Latest Odisha News

BREAKING NEWS

ଶାଗ ବିକି ପରିବାର ପୋଷୁଛନ୍ତି BCA ଛାତ୍ର

ନବରଙ୍ଗପୁର: ହସୁଛି ସବୁଜ କ୍ଷେତ । ହୋଇଛି ଭଳିକି ଭଳି ଶାଗ । ସକାଳ ହେଲେ ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ ଆସଙ୍ଗା ଗାଁର ଡମ୍ବୁରୁ ଧର ମାଳି କୋଦାଳ ଧରି ଜମିକୁ ବାହାରି ପଡ଼ନ୍ତି । ନିଜ ହାତରେ ଶାଗ ଚାଷ କରିବା ସହ ତୋଳି ବିକ୍ରି କରନ୍ତି । ବଇଁଶୀଧର ମାଳିଙ୍କ ପଢ଼ୁଆ ପୁଅ ଡମ୍ବୁରୁଧର ଜୟପୁର…

ସାମାନ୍ୟ ଭୁଲ ଯୋଗୁ….ଜିତୁ ଜିତୁ ହାରିଗଲା ଭାରତ

ଢ଼ାକା: ଏଠାରେ ଅନୁଷ୍ଠିତ ଲୋ ସ୍କୋରିଂ ରୋମାଂଚକ ପ୍ରଥମ ଦିନିକିଆ କ୍ରିକେଟ ମୁକାବିଲାରେ ବାଂଲାଦେଶ ୧ ୱିକେଟରେ ଭାରତକୁ ପରାସ୍ତ କରିଛି । ଖରାପ ବ୍ୟାଟିଂ ପ୍ରଦର୍ଶନ ସତ୍ୱେ ଭାରତୀୟ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ମ୍ୟାଚ ହାତମୁଠାକୁ ଆସି ଯାଇଥିଲା । ମାତ୍ର ଶେଷ ୱିକେଟରେ ବାଂଲାଦେଶର…

ବେଦୀରେ ହାତ ଧରିଲେ ୨ ମାଓବାଦୀ

ଫୁଲବାଣୀ: ହାତରେ ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିଲେ । ଆଜି ବେଦୀରେ ହାତ ଧରି ସାତ ଘେରା ବୁଲିଛନ୍ତି । ଦିନେ ସପ୍ନିତା ପାଟମାଝି ଓରଫ୍ ନନ୍ଦିନୀ ଏବଂ ଫୁଲବତୀ ଉଶେଣ୍ଡି ଓରଫ୍ କରୁଣା ଲାଲବାହିନୀରେ ସାମିଲ୍ ଥିଲେ । ପୋଲିସ ନିକଟରେ ଆତ୍ମସମର୍ପଣ ପରେ ସେମାନଙ୍କ ଜୀବନ ବଦଳି ଯାଇଛି ।…

ଭାରତକୁ ପରୋକ୍ଷରେ ଧମକ ଦେଲେ ପାକ ଆର୍ମି ଚିଫ

କରାଚୀ: ପାକିସ୍ତାନର ନୂତନ ଆର୍ମି ଚିଫ ଜେନରାଲ ଅସିଫ ମୁନୀର ରବିବାର ପରୋକ୍ଷରେ ଭାରତକୁ ଧମକ ଦେଇଛନ୍ତି । ସେ ଏଲଓସି ନିକଟରେ କହିଥିଲେ, ଆମେ ଲକ୍ଷ୍ୟ କରୁଛୁ ଭାରତ ଜମ୍ମୁ-କଶ୍ମୀର, ଗିଲଗିଟ ଓ ବାଲଟିସ୍ତାନକୁ ନେଇ କେତେକ ଆପତିଜନକ ବୟାନ ଦେଉଛି । ଭାରତ ମନେ ମନେ ଯାହା ଭାବୁଛି ତାହାକୁ ଆମେ…

ଆସନ୍ତା ବର୍ଷରୁ ଭୁବନେଶ୍ୱର ଏମ୍ସ ହେବ ଇ-ହସ୍ପିଟାଲ୍

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ପରିସରରେ ଆଜି ବହୁମୁଖୀ ବିଲ୍ଡିଂ ଉଦଘାଟିତ ହୋଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବଣୀ ପାୱାର ଏମ୍ସର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରିଛନ୍ତି । ରୋଗୀ ରେଫର୍ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ୍…

ଋତୁରାଜଙ୍କୁ ଛୁଇଁଲା ପ୍ରେମ ଋତୁ

ମୁମ୍ବାଇ: ରିଷଭ ପନ୍ତ-ଉର୍ବଶୀ ରୌତେଲ, ଶୁଭମନ ଗିଲ-ସାରାଅଲୀ ଖାଁ ଓ କେଏଲ ରାହୁଲ-ଆଥିୟାଙ୍କ ପରେ ଏବେ ଋତୁରାଜଙ୍କୁ ଖୋଦ ପ୍ରେମ ଛୁଇଁଛି । ରିପୋର୍ଟ ମୁତାବକ କ୍ରିକେଟର ଋତୁରାଜ ଗାଏକ୍ୱାଡ ଓ ମରାଠା ଅଭିନେତ୍ରୀ ସାୟଲି ସଞ୍ଜୀବଙ୍କ ମଧ୍ୟରେ କିଛି ଗୋଟେ ଅଲଗା ସମ୍ପର୍କର ସୂତ୍ରପାତ ହେଉଛି ।…

ଦିନେ ଚାଲୁଥିଲା ପାଞ୍ଚ ପାଞ୍ଚୋଟି ହଲ୍, ଏବେ ଗୋଟେ ନାହିଁ

ପୁରୀ: ଐତିହ୍ୟ ନଗରୀ ପୁରୀ । ବିଶ୍ୱ ଦରବାରରେ ପୁରୀର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ଦିନେ ପୁରୀ ସହରରେ ପାଞ୍ଚ ପାଞ୍ଚଟି ପ୍ରେକ୍ଷାଳୟ ଥିଲା । ସହରର ଉନ୍ନତି ହେଉଥିବା ବେଳେ ପୁରୁଣା ସିନେମା ହଲ୍ ଏବେ ନିଜର ଅସ୍ତିତ୍ୱ ଖୋଜୁଛନ୍ତି । ପୁରୀର ଲକ୍ଷ୍ମୀ…

ଭରଣପୋଷଣ ପାଇଁ ମାଆଙ୍କଠୁ ଟଙ୍କା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରୀ

ଆନନ୍ଦପୁର: ଛାଡିପଳାଇଥିବା ମାଆଙ୍କଠୁ ଭରଣପୋଷଣ ଟଙ୍କା ଦେବାକୁ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ଷଷ୍ଠ ଶ୍ରେଣୀର ଛାତ୍ରୀ । ଚିଠିର ନକଲ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ,  ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପଠାଇଛନ୍ତି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍…

ସାଇନ୍ସ ଫିକ୍ସନ, ସେକ୍ସ ଏଜୁକେଶନ ଉପରେ ଫିଲ୍ମ କରିବେ ଅକ୍ଷୟ

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ଦେବା ପରେ ଅକ୍ଷୟ କୁମାର ତାଙ୍କ ଫିଲ୍ମ ସାଇନ କରିବା ରଣନୀତିରେ ପରିବର୍ତନ କରିଛନ୍ତି । ରିପୋର୍ଟ ମୁତାବକ ସେ ଏବେ ଚିରାଚରିତ ଶୈଳୀ ଫିଲ୍ମ ବଦଳରେ ନୂତନ ବିଷୟ ବସ୍ତୁ ନେଇ ଆଗ୍ରୟ ପ୍ରକାଶ କରିଛନ୍ତି । ଏବେ ସେ ୨ଟି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଗୋଟିଏ…

ଗୋଟିଏ କିଡନୀରେ କେମିତି ବଞ୍ଚେ ମଣିଷ ? 

ନୂଆଦିଲ୍ଲୀ: ଆମ ଦେଶରେ କିଡନୀ ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଅନେକ କିଡନୀ ରୋଗୀ ଗୋଟିଏ କିଡନୀରେ ବଞ୍ଚୁଥିବା ବେଳେ ଆଉ ଅନେକ ଲୋକ କିଡନୀ ଦେବା ପରେ ଗୋଟିଏ କିଡନୀରେ ଜୀବନ ଜିଉଁଛନ୍ତି । ତେବେ ଆସନ୍ତୁ ଜାଣିବା ଗୋଟିଏ କିଡନୀରେ କେମିତି ବଞ୍ଚେ ମଣିଷ । ମଣିଷ ଶରୀରରେ ୨ଟି କିଡନୀ…