ଚ୍ଚାରେ ଥିଲେ ଅଭିଯୁକ୍ତ ଗୋବିନ୍ଦ ସାହୁ । ଏବେ ଆତ୍ମହତ୍ୟା କରି ଚର୍ଚ୍ଚାରେ । ଜେଲ ପରିସରରେ ବେକରେ ଗାମୁଛା ବାନ୍ଧି ଝୁଲି ପଡିଛନ୍ତି ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ଖାଲି ଦୁନିଆ ଛାଡି ଚାଲି ଯାଇନାହାନ୍ତି, ଛାଡି ଯାଇଛନ୍ତି ଅନେକ…

ଚିଲିକା ଓ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ

ଭୁବନେଶ୍ୱର : ଚିଲିକା ଓ ଗହୀରମଥାରେ ଆଜିଠୁ ଆରମ୍ଭ ହେଲା ଡଲଫିନ ଗଣନା । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା । ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ । ଗଣନା କାମରେ ନିୟୋଜିତ ହୋଇଛନ୍ତି ୨୭ଜଣ  । ସେମାନଙ୍କୁ ଦୂରବୀକ୍ଷଣ ଯନ୍ତ୍ର, ଜିପିଏସ୍…

ମୁଖ୍ୟମନ୍ତ୍ରୀ ନ ଆସିଲେ ଆତ୍ମହତ୍ୟା କରିବି-ବିଜ୍ଞାପନ ହୋର୍ଡିଂ ଉପରେ ବସି ଧମକ ଦେଲେ ମୁକ୍ତିକାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁଭବନ ଛକରେ ଯୁବକଙ୍କ ହାଇଡ୍ରାମା । ପୋଲିସ, ପ୍ରଶାସନ, ଦମକଳ ବିଭାଗ ନାକେଦମ । ଯୁବକ ଏକ ବିଜ୍ଞାପନ ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଉଉଛନ୍ତି । ଅଧଘଣ୍ଟା ହେଲାଣି ପୋଲିସ ତାଙ୍କୁ ତଳକୁ ଆଣିବାରେ ବିଫଳ ହୋଇଛି । ଯୁବକ ଜଣକ ରାଉରକେଲାରୁ ଆସିଥିଲେ…