ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଫିଲିପାଇନ୍ସରେ ଓହ୍ଲାଇଲା ଜାପାନ ଯୁଦ୍ଧ ବିମାନ
ଟୋକିଓ:ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଜାପାନ ଶକ୍ତି ପ୍ରଦର୍ଶନ କରିଛି । ବୁଧବାର ଫିଲିପାଇନ୍ସରେ ଜାପାନର ଯୁଦ୍ଧ ବିମାନ ଓହ୍ଲାଇଛନ୍ତି । ଚୀନ ଓ ରୁଷର ବମ୍ବର୍ସର ଅଭ୍ୟାସ ପରେ ଜାପାନ ଏହି ପଦକ୍ଷେପ ଗ୍ରହଣ କରିଛି । ଜାପାନ ବାୟୁସେନା ଓ ଫିଲିପାଇନ୍ସ ବାୟୁସେନା ପରସ୍ପରକୁ ସହଯୋଗ…