Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଦାର୍ଶନିକର ଖାଦ୍ୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୪ ଆମକୁ ନିଶ୍ଚୟ ଏମିତି ପ୍ରଶ୍ନଟିଏ ପ୍ରଥମରୁ ଅସୁବିଧାରେ ପକାଇଦେବ,ଦାର୍ଶନିକମାନେ ଅସଲରେ ଖାଆନ୍ତି କ'ଣ ? ଯଦି ଆମେ ସେମାନେ ଆମ ଭଳି ଭାତ, ଡାଲି ,ପିଠାପଣା ଖାଇବାରେ ଆଗ୍ରହ ରଖିଥାନ୍ତି ବୋଲି କହିବା ତାହାହେଲେ ଆମେ ସେମାନଙ୍କୁ…

ଓଡ଼ିଶା କ୍ୟାଡର ଆଇଏଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା କେନ୍ଦ୍ର ; ଅଭିଯୋଗ ଆଣିଥିଲେ ବିଜେପି ସାଂସଦ…

ଭୁବନେଶ୍ୱର: ଓଡ଼ିଶାର ନିର୍ଦ୍ଦିଷ୍ଟ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ଉକ୍ତ ସଚିବଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ କାର୍ମିକ…

ଆସାମରେ ହ୍ରାସ ପାଇବ କି ମୁସଲମାନ ସଂଖ୍ୟାଗରିଷ୍ଠତା !

ଗୌହାଟି: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଅଣ୍ଟା ଭିଡୁଥିବା ବେଳେ ଆସାମରେ ଆସନ ସଂଖ୍ୟାକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ଚାଲିଛି ଜୋରଦାର ଆଲୋଚନା। ନିର୍ବାଚନ ଆୟୋଗ ସପ୍ତାହ ତଳେ ଆମାସ ପାଇଁ ପରିସୀମା ନିର୍ଦ୍ଧାରଣ ପ୍ରସ୍ତାବର ଡ୍ରାଫ୍ଟ ପ୍ରକାଶ କରିଥିଲେ। ନିର୍ବାଚନ ଆୟୋଗ…

ରାଷ୍ଟ୍ରପତିଙ୍କ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଫଟୋକୁ ନେଇ ବିବାଦ କାହିଁକି?

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୨୦ ତାରିଖରେ ନୂଆଦିଲ୍ଲୀର ହଜଖାସ୍ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ଅବସରରେ ଯାଇ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ଦିନ ତାଙ୍କର ଜନ୍ମଦିନ ମଧ୍ୟ ଥିଲା। ରାଷ୍ଟ୍ରପତି ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଜୁହାର…

ରାଇସିନା ହିଲର ଫ୍ୟାମିଲି କିଚେନରେ ରାଷ୍ଟ୍ରପତିଙ୍କ ପାଇଁ କ’ଣ ରନ୍ଧା ହୁଏ ?

ନୂଆଦିଲ୍ଲୀ : ସାଧାରଣ ଆଦିବାସୀ ଘରର ଝିଅ ଆଜି ଦେଶର ପ୍ରଥମ ନାଗରିକ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ଆଦିବାସୀ ଇଲାକାରୁ ରାଇସିନା ହିଲ୍ ପର୍ଯ୍ୟନ୍ତ ପହଞ୍ଚିବା ମଧ୍ୟରେ ରହିଛି ଅନେକ ସଂଘର୍ଷର କାହାଣୀ। ଆଜ୍ଞା ହଁ, ଆମେ କହୁଛୁ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଶୈଳୀ ବିଷୟରେ…

ସାଂସଦଙ୍କୁ ଘେରିଲେ ବିଜେଡି ମୁଖପାତ୍ର: ମାଗିଲେ ୫ଟି ପ୍ରଶ୍ନ ଉତ୍ତର

ଭୁବନେଶ୍ୱର: ପୁଣି ସାଂସଦ ଅପରାଜିତାଙ୍କୁ ଘେରିଲା ବିଜେଡି । ସାଂସଦ ଅପରାଜିତା ପ୍ରେସମିଟରେ ୫ଟି ସଚିବଙ୍କୁ ଟାର୍ଗେଟ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିରୋଧୀ ବି ଏହାକୁ ଅନ୍ତ୍ର କଲେଣି । ଏପରିକି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଏ  ଅଭିଯୋଗ ଦିଲ୍ଲୀରେ ପହଞ୍ଚାଇବା…

ଫାଇଭ ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, କେନ୍ଦ୍ରକୁ ଚିଠି ଲେଖିଲେ କଂଗ୍ରେସ ନେତା

ଭୁବନେଶ୍ୱର: ତେଜୁଛି ସଚିବଙ୍କୁ ନେଇ ବିବାଦ। ଆଇଏଏସ ଅଧିକାରୀ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଲା କଂଗ୍ରେସ। ଗଜପତି ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭିକେ ପାଣ୍ଡିଆନ୍ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିରୋଧୀ…

ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଧାୟକଙ୍କ ସମ୍ପର୍କୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଚାନ୍ଦବାଲି: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶଳା ଓ ଶ୍ୱଶୁର ଚାନ୍ଦବାଲି ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ବିଡିଓ । ଅନ୍ୟପଟେ ଶାସକ ବିଜୁ ଜନତା ଦଳକୁ ସମାଲୋଚନା କରିଛି ବିଜେପି। ବିଧାୟିକଙ୍କ…

ମଶାଣିରୁ ଗାଏବ ହୋଇଯାଉଛି ଶବ, ଲୋକେ ହତବାକ

ଭଦ୍ରକ: ଭଣ୍ଡାରୀପୋଖରୀ ମଣିନାଥପୁର ଗାଁର ମଶାଣିରେ ସମାଧି ଦିଆଯାଇଥିବା ଶବଗୁଡିକ ନିଖୋଜ ହୋଇଯାଉଛନ୍ତି। ବର୍ଷେ ପରେ ପୁଣିଥରେ ସମାନ ଘଟଣାର ପୁନରାବୃତି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଜବ ଏବଂ ଉଦବେଗଜନକ ସ୍ଥିତି ଉପୁଜିଛି। ମୃତଦେହ ଗୋଟିଏ ପରେ ଗୋଟିଏ ନିଖୋଜ ହୋଇଯିବା ପରେ…

ନ୍ୟୁୟର୍କ ସିଟିରେ ପବ୍ଲିକ୍ ସ୍କୁଲ ହଲିଡେ ତାଲିକାରେ ସାମିଲ ହେଲା ଦୀପାବଳି

ଓଡି଼ଶା ସମ୍ବାଦ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି। ଏହି ପର୍ବ ସାରା ଦେଶରେ ପାଳନ କରାଯାଉଥିଲେ ହେଁ ବିଦେଶରେ ମଧ୍ୟ ଦୀପାବଳିକୁ ଭାରତୀୟମାନେ ଧୁମଧାମର ସହ ପାଳନ କରନ୍ତି। ବର୍ତ୍ତମାନ ନ୍ୟୁୟର୍କ ସିଟିରେ ଦୀପାବଳିକୁ ପବ୍ଲିକ ସ୍କୁଲ ହଲିଡେ ତାଲିକାରେ ସାମିଲ କରାଯାଇଛି। ଯାହାକୁ ନେଇ ଖୁସି…