Latest Odisha News

BREAKING NEWS

୧୨କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସବସିଡି ହେରଫେର୍ ମାମଲାରେ ୩ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କୃଷି ଉପକରଣ ସବସିଡି ବାବଦକୁ ୧୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେରଫେର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲା ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁ । ରାଜଧାନୀ, ଦଶପଲ୍ଲା ଓ ବ୍ରହ୍ମପୁରରେ ଗତକାଲିଠାରୁ ଚଢାଉ କରି ଇଓଡବ୍ଲ୍ୟୁ ୩ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ପ୍ରଦୀପ କୁମାର…

ବିକୁଥିଲେ ନିମ୍ନମାନର ସୁନା; ଦୋକାନରେ ପଶିଲା ଜିଏସଟି ଭିଜିଲାନ୍ସ

ରାୟଗଡ଼ା: ଚଢା ଦାମ ନେଇ ବିକୁଥିଲେ ନିମ୍ନମାନର ସୁନା । ଖବର ପାଇ ମାଡି ବସିଲା ବାଣିଜ୍ୟ କର ବିଭାଗ ।  ରାୟଗଡ଼ା ଜିଲ୍ଲା ସଦର ମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ଜିଏସଟି ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି ।  ରାଜ୍ୟ ବାଣିଜ୍ୟ କର ବିଭାଗ ଅତିରିକ୍ତ…

୨୦୨୩ ଦିନିକିଆ ବିଶ୍ୱକପ: ଭାରତ ହାତରୁ ଖସିଯିବ କି ଆୟୋଜକ ଅଧିକାର !

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜନ ହେବ । ବିସିସିଆଇ ଓ ସରକାର ମଧ୍ୟରେ ଚାଲିଥିବା ଟ୍ୟାକ୍ସ ବିବାଦ ଯୋଗୁ ଭାରତ ହାତରୁ ଆୟୋଜନ ଅଧିକାର ଖସିଯାଇପାରେ । ଆଇସିସି ସ୍ପଷ୍ଟ ଭାବେ ବିସିସିଆଇକୁ ଏହି ବିବାଦର ସମାଧାନ କରିବା ପାଇଁ ଜଣାଇବା ପରେ ଉପରୋକ୍ତ ଆଶଙ୍କା ସୃଷ୍ଟି…

ବିଚ୍‌ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ପିଟିଲେ ଯୁବକ, ୩ ଗିରଫ

ଯାଜପୁର : ସର୍ବସମ୍ମୁଖରେ ପୂର୍ବତନ ସରପଞ୍ଚଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ ଯୁବକ । ପ୍ରଥମେ ଗାଳି ତା’ ପରେ ବେଲ୍ଟରେ ମାଡ଼। । ଜଣେ ନୁହେଁ ଏକାଧିକ ବ୍ୟକ୍ତିଙ୍କ ଦ୍ଵାରା ଚାଲିଛି ଆକ୍ରମଣ । ମନ ଇଚ୍ଛା ପିଟିଦେଇଗଲେ ସୋଶିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ । ଭିଡିଓଟି ଯାଜପୁରର ହୋଇଥିବା…

ଛାତ୍ର ବେକରୁ ବାହାରିଲା ଜାଭେଲିନ, ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର : ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ । ଏବେ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ।  ଆଗଲପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପଢନ୍ତି ସଦାନନ୍ଦ ମେହେର । ସ୍କୁଲ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଚାଲିଥିବାବେଳେ ଆଉ ଜଣେ ଛାତ୍ରଙ୍କ ଜାଭେଲିନ ତାଙ୍କ ବେକରେ ଗଳିଯାଇଥିଲା । ବଲାଙ୍ଗୀର ଭୀମ…

ଏକ ମନସ୍ତାତ୍ତ୍ୱିକ ସଂଘର୍ଷର କାହାଣୀକୁ ନେଇ ଆସୁଛି ‘ମନସ୍କ’

ଭୁବନେଶ୍ୱର:ମନସ୍କର ଅର୍ଥ ହେଉଛି ଏକ କେନ୍ଦ୍ରୀଭୂତ ମନ । ଏହି କେନ୍ଦ୍ରୀଭୂତ ମନ ଯଦି ପଜେଟିଭ ହୁଏ ତେବେ ମନସ୍କ ମଣିଷ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିଥାଏ । ହେଲେ ଏହି ମନ ନେଗେଟିଭ ହେଲେ ଜୀବନ ଉପରେ ଭାରି ପଡିଥାଏ । ଏମିତି ଏକ ମନସ୍ତତ୍ୱର କାହାଣୀ କହେ ମନସ୍କ । ‘ତନିସ’ ଛୋଟ…

ଆଧାର କାର୍ଡ ନଦେଖାଇବାରୁ WEO ପରୀକ୍ଷା ଦେଇପାରିଲେନି ୯ ଜଣ, ଜିଲ୍ଲାପାଳଙ୍କୁ ଗୁହାରୀ

ନବରଙ୍ଗପୁର: ଆଇଡି ପ୍ରୁଫ୍ ଅଛି, ଠିକ୍ ସମୟରେ ବି ପରୀକ୍ଷାକେନ୍ଦ୍ରରେ ପହଞ୍ଚିଥିଲେ । ଆଧାର କାର୍ଡ ନଥିବାରୁ ପରୀକ୍ଷା ଦେଇପାରିଲେନି WEO ଆଶାୟୀ । ଆଜି ଏହି ପରୀକ୍ଷା ପାଇଁ OSSC ପକ୍ଷରୁ ନବରଙ୍ଗପୁର ପଲିଟେକନିକ୍ କଲେଜରେ ସେଣ୍ଟର ହୋଇଥିଲା । କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ମାତ୍ରାଧିକ…

ସ୍କୁଲ ବାର୍ଷିକ କ୍ରୀଡ଼ା ହେଲା କାଳ, ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ

ବଲାଙ୍ଗିର : ସ୍କୁଲର ଚାଲିଥିଲା ବାର୍ଷିକ କ୍ରୀଡ଼ା । ଖେଳ ଚାଲିଥିବାବେଳେ ଜାଭେଲିନ୍‌ ପଶିଗଲା ଛାତ୍ରଙ୍କ ବେକରେ । ଗୁରୁତର ଅବସ୍ଥାରେଳ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ହୃଦୟଥରା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ  ।…

ରିଲିଜ ହେଲା ’ବାପା..ସୁପରମ୍ୟାନ’ର ଟ୍ରେଲର

ଭୁବନେଶ୍ୱର: ଏ ଦୁନିଆ ସବୁବେଳେ ମା’ର ତ୍ୟାଗକୁ ଦେଖି ଆସିଛି । କିନ୍ତୁ ପିଲାଙ୍କ ପାଇଁ ବାପାଙ୍କ ତ୍ୟାଗ, ସେବା କିଛି କମ ନୁହେଁ । ହେଲେ ସବୁବେଳେ ବାପାଙ୍କ  ତ୍ୟାଗ, କଷ୍ଟ ସବୁବେଳେ ଲୁଚି ଯାଏ ।  ଏମିତି ଜଣେ  ବାପାଙ୍କ ତ୍ୟାଗର କଥା କହିବ ‘ବାପା, ସୁପରମ୍ୟାନ’ । ସମସ୍ତଙ୍କର ଅପେକ୍ଷାକୁ…

ଭୂତ ନେଇଗଲା ଘର, ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କାମାକ୍ଷାନଗର : ଲୋକଙ୍କ ପାଇଁ ସରକାର କରିଛନ୍ତି ମାଳମାଳ ଯୋଜନା । ହେଲେ ପ୍ରକୃତ ହିତାଧିକାରୀ ପାଉନାହାଁନ୍ତି ଘର ଭୂତ ହଡ଼ପ କରୁଛି ଘର । ଏଭଳି ଘଟଣା କାମାକ୍ଷାନଗର ବ୍ଲକ ବାଉଁଶପାଳ ଗାଁରେ ଘଟିଛି  । ଜଣେ ଦଳିତ ବସ୍ତିର ଲୋକଙ୍କ ଘର ହଡ଼ପ ହୋଇଥିବା ଅଭିଯୋଗ ହୋଇଛି  । ପଞ୍ଚାୟତ…