Latest Odisha News

BREAKING NEWS

ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ୩ ନମ୍ବର ୟୁନିଟରେ ବିସ୍ଫୋରଣ ଯୋଗୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

କୋରାପୁଟ: ରାଜ୍ୟରେ ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବାରମ୍ବାର ବିଦ୍ୟୁତ୍ କାଟ୍ ନେଇ ଅଭିଯୋଗ ଆସୁଥିବା ବେଳେ ସେପଟେ କୋରାପୁଟ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ୩ ନମ୍ବର ୟୁନିଟ୍‌ରେ ବିସ୍ଫୋରଣ ହୋଇଛି। ଫଳରେ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ବାଧା ପ୍ରାପ୍ତ ହୋଇଛି l ଏହି ବିସ୍ଫୋରଣ…

ଆଜି ଓ କାଲି ଉପକୂଳ ଓଡ଼ିଶାରେ ସାମାନ୍ୟ ଆଶ୍ୱସ୍ତି; ଆହୁରି ୫ ଦିନ ତାତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଖରାର ତାଉ କମିଥିଲେ ବି ଗୁଳୁଗୁଳି ଜାରି ରହିଛି। ଗତକାଲି କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିଥିଲା। ଏଥିରେ ଗଛପତ୍ର ଉପୁଡ଼ି ପଡ଼ିବା ସହ ବିଜୁଳି ସେବା ବାଧାପ୍ରାପ୍ତ…

ଆଜି ଦଶମୂଳ ମୋଦକ ଖାଇ ସୁସ୍ଥ ହେବେ ମହାପ୍ରଭୁ

ପୁରୀ: ଜ୍ୱରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅଣସର ଘରେ ଚାଲିଛି ଚିକିତ୍ସା । ରାଜବୈଦଙ୍କ ପରାମର୍ଶ ଅନୁଯାୟୀ ଫୁଲୁରୀ ତେଲ ଓ ଓଷଲାଗି ପରେ ବି ଠାକୁରଙ୍କ ଜର ଛାଡ଼ିନି । ଆଜି ମହାପ୍ରଭୁଙ୍କୁ ଦିଆଯବ ଦଶମୂଳ ମୋଦକ । ଶ୍ରୀମନ୍ଦିର ରାଜବୈଦଙ୍କ ଘରେ ଚାଲିଛି ଏହି ମୋଦକ ତିଆରି । ଆଜି ଦଶମୀ…

ଗହମ ଦର ବୃଦ୍ଧି ଉପରେ ରୋକ ​​ଲଗାଇବାକୁ ନିଷ୍ପତ୍ତି, ସଂରକ୍ଷଣ ସୀମା ଧାର୍ଯ୍ୟ କଲେ ସରକାର

ନୂଆଦିଲ୍ଲୀ: ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସରକାର ଗହମ ଉପରେ ସଂରକ୍ଷଣ ସୀମା(ଷ୍ଟକ୍ ଲିମିଟ୍) ଧାର୍ଯ୍ୟ କରିଛନ୍ତି ଏବଂ ଗହମ ଦର ବୃଦ୍ଧି ଉପରେ ରୋକ ​​ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଛି। ଖୋଲା ବଜାର ବିକ୍ରି ଯୋଜନା…

ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ହେବ ଅନ୍ତିମ ରଥ ସମନ୍ୱୟ ବୈଠକ

ପୁରୀ: ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୨୦୨୩-୨୪ ବର୍ଷର ବଜେଟ ଅନୁମୋଦନ ସହ ସ୍ନାନଯାତ୍ରାର ଭିଡିଓ ଫୁଟେଜ ଅନୁଧ୍ୟାନ ଓ ତ୍ରୁଟି ସମୀକ୍ଷା କରାଯାଇଥିଲା। ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ ଆଉ ଆଜି (ମଙ୍ଗଳବାର) ତୃତୀୟ ତଥା…

କରମଣ୍ଡଳ ଦୁର୍ଘଟଣା: ଆଜି ଦ୍ୱାଦଶାହ ପାଳୁଛନ୍ତି ବାହାନଗାବାସୀ, ୫ ହଜାର ଦୀପଦାନ ସହ ଚାଲିଛି ଗାୟତ୍ରୀ ମହାଯଜ୍ଞ

ବାହାନଗା:ଆଜି କରମଣ୍ଡଳ ଦୁର୍ଘଟଣାକୁ ୧୨ ଦିନ ପୂରିବ । ବାହାନଗାବାସୀ ମୃତକ ଉଦ୍ଦେଶ୍ୟରେ ଦଶାହ, ଏକାଦଶାହ ପରେ ଆଜି ଦ୍ୱାଦଶାହ ପାଳନ କରୁଛନ୍ତି । ଏହି ଅବସରରେ ଆଜି ଏଠାରେ ସର୍ବଧର୍ମ ସଭା, ଶାନ୍ତି ଶୋଭାଯାତ୍ରା,  ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଆୟୋଜନ କରାଯାଇଛି । ଏଥିସହିତ  ୫ ହଜାର ୮…

ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’, ମୁମ୍ବାଇ ଓ ଗୁଜରାଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’। ଆସନ୍ତା ୪ ସପ୍ତାହ ମଧ୍ୟରେ ଭାରତରେ ଦୁର୍ବଳ ପଡିବ ମୌସୁମି। ଏନେଇ ପୂର୍ବାନୁମାନ କରିଛି ସ୍କାଏମେଟ ୱେଦର। ସେହିପରି ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଏବେ ଭୀଷଣ ବାତ୍ୟାର ରୂପ ନେଇ ଉତ୍ତରମୁହାଁ ହୋଇଛି।…

ବାତ୍ୟା ବିପର୍ଯ୍ୟୟ; ୧୫ ଜୁନ ପର୍ଯ୍ୟନ୍ତ ୯୫ ଟ୍ରେନ୍ ରଦ୍ଦ, ପ୍ରବଳ ପବନରେ ୩ ମୃତ

ଗାନ୍ଧୀନଗର: ବାତ୍ୟା ବିପର୍ଯ୍ୟୟକୁ ଯେତେ ପାଖକୁ ପାଖକୁ ଆସୁଛି ସେତେ ତାଣ୍ଡବର ଭୟ ମାଡି ଆସୁଛି । ସୌରାଷ୍ଟ୍ର ପ୍ରବଳ ପବନ ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଭୁଝ ଟାଉନ୍‌ରେ ପ୍ରବଳ ପବନ ଯୋଗୁ କାନ୍ଥ  ଭୁଶୁଡ଼ି ପଡ଼ିବାରୁ ଜଣେ ୪ ବର୍ଷର ନାବାଳକ ଓ ୬ ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଛି।…

ଆସନ୍ତା ଜୁଲାଇ ୧୨ ରୁ ୧୯ ମଧ୍ୟରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩, ଇସ୍ରୋ ପକ୍ଷରୁ ସୂଚନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରଯାନ-୩କୁ ଚନ୍ଦ୍ର ପୃଷ୍ଠରେ ସଫଳ ଅବସ୍ଥାପିତ କରିବ। ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି ଚଳାଇଛି। ଏନେଇ ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ ସୋମବାର କହିଛନ୍ତି ଯେ ଯଦି ସମସ୍ତ ପରୀକ୍ଷା ସଫଳ ହୁଏ ତେବେ ଚନ୍ଦ୍ର ପୃଷ୍ଠରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବର୍ତ୍ତମାନ ଆପଣମାନେ ସମସ୍ତେ ଏତେ ବିଚଳିତ କାହିଁକି? ସବୁ ଠିକ୍‌ଠାକ୍‌ ଅଛି ତ!” “ଠିକ୍ ଅଛି? କିଛି ଠିକ୍ ନାହିଁ -” ସ୍ତ୍ରୀଲୋକଟିଏ ଚିତ୍କାର କରି ଉଠିଲା । ଆଦୌ ବିବ୍ରତ ନ ହୋଇଥିବା ଭଳି ଦେଖାଯିବାକୁ…