Latest Odisha News

BREAKING NEWS

ଚାଇନାରେ କୋଭିଡ୍ ସଂକ୍ରମଣ ବଢିବା ପରେ ରାଜ୍ଯମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚାଇନା ଏବଂ ଅନ୍ୟାନ୍ୟ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ରାଜ୍ୟ ସରକାରଙ୍କୁ ପ୍ରାଥମିକ ଆଧାରରେ ଜେନୋମ ସିକ୍ୱେନ୍ସିଂ ଲାବୋରେଟୋରୀରେ କୋଭିଡ୍ ପଡିଟିଭ ମାମଲାର ନମୁନା ଦାଖଲ କରିବାକୁ କହିଛନ୍ତି। ଜାପାନ,…

ଫିଫା ବିଶ୍ୱକପର ସମସ୍ତ ମ୍ୟାଚ ଦେଖି ବିଶ୍ୱ ରେକର୍ଡ କଲେ ୟୁକେର ଥିଓ

ଲଣ୍ଡନ: ଫିଫା ବିଶ୍ୱକପ ୨୦୨୨ର ସମାପ୍ତ ହୋଇଯାଇଛି । ଆର୍ଜେଂଟିନା ଚାମ୍ପିୟନ ହୋଇ ଦୀର୍ଘ ଦିନର ଆଶା ପୂରଣ କରିଛି । ଫାଇନାଲରେ ଲିଓନେଲ ମେସିଙ୍କ ଟିମ ଫ୍ରାନ୍ସକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରିଥିଲା । ତେବେ ଏହି ବିଶ୍ୱକପରେ ଇଂଲଣ୍ଡର ଥିଓ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ସମସ୍ତ…

କୂଅ ଖୋଳିବା ବେଳେ ମାଟି ଅତଡ଼ା ଖସି ଶ୍ରମିକ ମୃତ

ବ୍ରହ୍ମପୁର: କୂଅ ଖୋଳୁଥିବା ବେଳେ ମାଟି ଅତଡା ଖସିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ବ୍ରହ୍ମପୁର ସହର ଶ୍ରୀରାମନଗର ମଶାଣି ସାହି ପାର୍କ ନିକଟରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଜଗଦଳପୁରର ସନ୍ତୋଷ ସେଠୀ(୩୬)।…

ଅମ୍ରିତ ପାତ୍ରଙ୍କୁ ଟଙ୍କା ପାଇଁ ଅପହରଣ କରିଥିଲେ ଗାଁର ତିନି ଯୁବକ: ଏସପି

ନୟାଗଡ: ବହୁଚର୍ଟ୍ଟିତ ନୟାଗଡ କୁରାଳ ଗାଁର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଅପହରଣ ପଛର ସତ ସାମ୍ନାକୁ ଆସିଛି। ଟଙ୍କା ପାଇଁ ତିନି ଜଣ ମିଶି ଏହି ଅପହରଣ ନାଟକ ରଚିଥିଲେ ବୋଲି ପୋଲିସ  ସୂଚନା ଦେଇଛି। ତିନି ଅଭିଯୁକ୍ତକୁ ପୋଲିସ ଏବେ ଗିରଫ କରିଛି। ଗାଡି ଟଙ୍କା ଆଣି ଲୋନ୍…

ବ୍ରହ୍ମପୁର ଉପକଣ୍ଠରେ ନକଲି ସିଗାରେଟ ଓ ଗୁଟଖା ଫ୍ୟାକ୍ଟ୍ରି ଠାବ

ବ୍ରହ୍ମପୁର: ଦେଶର ଏକ ନାମିଦାମୀ କମ୍ପାନୀର ସିଗାରେଟ ଓ ଗୁଟଖାକୁ ନକଲି କରି ବଜାରକୁ ଛାଡୁଛନ୍ତି ବ୍ରହ୍ମପୁରର ଜଣେ ବ୍ୟବସାୟୀ। ସହର ଉପକଣ୍ଠା ଲାଠି ମୁଖ୍ୟ ରାସ୍ତାରେ ଏହି ନକଲି ଫାକ୍ଟ୍ରି ରହିଛି। ଅନେକ ଦିନ ହେବ ଏହି ଫାକ୍ଟ୍ରି ଚାଲୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ କିମ୍ବା ପ୍ରଶାସନ…

ମନ୍ତ୍ରୀ ରୀତା ସାହୁଙ୍କ ପୁୁଅ ଥାନାରେ ଅଟକ

ବିଜେପୁର: ମନ୍ତ୍ରୀ ରୀତି ସାହୁଙ୍କ ପୁଅ ଥାନାରେ ଅଟକ। ମହିଳାଙ୍କୁ ଖରାପ ବ୍ୟବହାର ସହିତ ଶାଢୀ ଟାଣିବା ଅଭିଯୋଗର ପୋଲିସ ରୀତା ସାହୁଙ୍କ ପୁଅ ସୌରଭ ସାହୁଙ୍କୁ ଥାନାରେ ଅଟକ ରଖିଛି। ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମାମଲାରେ ପୁଲିସ ରୀତାଙ୍କ…

ଇଡକଲ ଡେପୁଟି ମ୍ୟାନେଜରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ମଙ୍ଗଳବାର ଇଡକଲର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା ରାଶି ଥିବା ଜାଣିବାକୁ ପାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟା ସାନ୍ତରା ଏବେ ଭିଜିଲାନ୍ସ ସ୍କାନରରେ। ଭିଜିଲାନ୍ସର…

ଚାଷୀ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିବା ପରେ ଏବେ ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଇଛି। ରାଜ୍ୟରେ କ୍ରମାଗତ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ…

ଖାଇବା ଟେବୁଲରେ ଏକାଠି ନଜର ଆସିଲେ ପିଏମ୍ ମୋଦି ଓ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିରୋଧୀ ଦଳ ନେତା । ତାହା ପୁଣି ଗୋଟିଏ ଟେବୁଲରେ । ଆଜ୍ଞା ହଁ ପରପ୍ୱକ ଭାରତୀୟ ଗଣତନ୍ତ୍ରରେ ଏଭଳି ଦେଖିବାକୁ ମିଳିଛି । ସଂସଦ ଭିତରେ ସରକାରଙ୍କୁ ସମାଲୋଚନା କରୁଥିବା ବିରୋଧୀ, ସଂସଦ ବାହାରେ ବନ୍ଧୁ । ଆଜି ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସହ ବିରୋଧୀ…

୩୩ ତାଲିବାନୀଙ୍କୁ ମାରିଲେ ପାକ ସେନା, ଶେଷ ହେଲା ବନ୍ଧକ ଡ୍ରାମା

ଲାହୋର: ପାକିସ୍ତାନର ବନ୍ନୁ ଜିଲ୍ଲାରେ ୪୦ ଘଂଟା ଧରି ଚାଲିଥିବା ବନ୍ଧକ ଡ୍ରାମାର ପରିସମାପ୍ତି ଘଟିଛି । କାଂଉଟର ଟେରୋଜିମ ସେଂଟରକୁ କବଜା କରିଥିବା ତେହେରିକ ଇ ତାଲିବାନର ୩୩ ଆତଙ୍କାଦୀଙ୍କୁ ପାକ ସେନା ମାରିବାରେ ସଫଳ ହୋଇଛନ୍ତି । ରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ ସଂସଦରେ ଆଜି ଏ ସମ୍ପର୍କରେ…