Latest Odisha News

BREAKING NEWS

ଝାଡୁ ମାଡରେ ଝଡ଼ିଗଲା ପଦ୍ମ ପାଖୁଡା

ନୂଆଦିଲ୍ଲୀ:ଝାଡୁ ମାଡରେ ଝଡ଼ି ପଡ଼ିଲା ପଦ୍ମ ପାଖୁଡା । କମାଲ ଦେଖାଇଲେ କେଜ୍ରିୱାଲ । ବିଜେପି ହାତରୁ ଛଡ଼ାଇ ନେଲେ ମ୍ୟାଜିକ ନମ୍ବର । ପଦ୍ମ ଗଡରେ ବିଜେପିକୁ ମାତ ଦେଲା ଆପ । ବିଜେପି ହାତରୁ ୧୫ ବର୍ଷର କ୍ଷମତା ଖସିଯିବା ପରେ ଏବେ ଚିନ୍ତାରେ ନେତା । ଦୁଇ ଦିନ ତଳେ ୨୦୨୪ ନିର୍ବାଚନ ପାଇଁ…

ଧରାପୃଷ୍ଠରୁ ଲୋପ ପାଇଯିବେ କି ପୁରୁଷ !

ନୂଆଦିଲ୍ଲୀ: ପ୍ରୋସିଡିଙ୍ଗସ ଅଫ ଦି ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସର ଏକ ରିପୋର୍ଟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହି ରିପୋର୍ଟ ଅନୁସାରେ ପୃଥିବୀରୁ ମନୁଷ୍ୟ ଏବଂ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ପୁରୁଷ ୱାଇ କ୍ରୋମୋଜୋମ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଛି । ଯଦି ଏହି ଧାରା…

ଯୁବତୀ ଜଣଙ୍କୁ ବାଃ ବାଃ ! ଏ ସିଂହ ନା ପୋଷା କୁକୁର !

ନୂଆଦିଲ୍ଲୀ : ଅନେକ ସମୟରେ ସୋଶିଆଲ ମିଡିଆରେ ବନ୍ୟ ଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ଦେଖିବାକୁ ମିଳିଥାଏ । କେତେବେଳେ ଏହି ଭିଡିଓ ଦେଖି ମଜା ଲାଗିଥାଏ ତ କେତେବେଳେ ଭୟ ବି ଲାଗିଥାଏ  । ସେହିଭଳି ଏକ ଭିଡିଓ ଆମ ନଜରକୁ ଆସିଛି  । ଯାହାକୁ ଦେଖି ଆପଣ ଚକିତ ହୋଇଯିବେ  । ନିକଟରେ ଏକ ସୋଶିଆଲ…

ଚାକିରି ନାଁରେ ଠକେଇ ଅଭିଯୋଗ ପରେ ବର୍ଷା ରଖିଲେ ଉତ୍ତର, ‘ମତେ ଦାବିବା ପାଇଁ ଷଡ଼ଯନ୍ତ୍ର’

ଭୁବନେଶ୍ୱର: ପ୍ରଥମେ ପରିବାରରେ ଝଡ଼ ଏବେ ସମାଜରେ ଥିବା ପ୍ରତିପତ୍ତି ନଷ୍ଟ ପାଇଁ ଉଦ୍ୟମ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ କଲ୍ୟାଣୀ ନାୟକ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ବର୍ଷା । ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି,…

କଣ୍ଟେନର ପଛରୁ ପିଟିଲା କାର୍‌, ୬ ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ତାମିଲନାଡ଼ୁର ଚେଙ୍ଗଲପେଟ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି  । ତିରୁବନ୍ନା ମଲାଇରୁ ଚେନ୍ନାଇ ଫେରୁଥିବା ବାଟରେ ହୋଇଥିଲା ଅଘଟଣ  । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ଏହି ସମସ୍ତ…

ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ ‘ମାୟାବର୍ତ୍ତ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ବିଦ୍ୟାପୁରୀ ,କଟକଙ୍କ ଦ୍ଵାରା ପ୍ରକାଶିତ ତଥା ଶିଳ୍ପୀ ବଳଦେବ ମହରଥାଙ୍କ ପ୍ରଚ୍ଛଦ ସହ ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ 'ମାୟାବର୍ତ୍ତ' ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଗଳ୍ପ ଲେଖିବା ପାଇଁ ହେଲେ ପ୍ରଥମେ…

୧୭ଜଣିଆ ଓଡ଼ିଶା ରଣଜୀ ଦଳ ଘୋଷଣା କଲା ଓସିଏ

କଟକ: ରଣଜୀ ସିଜନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ । ବରୋଦା ଓ ଉତ୍ତରାଖଣ୍ଡରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ ମ୍ୟାଚ୍ ପାଇଁ ୧୭ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରିଛି ଓଡ଼ିଶା କ୍ରିକେଟ ସଂଘ । ଅଭିଜ୍ଞ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକତ୍ୱ ଦିଆଯାଇଛି । ୪ଜଣ ନୂଆ ମୁଁହ ଟିମରେ ସାମିଲ…

କବିତା : ସୁନେଲି କ୍ଷେତ

ତରୁଣ କୁମାର ମିଶ୍ର କାର୍ତ୍ତିକ ଫେରିଲା ମଗୁଶିର ଏବେ ପ୍ରବେଶ ହେଲା ଜଗତେ , ଶାଗୁଆକ୍ଷେତଯେ ସୁନେଲୀରଙ୍ଗରେ ଆମକୁ ଚାହିଁକି ହସେ । ଶସ୍ଯର କେଦାର ଦିଶେ ମନୋହର ପୂର୍ଣ୍ଣଗଭା ରୂପ ଯହିଁ , ପବନ ଦୋଳାରେ ଝୁଲୁଥାଏ ଧୀରେ ଆନନ୍ଦରେ ଗୀତ ଗାଇ । ବଇଶାଖୀ ହଳ ଭାଦ୍ର ବେଉଷଣ ସଙ୍ଗେ…

ଫିଫା ବିଶ୍ୱକପ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ

ଦୋହା: ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ଆଉ ୨ଟି ପର୍ଯ୍ୟାୟ ପରେ କିଏ ହେବ ଚାମ୍ପିୟନ ତାହା ସ୍ପଷ୍ଟ ହେବ । ପ୍ରି-କ୍ୱାର୍ଟରରେ ସ୍ପେନକୁ ହରାଇ ମରକ୍କୋ ଆଉ ଏକ ନାଟକୀୟ ଫଳାଫଳ ପ୍ରଦାନ କରିଛି । ନେଦରଲାଣ୍ଡ ୩-୧ରେ ଆମେରିକାକୁ, ଆର୍ଜେଂଟିନା ୨-୧ରେ…

୧୦ ହଜାର ଟଙ୍କାରୁ କମରେ ପାଇବେ ଏହି 5G ଫୋନ୍

ଭୁବନେଶ୍ୱର: ଟେକ୍ନୋଲୋଜି ବଦଳିବା ସହ ଖର୍ଚ୍ଚ ବଢ଼ୁଛି । 4G ପରେ ଏବେ ବଜାରକୁ 5G ଆସି ସାରିଛି । ଦେଶର ଅନେକ ସ୍ଥାନରେ 5G ସେବା ମଧ୍ୟ ଆରମ୍ଭ ହୋଇ ସାରିଛି । ଅନେକ ତାଙ୍କ ପୁରୁଣା ଫୋନରେ 5G ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ବଢ଼ୁଥିବା ଦାମ, ବିଗୁଡ଼ୁଥିବା ବଜେଟ୍ ଭିତରେ…