ପଦ୍ମପୁରରେ ସ୍ଥିତି ସଜାଡି ପାରିନାହାନ୍ତି ପ୍ରଦୀପ ପୁରୋହିତ
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାନ ଫଳାଫଳ ଧୀରେଧୀରେ ସାମ୍ନାକୁ ଆସୁଛି । ଦୃଶ୍ୟପଟ ପ୍ରାୟ ସ୍ପଷ୍ଟ ହୋଇଗଲାଣି । ବର୍ତ୍ତମାନ ସୁଦ୍ଧା ଯାହା ସ୍ଥିତି, ଜଣାପଡ଼ୁଛି ପୁଣି ତାକତ ଦେଖାଇବ ବିଜେଡି । ଯାହା ପଡୁଛି , ୨୦୧୯ ପରଠାରୁ ପ୍ରଦୀପ ପୁରୋହିତ ନିଜ ସ୍ଥିତି ସଜାଡି ପାରିନାହାନ୍ତି । ବରଂ…