Latest Odisha News

BREAKING NEWS

ଭରଣପୋଷଣ ପାଇଁ ମାଆଙ୍କଠୁ ଟଙ୍କା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରୀ

ଆନନ୍ଦପୁର: ଛାଡିପଳାଇଥିବା ମାଆଙ୍କଠୁ ଭରଣପୋଷଣ ଟଙ୍କା ଦେବାକୁ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ଷଷ୍ଠ ଶ୍ରେଣୀର ଛାତ୍ରୀ । ଚିଠିର ନକଲ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ,  ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପଠାଇଛନ୍ତି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍…

ସାଇନ୍ସ ଫିକ୍ସନ, ସେକ୍ସ ଏଜୁକେଶନ ଉପରେ ଫିଲ୍ମ କରିବେ ଅକ୍ଷୟ

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ଦେବା ପରେ ଅକ୍ଷୟ କୁମାର ତାଙ୍କ ଫିଲ୍ମ ସାଇନ କରିବା ରଣନୀତିରେ ପରିବର୍ତନ କରିଛନ୍ତି । ରିପୋର୍ଟ ମୁତାବକ ସେ ଏବେ ଚିରାଚରିତ ଶୈଳୀ ଫିଲ୍ମ ବଦଳରେ ନୂତନ ବିଷୟ ବସ୍ତୁ ନେଇ ଆଗ୍ରୟ ପ୍ରକାଶ କରିଛନ୍ତି । ଏବେ ସେ ୨ଟି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଗୋଟିଏ…

ଗୋଟିଏ କିଡନୀରେ କେମିତି ବଞ୍ଚେ ମଣିଷ ? 

ନୂଆଦିଲ୍ଲୀ: ଆମ ଦେଶରେ କିଡନୀ ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଅନେକ କିଡନୀ ରୋଗୀ ଗୋଟିଏ କିଡନୀରେ ବଞ୍ଚୁଥିବା ବେଳେ ଆଉ ଅନେକ ଲୋକ କିଡନୀ ଦେବା ପରେ ଗୋଟିଏ କିଡନୀରେ ଜୀବନ ଜିଉଁଛନ୍ତି । ତେବେ ଆସନ୍ତୁ ଜାଣିବା ଗୋଟିଏ କିଡନୀରେ କେମିତି ବଞ୍ଚେ ମଣିଷ । ମଣିଷ ଶରୀରରେ ୨ଟି କିଡନୀ…

ହଠାତ ବାଂଲାଦେଶ ସିରିଜରୁ ବାଦ ପଡିଲେ ପନ୍ତ

ଢ଼ାକା: ଭାରତ-ବାଂଲାଦେଶ ଦିନିକିଅ ସିରିଜ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଶ୍ଚର୍ଯ୍ୟଜନକ ଭାବେ ୱିକେଟ କିପର ରିଷଭ ପନ୍ତଙ୍କୁ ଦଳରୁ ବାଦ ଦିଆଯାଇଛି । ଆଘାତ ସମସ୍ୟା ଯୋଗୁ ସେ ଓହରି ଯାଇଥିବା କୁହାଯାଉଥିବା ବେଳେ ବିସିସିଆଇର ଏହି ନିଷ୍ପତି ସମସ୍ତଙ୍କୁ…

ଭାଙ୍ଗ ଅଟାରୁ ପିଜା ଓ ବର୍ଗର ତିଆରି କରୁଛନ୍ତି ‘ଦ ହ୍ୟାମ୍ପ୍ ଫ୍ୟାକ୍ଟ୍ରି’ର କୋ-ଫାଉଣ୍ଡର

ନୂଆଦିଲ୍ଲୀ: ଯିଏ ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିପାରେ, ସେ ସଫଳତାର ସିଢିର ଉପରକୁ ଚଢିପାରେ । ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରିଦେଖାଇଛନ୍ତି ‘ଦ ହ୍ୟାମ୍ପ୍ ଫ୍ୟାକ୍ଟ୍ରି’ର କୋ-ଫାଉଣ୍ଡର ଧବଲ୍ ପଞ୍ଚାଲ୍ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେଯେ ତାଙ୍କ ପିଜା, ବର୍ଗର…

ସବାରୀ ଉଠିବା ପୂର୍ବରୁ ଉଠିଲା କୋକେଇ, ବରଣମାଳା ବେଳେ ଟଳିପଡ଼ିଲେ କନିଆ

ନୂଆଦିଲ୍ଲୀ : ସାଜସଜ୍ଜାରେ ପୂରି ଉଠୁଥିଲା ବିବାହ ମଣ୍ଡପ  । ସବୁଠି ଥିଲା ଖୁସିର ମାହୋଲ  । ଠିକ୍‌ ଏତିକି ବେଳେ ଘଟିଲା ବଡ଼ ଅଘଟଣ  । ସବାରୀ ଉଠିବା ପୂର୍ବରୁ ଉଠିଲା କୋକେଇ ।  ଷ୍ଟେଜରେ ବରଣମାଳା ପିନ୍ଧାଉଥିବା ବେଳେ ଟଳି ପଡ଼ିଲା କନିଆ । ସ୍ତବ୍ଧ ହୋଇଗଲେ ଉପସ୍ଥିତ ଥିବା ଲୋକେ । ଏଭଳି…

ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ଜନଅସନ୍ତୋଷ

ପଦ୍ମପୁର: ଭୋଟ୍ ପୂର୍ବରୁ ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗ । ପାଇକମାଳ ବ୍ଲକ ସରେଇକଲା ଗାଁରେ ଟଙ୍କା ବଣ୍ଟାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ୨ ବିଜେଡିକର୍ମୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପୋଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲା । ଏକ ଧଳା ରଙ୍ଗର ଇନୋଭାରେ ଦୁହେଁ ଆସିଥିଲେ ।…

ପୁତୁରାର ଗୁଳି ମାଡ଼଼ରେ ଖୁଡ଼ି ଗୁରୁତର

ସୁବର୍ଣ୍ଣପୁର: ପୁତୁରାର ଗୁଳି ମାଡ଼଼ରେ ଖୁଡ଼ି ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପଦରପଡ଼ାରେ । ପୁତୁରା ଦେବପ୍ରକାଶ, ପଞ୍ଚାନନଙ୍କ ପତ୍ନୀ ଅନିମା ମହାପାତ୍ରଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅନିମାଙ୍କୁ ବଲାଙ୍ଗିର ଭୀମଭୋଇ…

ଆମ ଗାଁ ଆମ ବିକାଶ ଯୋଜନା ଅର୍ଥ ଆତ୍ମସାତ ମାମଲା, ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀ ଗିରଫ

ଜଗତସିଂହପୁର: ବନ୍ଧା ହେଲେ ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀ । ଆମ ଗାଁ ଆମ ବିକାଶ ଯୋଜନାରେ ଅର୍ଥ ଆତ୍ମସାତ ଅଭିଯୋଗରେ ପୋଲିସ ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି । ରଘୁନାଥପୁର ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି…

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା, କ୍ଷମା ମାଗିଲେ ୟୁଟ୍ୟୁବର ଅନିମେଶ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା । ହାଡଯୋଡ଼ି କ୍ଷମା ମାଗିଲେ ୟୁଟ୍ୟବର ଅନିମେଶ । ସୂଚନା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲେ ୟୁଟ୍ୟବର ଅନିମେଶ  । ଆଉ ନିଜ ୟୁଟ୍ୟୁବ ଆକାଉଣ୍ଟରେ ଶ୍ରୀମନ୍ଦିର ଭିଡିଓ ଅପଲୋଡ କରିଥିଲେ  । ଯାହାକୁ ନେଇ ବିବାଦ…