କମିପାରେ ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ, ଡିଜେଲ ଦର । ତୈଳ ବିତରକ କମ୍ପାନୀ ବିପିସିଏଲ, ଏଚପିସିଏଲ ଏବଂ ଇଣ୍ଡିଆନ ଅଏଲ ପରି କମ୍ପାନୀ ତୈଳ ଦର ହ୍ରାସ କରିପାରନ୍ତି । ଏ ନେଇ ନିଉଜ ଏଜେନ୍ସ ଏଏନଆଇ ପକ୍ଷରୁ ସୂଚନା ମିଳିଛି । ସରକାରୀ ସୂଚନାକୁ ଆଧାର କରି ଏଏନଆଇ ପକ୍ଷରୁ କୁହାଯାଇଛି, ଏହି କମ୍ପାନୀ…