Latest Odisha News

BREAKING NEWS

ଆରପାରିରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ

ବ୍ରହ୍ମପୁର: ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ ଘଟିଛି । ବ୍ରହ୍ମପୁର ସ୍ଥିତ ତାଙ୍କ ବାସଭବନରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ । ଓଡ଼ିଆ ସହ ସଂସ୍କୃତ ଓ ତେଲୁଗୁ ଭାଷା ସାହିତ୍ୟର ପ୍ରତି ତାଙ୍କର ଥିଲା ବିଶେଷ ପାଣ୍ଡିତ୍ୟ । ପୁରୁଣା ପୋଥି ଓ…

ଜାମିନ୍ ପାଇଁ ଉପର କୋର୍ଟକୁ ଗଲେ ଅର୍ଚ୍ଚନା, ଜଗବନ୍ଧୁଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ୱର: ଜେଲରେ ବିଚଳିତ ହୋଇ ପଡ଼ିଲେଣି ଅର୍ଚ୍ଚନା ଓ ଜଗବନ୍ଧୁ । ଛାଟିପିଟି ହେଉଛନ୍ତି ବାହାରକୁ ବାହାରିବା ଲାଗି । ଜାମିନରେ ମୁକୁଳିବା ଲାଗି ବାରମ୍ବାର କୋର୍ଟରେ ଆବେଦନ କରୁଛନ୍ତି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଲିଙ୍କରେ ଇଡି ସ୍କାନରକୁ ଆସୁଛନ୍ତି ଅନେକ ବଡ଼ ବଡ଼ିଆ । ଯାହାକି…

ଷ୍ଟେଜ୍‌ରେ ବର କିସ୍‌ କରିବାରୁ ବିବାହ ଭାଙ୍ଗି ଦେଲେ କନ୍ୟା

ନୂଆଦିଲ୍ଲୀ : ନିଜ ଭାବି ସ୍ତ୍ରୀକୁ କିସ୍‌ କରିବା ବରକୁ ପଡ଼ିଲା ମହଙ୍ଗା । ବିବାହ ଷ୍ଟେଜ୍‌ରେ କନ୍ୟାକୁ କିସ୍‌ କରି ହଟହଟା ହେଲା ବର । ସାତ ଜନ୍ମର ସାଥି ହେବାକୁ ଯାଉଥିବା ନିଜ ଭାବି ସ୍ବାମୀଙ୍କୁ ପୋଲିସ ଡକାଇ ଗିରଫ କରାଇଲେ କନ୍ୟା । ଏପରି ଏକ ଘଟଣା ଉତ୍ତର ପ୍ରଦେଶର ସମ୍ଭଲରୁ ସାମ୍ନାକୁ…

ରାଜସ୍ଥାନରେ ଜଘନ୍ୟକାଣ୍ଡ; ଚିପ୍ସ ଲୋଭ ଦେଖାଇ ନାବାଳିକାକୁ ପଥରରେ ଛେଚି ହତ୍ୟା

ନୂଆଦିଲ୍ଲୀ : ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ନର୍ମମ ହତ୍ୟାକାଣ୍ଡ । ଜଣେ ୯ ବର୍ଷୀୟ ଝିଅକୁ ଅପହରଣ କରି ପଥରରେ ଛେଚି ହତ୍ୟା କରାଯାଇଛି । ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ତାହା ଏବେ ସନ୍ଦେହ ଘେରରେ । ତେବେ ନାବାଳିକା ଜଣକର ରିପୋର୍ଟ ଆସିବା ପରେ ସେ…

ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୪ ମୃତ

ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ କାର୍‌ଟି ପିଟିଦେବାରୁ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । କାର୍‌ ମଧ୍ୟରେ ଥିବା ୨ଜଣ ପୁରୁଷ ଓ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି  ।…

ସମାଲୋଚନା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ସଦାସର୍ବଦା ପାପ ଓ ପୁଣ୍ୟର ଧାରଣା ନିର୍ଦ୍ଧାରିତ । ଆମେ କିଛି ପରୋପକାର କରି ପକାଇଲେ ନିଜକୁ ଭାଗ୍ୟବାନ ମଣୁ । ଯଦି ଅମଙ୍ଗଳ ହେଲା ଭଳି କିଛି କର୍ମ କରୁ ତାକୁ ପାପ କହୁ । ମାତ୍ର ସ୍ଥୂଳ ଦୃଷ୍ଟିରେ ଯାହା ପାପ କି ପୁଣ୍ୟ, ସୂକ୍ଷ୍ମ…

ଅନୁବାଦ କବିତା : କବିତାକୁ

ମୂଳ ବଙ୍ଗଲା : ଶ୍ଯାମସୁର ରାହମାନ କେତେବେଳେ ଯେ ତୁମେ ଆସ ପାଖକୁ ଆସି ନିରୋଳାରେ ବସ ଗଭୀର ଦୃଷ୍ଟିରେ ଚାହଁ, ଗୁଣୁ ଗୁଣୁ କର, ବ୍ୟାକରଣକୁ ଦୂରେଇ ଦେଇ ଗୀତ ଗାଇଯାଅ, ହଠାତ୍ ପୁଣି ହାୱାରେ ମିଳେଇ ଯାଅ ଜାଣିପାରେ ନାହିଁ। ଭୋର୍ ସକାଳରେ ଝରକା ପାଖକୁ ଯାଇ ଜନହୀନ ଗଳିର ରୂପରେ…

ଭାଷା ଭାଗବତ : ଶବ୍ଦାମୃତ ପାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାରଦ ପରି ମନ ଯାର ତାହାକୁ କଲେ ବି ପ୍ରହାର ତାହାର ହୁଏନାହିଁ କ୍ଷତି ବଦଳିପାରେ ସେହି ବ୍ୟକ୍ତି ମନର ସ୍ଥିତିସ୍ଥାପକତା ଯୋଗାଏ ତାକୁ ନିରାପତ୍ତା ଅକ୍ଷୁଣ୍ଣ ରହେ ତା'ର ସତ୍ତା ପାଏନି କେବେ ମନୋବ୍ୟଥା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ କୁକୁର ପ୍ରବେଶ ଜନିତ ରୀତିନୀତି ବିଭ୍ରାଟକୁ ଦୂର କରିବା ପାଇଁ ମା କୁତ୍ତାମ ଚଣ୍ଡୀଙ୍କ ପ୍ରତିଷ୍ଠା ଓ ତାନ୍ତ୍ରିକ ତଥା ବୈଷ୍ଣବମାନଙ୍କ ମତଭେଦ କlରଣରୁ…