Latest Odisha News

BREAKING NEWS

 ଶୁଦ୍ଧିକ୍ରିୟା ଭୋଜି ଖାଇ ଝାଡ଼ାବାନ୍ତି; ୨୬ ଆକ୍ରାନ୍ତ

ନୂଆପଡା:  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରିଷିଗାଁ ଗାଁରେ ବ୍ୟାପିଛି ଝାଡାବାନ୍ତି । ଝାଡାବାନ୍ତିରେ ୨୬ ଜଣ ଆକ୍ରାନ୍ତ ହୋଇ ପଡିଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଏକ ଶୁଦ୍ଧିକ୍ରିୟା ଭୋଜି ଖାଇବା ପରେ  ଅସୁସ୍ଥ…

ରେସଲର ଆନ୍ଦୋଳନ: ୫ଟି ଦେଶର କୁସ୍ତି ସଂଘକୁ ସିସିଟିଭି ଫୁଟେଜ ମଗାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଯାଂଚ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି । ରେସଲରମାନ ତାଙ୍କ ବିରୋଧରେ ଦୁଷ୍ମର୍ମ ପରି ସାଂଘାତିକ ଅଭିଯୋଗ ଆଣିଥିଲେ । ତାଙ୍କୁ ଗିରଫ କରିବା ପାଇଁ ସେମାନେ ଯନ୍ତରମନ୍ତରରେ ଧାରଣ ଦେଇଥିଲେ ।…

ସରକାରୀ କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ  ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ  ୪ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଭାରତକୁ ଆବଶ୍ୟକ ଯୁବ ପିଢ଼ୀର ନୂତନ ଟେଷ୍ଟ ଟିମ

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ପରାଜୟ ଅନେକ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ସମୀକକ୍ଷ ଏବଂ ପୂର୍ବତନ କ୍ରିକେଟରମାନେ ଭାରତୀୟ କ୍ରିକେଟ ଦିଗହରା ହେଉଛି ବୋଲି ମତ ଦେଉଛନ୍ତି । ବିରାଟ କୋହଲି, ରୋହିତ ଶର୍ମାଙ୍କ ପ୍ରତି ମୋହ ଭଙ୍ଗ କରି ଏକ ଯୁବ…

ରୋଜଗାର ମେଳାରେ ଓଡ଼ିଶାର ୩୦୩ ଜଣଙ୍କୁ ମିଳିଲା ନିଯକ୍ତିପତ୍ର

ନୂଆଦିଲ୍ଲୀ:ସାରା ଦେଶରେ ଆଜି ଆୟୋଜିତ ହୋଇଛି ରୋଜଗାର ମେଳା । ଦେଶର ୪୩ଟି ସ୍ଥାନରେ ଆୟୋଜିତ ମେଳାରେ ଭିଡିଓ କନଫରନେସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର  ବାଣ୍ଟିଛନ୍ତି । ଏହି କ୍ରମରେ ଆଜି ଓଡ଼ିଶାର ୩୦୩ ଜଣଙ୍କୁ ମିଳିଛି…

ଏଆଇ ପ୍ରତି ସାବଧାନ! ନକଲି ଭଏସ କଲ ଦ୍ୱାରା ହେଉଛି ଫ୍ରଡ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟେକ୍ନୋଲୋଜି ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର ବହୁମାତ୍ରାରେ କରାଯାଉଛି। ଏହା ଭବିଷ୍ୟତରେ ଏକ ବଡ଼ ସମ୍ଭାବନା ଭାବରେ ଦେଖାଯାଉଛି। ଯେପରି ଇଣ୍ଟରନେଟ୍ ସମଗ୍ର ବିଶ୍ୱକୁ ବଦଳାଇଥିଲା, ଠିକ୍ ସେହିପରି ଏଆଇ ମଧ୍ୟ ସମଗ୍ର ବିଶ୍ୱକୁ ବଦଳାଇ ଦେବ।…

ନାରାୟଣ ମହାନ୍ତିଙ୍କ ସମ୍ପାଦିତ ‘ରିଫ୍ଲେକସନ୍ସ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଦର୍ଶନ ଶାସ୍ତ୍ରବିତ୍ ନାରାୟଣ ମହାନ୍ତିଙ୍କ ସମ୍ପାଦିତ ପୁସ୍ତକ 'ରିଫ୍ଲେକସନ୍ସ' ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ୧୪ଜଣ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍, ଚିକିତ୍ସାବିଜ୍ଞାନୀ, ଅର୍ଥନୀତିଜ୍ଞ ଓ ରାଜନୀତିବିଜ୍ଞାନୀଙ୍କ…

ପାକିସ୍ତାନରେ ତାଣ୍ଡବ ରଚିପାରେ ବାତ୍ୟା ‘ବିପର୍ଯ୍ୟୟ’, ବାଦଲଫଟା ବର୍ଷା ଆଶଙ୍କା

କରାଚୀ: ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଭାରତ ଏବଂ ପାକିସ୍ତାନ ଉପକୂଳକୁ ଦ୍ରୁତ ଗତିରେ ମାଡିଆସୁଛି । ବାତ୍ୟା ବିପର୍ଯ୍ୟୟ ଉପକୂଳ ଛୁଇଁବାବେଳେ ତାଣ୍ଡବ ରଚିବ  । ଏହା ଜୁନ ୧୫ରେ ଗୁଜରାଟ ଏବଂ କରାଚୀ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ପାକିସ୍ତାନ ପାଣିପାଗ…

ଦଳିତ ବିରୋଧି ବିଜ୍ଞାପନ ଦେଇ ଫସିଲା ଜୋମାଟୋ, ଜାରି ହେଲା ନୋଟିସ୍

ନୂଆଦିଲ୍ଲୀ: ପୁଣି ଏକ ବିବାଦ ଭିତରେ ଛନ୍ଦି ହୋଇଛି ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ। ଏଥର ଏକ ବିଜ୍ଞାପନକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଜଣାପଡିଛି। ସମ୍ବିଧାନର ଧାରା ୩୩୮ ଅନୁଯାୟୀ, ଏକ ସାମ୍ବିଧାନିକ ସଂସ୍ଥା ପ୍ରତିଷ୍ଠିତ ରାଷ୍ଟ୍ରୀୟ ଅନୁସୂଚିତ ଜାତୀୟ ଆୟୋଗ ପକ୍ଷରୁ ଜୋମାଟୋର…