Latest Odisha News

BREAKING NEWS

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ:  ହଜିଗଲା ମଲାଜହ୍ନ। ଅଫେରା ରାଇଜକୁ ଚାଲିଗଲେ ଅମଡ଼ା ବାଟର ଅଭିନେତ୍ରୀ । ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ହୋଇଛି । ବିଳମ୍ୱିତ ରାତିରେ  କଟକସ୍ଥିତ ବାସଭବନରେ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ଅମଡ଼ା ବାଟ, ଅଦିନ ମେଘରେ କରିଥିଲେ ସୁନ୍ଦର…

ଦହି ବାଇଗଣ 

ଜ୍ୟୋତ୍ସ୍ନା ରାଣୀ ସାହୁଙ୍କ ରନ୍ଧାବଢ଼ାରୁ 'ଦହି ବାଇଗଣ' ଆମର ନିତିଦିନିଆ ଖାଦ୍ୟରେ ଅନେକ ପନିପରିବା ଭିତରେ  ବାଇଗଣର ଚାହିଦା ସବୁଠୁ ଅଧିକ। ଡାଲମା,  ତରକାରୀ,  ଶାଗ ଆଦିରେ ସହ ବାଇଗଣ ପଡ଼େ । ଆଜି ଆମେ ବାଇଗଣକୁ ନେଇ ଆଉ ଗୋଟିଏ 'ଦହି ବାଇଗଣ' ର ପ୍ରସ୍ତୁତି ଶିଖିବା। ସାମଗ୍ରୀ : ଛୋଟ…

କବିତା : ସେ ଭଲ

ଶୁଭଶ୍ରୀ ମହାପାତ୍ର ମୋର ଯେତେ କହିବାର କଥା କହି ସରିନି, ବାଟ ସରି ଯିବ ପରା... ତମ କାନ୍ଧରେ ହାତ ରଖି ଚାଲି ଚାଲି ଯାହା କହିବାର କଥା, ଯଦି କଥା ନ ସରେ, ତା' ପୂର୍ବରୁ ଯଦି ମୁଁ ସରି ଯାଏ... ତେବେ ଗଡେଇ ଦବ ରାସ୍ତା କଡର ଯେକୌଣସି ଖାଲ ଭିତରକୁ, କୌଣସି ଅବସୋସ ନାହିଁ...…

ଭାଷା ଭାଗବତ : ନିରର୍ଥକ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଧିକ କଥନ, ଲିଖନ କରେ ଜ୍ଞାନର ଜ୍ୟୋତି ମ୍ଳାନ ଏକାଗ୍ର, ଏକାଂତ ଚିଂତନ ଉତ୍ପନ୍ନ କରେ ଶୁଦ୍ଧ ଜ୍ଞାନ ଇଂଦ୍ରିୟାଶ୍ରିତ ଅନୁଭୂତି ସାମାନ୍ୟ ଜ୍ଞାନ ଅନୁରକ୍ତି ଦେଲେ ବି ହୁଏନି ଯଥେଷ୍ଟ ଜ୍ଞାନ ସଂଧାନୀ ପାଏ କଷ୍ଟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଅବସ୍ଥିତ ମୁକ୍ତିମଣ୍ଡପ ଆଖ ପାଖରେ ଆମେ ଶ୍ରୀକ୍ଷେତ୍ରପାଳ ମହାଦେବ ଓ ମା କୁତ୍ତାମ ଚଣ୍ଡୀଙ୍କ ଦର୍ଶନ ପରେ ଆମେ ମୁକ୍ତି ମଣ୍ଡପର ଐଶାନ୍ୟ…

ଚମତ୍କାରୀ ଭୃଶଙ୍ଗ ପତ୍ରକୁ ଏପରି ବ୍ୟବହାର କରନ୍ତୁ ଦୂର ହୋଇଯିବ କେଶ ସମସ୍ୟା…

ଓଡ଼ିଶା ସମ୍ବାଦ ବ୍ୟୁରୋ : ଚିନ୍ତାର କାରଣ ପାଲଟିଛି କେଶ ଝଡ଼ିବା ସମସ୍ୟା । କେଶ ଝଡ଼ିବା ନେଇ ଆପଣ ଚିନ୍ତିତ ଅଛନ୍ତି କି ! ତେବେ ଆସନ୍ତୁ କିଛି ଉପାୟ ଆପଣେଇଲେ ଆାପଣଙ୍କ କେଶ ଝଡ଼ିବା ଦୂର ହୋଇଯିବ । ଭୃଶଙ୍ଗ ପତ୍ରକୁ ପ୍ରାୟତଃ ଆମେ ଖାଦ୍ୟରେ ବ୍ୟବହାର କରିଥାଉ । ଆପଣ ଜାଣିଛନ୍ତି କି…

ମିଶନ ଶକ୍ତି ଯୋଜନା ପଛରେ କିଏ, ରାଜ୍ୟ ନା କେନ୍ଦ୍ର?

ଭୁବନେଶ୍ୱର: ମିଶନ ଶକ୍ତି ରାଜ୍ୟ ସରକାରଙ୍କ ଅନ୍ୟତମ ଯୋଜନା ଯାହା ଶାସକ ଦଳକୁ ମଜବୁତ କରିଛି। ନିକଟରେ ନବୀନ ସରକାର  ମିଶନ ଶକ୍ତିରେ ଏସଏଚଜି ସଦସ୍ୟ ୫ ଲକ୍ଷ ଯାଏ ଲୋନ୍ ନେଲେ ସୁଧ ଦେବାକୁ ପଡିବନି ବୋଲି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ବେଳେ କହିଥିଲେ ଏହା…

ମୁଖ୍ୟମନ୍ତ୍ରୀ ପ୍ରଚାର ବେଳେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରନ୍ତୁ: ଧର୍ମେନ୍ଦ୍ର

ପଦ୍ମପୁର/ବରଗଡ଼: ମୁଖ୍ୟମନ୍ତ୍ରୀ ରାତିରେ କ୍ୟାବିନେଟ୍ ବସାଇ ପଦ୍ମପୁର ଉପଖଣ୍ଡକୁ ନୂତନ ଜିଲ୍ଲା ମାନ୍ୟତାର ମଞ୍ଜୁର ଦେବା ସହ ଆସନ୍ତାକାଲି ଏହାର ବିଜ୍ଞପ୍ତି ଚିଠା ପଦ୍ମପୁରରେ ଦେଖାଇବେ କି ବୋଲି ପଦ୍ମପୁରରେ ପ୍ରଚାର କରିବା ଅବସରରେ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

୫୦ ହଜାର ଚାଷୀଙ୍କୁ ନେଇ ବିଧାନସଭା ଘେରିବ ବିଜେପି

ଭୁବନେଶ୍ୱର: ଓଡ଼ିଶାର ୮୦% ଲୋକ ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ଚାଷୀଙ୍କ ଲାଗି ନବୀନ ବାବୁ କୌଣସି ବ୍ୟବସ୍ଥା ନକରିବା ଲଜ୍ଜାର କଥା । ରାଜ୍ୟ ସରକାର ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି ବାସ୍ତବରେ ତାହା ଗାଁରେ ପଂହଚିପାରୁନାହିଁ । ଚାଷୀମାନେ…