Latest Odisha News

BREAKING NEWS

ଜୁଏଲ୍, ଜୟନାରାୟଣ ଓ ପ୍ରଦୀପଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର : ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ତିନି ଦଳ ମୈଦାନରେ ଘମାଘୋଟ ଲଢେଇ ଲାଗିଥିବା ବେଳେ ନିର୍ବାଚନ ଅଧିକାରୀଙ୍କୁ ବି ଆୟୁଧ କରିଛନ୍ତି । ବିଜେଡି ଆଜି ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ନେତାଙ୍କ ବିରୁଦ୍ଧରେ ଫେରାଦ ହୋଇଛି । ନିଜ…

ଗୁଗୁଲ CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ

ନୂଆଦିଲ୍ଲୀ: ଗୁଗୁଲର CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ । ଭାରତର ସବୁଠାରୁ ବଡ ତୃତୀୟ ନାଗରିକ ସମ୍ମାନ  ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି  ସୁନ୍ଦର ପିଚାଇ  । ଆମେରିକୀ ନାଗରିକ ତଥା ତାମିଲନାଡୁ ମଦୁରାଇରେ ଜନ୍ମିତ ସୁନ୍ଦର ପିଚାଇଙ୍କୁ  ବ୍ୟାବସାୟିକ ଏବଂ ଉଦ୍ୟୋଗିକ କ୍ଷେତ୍ରର ସଫଳତା…

ରାଜ୍ୟପାଳଙ୍କ ଦ୍ୱାରା ‘ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦିଗ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଏଥେନା ବୁକ୍ସ ଆନୁକୁଲ୍ୟରେ ପ୍ରକାଶିତ ବିଶିଷ୍ଟ ସମାଲୋଚକ ପ୍ରଦୀପ କୁମାର ସ୍ୱାଇଁଙ୍କ 'ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦିଗ' ପୁସ୍ତକ ରାଜ ଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଲେଖକ ଶ୍ରୀ ସ୍ୱାଇଁ, ପ୍ରକାଶକ ତଥା…

ମେକ୍ ଇନ୍ ଓଡ଼ିଶା: ୬ ଲକ୍ଷ ଏସଏଚଜିକୁ ଏସଏମ୍ଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର : ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା  ଉଦ୍ୟୋଗୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ରାଜ୍ୟରେ ୬ ଲକ୍ଷ ଏସଏଚଜି କାମ କରୁଛନ୍ତି । ଏଗୁଡିକୁ ଏସଏମଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ମିଶନ ଶକ୍ତି…

ଶ୍ରଦ୍ଧା ମର୍ଡର କେସର ନୂଆ ଟ୍ୱିଷ୍ଟ: ଅଫତାବ ଘରୁ ମିଳିଲା ଚାଇନିଜ ଚାପଡ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ । ନାର୍କୋ ଟେଷ୍ଟ, ପଲିଗ୍ରାଫ ଟେଷ୍ଟରେ  ଗୋଟି ଗୋଟି ସତ ଉଗାଳିଛି ଜହ୍ଲାଦ ପ୍ରେମିକ ଅଫତାବ । ୨ ଜଣ ଡାକ୍ତର, ଜଣେ ସାଇକୋଲୋଜିଷ୍ଟ ଓ ୨ଜଣ ଫଟୋ ବିଶେଷଜ୍ଞଙ୍କ  ଉପସ୍ଥିତିରେ ୨ ଘଣ୍ଣା ଧରି ହୋଇଥିଲା ଜେରା । ଜେରାବେଳେ ଲିଭ୍ ଇନ…

ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ, ୩ ମୃତ

କୋଲକାତା: ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ଅତି କମରେ ୩ ଜଣ ଲୋକଙ୍କ ଜୀବନ ଯାଇଛି । ଘଟଣା ଘଟିଛି ପଶ୍ଚିମ ବଙ୍ଗ ପୂର୍ବ ମେଦିନପୁର ଇଲାକାରେ । ଶୁକ୍ରବାର ରାତି ପ୍ରାୟ ୧୧ଟା ୧୫ରେ  ନୟବିଲ୍ଲା ଗାଁରେ ରହୁଥିବା ତୃଣମୂଳ କଂଗ୍ରେସ ପ୍ରେସିଡେଣ୍ଟଙ୍କ ଘରେ…

ଥାନାରେ ବ୍ୟବସାୟୀଙ୍କୁ ନିର୍ଧୁମ ମାଡ଼; ଆଇଆଇସିଙ୍କ ବଦଳି

ବ୍ରହ୍ମପୁର: ଥାନା ଭିତରେ ଜଣେ ବ୍ୟବସାୟୀଙ୍କୁ ନିର୍ଧୁମ ମାଡ଼ ମାରିବା ଘଟଣାରେ ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ ଖମାରୀଙ୍କ ବଦଳି ହୋଇଯାଇଛି। ତାଙ୍କୁ ବ୍ରହ୍ମପର ପୋଲିସ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ମାରାଇନ୍‌‌ ଥାନା ଆଇଆଇସି ସାରଦା ପ୍ରସନ୍ନ ଦାସଙ୍କୁ ଗୋପାଳପୁର ଥାନା ଆଇଆଇସି…

ଜଗନ୍ନାଥ ରାଜା ଛୁଆ ବା ଶାସକରେ ସୀମିତ ନୁହଁନ୍ତି, ସେ ସାରା ଜଗତର-ତଥାଗତ

ଭଦ୍ରକ: ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଧରିତ୍ରୀ ସମ୍ପାଦକ ତଥାଗତ ସତପଥୀଙ୍କ ମୁହଁରେ ଜଗନ୍ନାଥ ତତ୍ତ୍ୱ ! ସେତିକି ନୁହେଁ, ଜଗନ୍ନାଥଙ୍କ ତତ୍ତ୍ୱ ସହ ଓଡ଼ିଶାର ସଂସ୍କୃତି କିପରି ଜଡିତ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି ।   ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶାର ଠାକୁର । ଜଗନ୍ନାଥଙ୍କ ନାଁ ସହ…

ବେଆଇନ ଗ୍ୟାସ ସିଲିଣ୍ଡର ଦୋକାନରେ ଲାଗିଲା ନିଆଁ, ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ

ସୁବର୍ଣ୍ଣପୁର : ବେଆଇନ ଗ୍ୟାସ ସିଲିଣ୍ଡର କାରବାର ପଡ଼ିଲା ମହଙ୍ଗା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସହଲା ରୋଡ଼ ଥିବା ନିରାକାର ମେହେର ନିଜ ଦୋକାନରେ ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଗଚ୍ଛିତ ରଖି ବ୍ୟବସାୟ କରୁଥିଲେ । ତେବେ ହଠାତ ଗ୍ୟାସ ସିଲିଣ୍ଡର ରେ ନିଆଁ…

ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ

କଟକ: ଆଜି ଦିବଙ୍ଗତ ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ । ଗାର୍ଡ ଅଫ୍ ଅନର ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଗତକାଲି ସୂଚନା ଦେଇଥିଲେ । କଟକ ଗୋରାକବରସ୍ଥିତ ଚର୍ଚ୍ଚରେ ତାଙ୍କର ଅନ୍ତିମ ସଂସ୍କାର ହେବ । କଟକସ୍ଥିତ…