Latest Odisha News

BREAKING NEWS

WTC ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଲମ୍ୱ ଡିଆଁ ମାରିଲା ଟିମ୍ ଇଣ୍ଡିଆ । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ରେସ୍ ଏବେ ଅଧିକ ରୋମାଞ୍ଚକ ହେଉଛି । ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଟିମ୍ ଇଣ୍ଡିଆ । ଏପରି ସମ୍ଭବ ହୋଇଛି ସାଉଥ୍ ଆଫ୍ରିକାକୁ…

ଭାଷା ଭାଗବତ : କିଆଁ ଯିବା ଦବି ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୂର୍ବକାଳରେ ଆମ ଲୋକ ପାଇଥିଲେ କି ଜ୍ଞାନାଲୋକ ? ନ ହେଲେ ଅପୂର୍ବ ସାହିତ୍ୟ କେମିତି ହୋଇଲା ରଚିତ ? ପୁର୍ବକାଳର ବହୁ କବି ଥିଲେ ଜ୍ଞାନୀ ଓ ଅନୁଭବୀ ତେଣୁ ତ ତାଂକ କୃତିମାନ ପାଆଂତି ଆଦର, ସମ୍ମାନ ଏବେ ବଦଳିଗଲା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ପଞ୍ଚଶକ୍ତି ମନ୍ଦିରରେ ପୂଜିତ ପରମ ବୈଷ୍ଣବୀ ମା ଭୁବନେଶ୍ୱରୀଙ୍କ ବିଷୟରେ ଅନେକ କିଛି ଆଲୋଚନା କରିସାରିଲେଣି। ଆଜି ଆଲୋଚନା କରିବା…

ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ: ୨ ଦିନ, ୩୪ ୱିକେଟ, ୫୦୪ ରନ

ସିଡନୀ: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମାତ୍ର ୨ ଦିନରେ ଶେଷ ହୋଇଯାଇଛି । ୨ ଦିନ ମଧ୍ୟରେ ୫୦୪ ରନ ହୋଇଥିବା ବେଳେ ୩୪ ୱିକେଟର ପତନ ଘଟିଥିଲା । ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି…

୧୬ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ, ୮ ଗିରଫ

ମୁମ୍ବାଇ :  ମହାରାଷ୍ଟ୍ରର ପାଲବିତା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଘଟଣା । ଗଣଦୁଷ୍କର୍ମର ଶିକାର ହୋଇଛି ୧୬ ବର୍ଷର ଝିଅ । ଏହି ଘଟଣାରେ ୮ ଜଣକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ  । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ୮ଜଣ ଯୁବକ ତାଙ୍କୁ ଜବରଦସ୍ତି ଉଠାଇ ନେଇ…

ସଇତାନ୍ ସ୍ୱାମୀ, ସ୍ତ୍ରୀକୁ ହାଣି ଖଣ୍ଡ ଖଣ୍ଡ କଲା ସ୍ବାମୀ

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ସମାନ ଘଟଣା । ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ ପରେ ଝାଡ଼ଖଣ୍ଡରେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି । ସଇତାନ୍‌ ସାଜିଲା ସାତ ଜନ୍ମର ସାଥି  । ନିଜ ସ୍ତ୍ରୀକୁ ହାଣି କଲା ଖଣ୍ଡ ଖଣ୍ଡ । ଏଭଳି ଛାତିଥରା ଘଟଣା ଝାଡ଼ଖଣ୍ଡର…

ବଢିଲା ନୌସେନାର ବଳ, ସାମିଲ ହେଲା ସ୍ୱଦେଶୀ ଇଏନଏସ୍ ମୋର୍ମୁଗାଓ

ନୂଆଦିଲ୍ଲୀ: ବଢିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ସ୍ୱଦେଶୀ ଆଇଏନଏସ୍ ମୋର୍ମୁଗାଓ । ମୁମ୍ୱାଇରେ ଆଧୁନିକ ସେନ୍ସର ଓ ରାଡାର ସଂଯୁକ୍ତ ଯୁଦ୍ଧପୋତକୁ ନେଭିରେ ସାମିଲ ନେଇ ଆୟୋଜିତ ହୋଇଛି ବିରାଟ ଉତ୍ସବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ନେଭିରେ ସାମିଲ କରାଇଛନ୍ତି।…

ବାହାଘର ଭାଙ୍ଗିଦେଲା ସାମ୍ପୁ, ଥାନାର ଦ୍ୱାରସ୍ଥ ହେଲେ କନ୍ୟାପକ୍ଷ

ଆସାମ : ଗୋଟିଏ ଦିନ ପରେ ହୋଇଥାନ୍ତା ବାହାଘର କିନ୍ତୁ ପୂର୍ବରୁ ଲାଗିଗଲା କାହାର ନଜର । ବିବାହରେ ଟଙ୍କା, ଆସବା ପତ୍ର ନେଣ ଦେଣ ହେବା ସାଧାରଣ କଥା । ବର ପକ୍ଷ କନିଆ ପକ୍ଷଙ୍କୁ କିଛି ଦେଇଥାନ୍ତି ଆଉ କନିଆ ପକ୍ଷ ମଧ୍ୟ ବରପକ୍ଷଙ୍କୂ ଉପହାର ସଦୃଶ ଦେଇଥାଆନ୍ତି । କିନ୍ତୁ ଏହି ଉପହାର ବିବାହରେ…

ବ୍ରହ୍ମପୁର ଉପକଣ୍ଠରେ ଆତଙ୍କ; ମହିଳାଙ୍କୁ ହେଉଛି ବାରମ୍ବାର ଆକ୍ରମଣ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ମହିଳାମାନଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣକୁ ନେଇ ଆତଙ୍କ ଖେଳି ଯାଇଛି। ମାତ୍ର ୫ ଦିନ ଭିତରେ ଜଣେ ମହିଳାଙ୍କୁ ଦୁଇଥର ଏବଂ ଆଉ ଦୁଇ ଜଣ ମହିଳାଙ୍କୁ ଥରେ ଲେଖାଏଁ ଆକ୍ରମଣ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତ ଫେରାର୍‌‌…

ଇଡିରେ ମୁହାଁମୁହିଁ ଜେରା ବେଳେ ତଥ୍ୟ ଓଗାଳିଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଇଡି ହାତରେ ଲାଗିଛି ଅର୍ଚ୍ଚନା ନାଗ କଳାସାମ୍ରାଜ୍ୟର ଗୁମର ତଥ୍ୟ । ଜେରାବେଳେ ଅନେକ ଗୁପ୍ତ ତଥ୍ୟ ଇଡିକୁ ଦେଇଛି ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ନାଗ ଦମ୍ପତିଙ୍କ ସହ ମୁହାଁମୁହିଁ ଜେରାବଳେ ସବୁ ସତ ଓଗାଳିଛନ୍ତି ଶ୍ରଦ୍ଧାଞ୍ଜଳି । ଗତକାଲି ଇଡିର…