ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ବୁଲୁ ବୁଲୁ ଆମେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିଛେ। ଏହା ମଧ୍ୟ ଜାଣିଲେ ଯେ ସତ୍ୟବାଦୀରେ ଥିବା ରାଧା କୃଷ୍ଣଙ୍କ ବିଗ୍ରହ ପ୍ରଥମେ ଏହିଠାରେ…